ପୃଥିବୀରେ ସବୁଠାରୁ ପବିତ୍ର ବନ୍ଧନ ହେଉଛି ବିବାହ ବନ୍ଧନ । ବିବାହ ଏକ ଏପରି ବନ୍ଧନ ଯାହାକି ପୁରୁଷ ଏବଂ ସ୍ତ୍ରୀଙ୍କୁ ସାରା ଜୀବନ ପାଇଁ ଏକାଠି କରିଥାଏ । ପ୍ରାୟ ସବୁ ପୁରୁଷ ନିଜ ଜୀବନସାଥି ବିଷୟରେ ବହୁତ ଅଧିକ ଭାବିଥାନ୍ତି । ସେ କେମିତିକା ଝିଅକୁ ବାହା ହେବେ ସେ ଝିଅ ଦେଖିବାକୁ କେମିତି ହୋଇଥିବ ? ଏମିତି ଅନେକ କିଛି ପ୍ରଶ୍ନ ପୁଅ ମାନଙ୍କର ନିଜ ଭବିଷ୍ୟତରେ ହେବାକୁ ଥିବା ସ୍ତ୍ରୀ ବିଷୟରେ ରହିଥାଏ । ଆମ ଜୀବନରେ ନାମର ବହୁତ ଗୁରୁତ୍ଵ ରହିଛି ।
ତେଣୁ ପିତାମାତା ମଧ୍ୟ ପିଲାର ନାମକୁ ବହୁତ ଭାବି ଚିନ୍ତି ଦେଇଥାନ୍ତି । ଆମ ଶାସ୍ତ୍ର ଅନୁସାରେ ମଧ୍ୟ ନାମକୁ ଗୁରୁତ୍ଵ ଦିଆଯାଇଛି । ବ୍ୟକ୍ତିର ନାମ ଦ୍ଵାରା ତାହାର ସ୍ଵଭାବ , ଗୁଣ ଆଦି କହିଥାନ୍ତି । ନାମକରଣ ପରେ ସେହି ବ୍ୟକ୍ତିର ନାମ ତାର ସ୍ଵଭାବ ଉପରେ ପ୍ରଭାବ ପକେଇଥାଏ । ତେଣୁ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ପ୍ରାରମ୍ଭ ହୋଇଥାଏ ତାହା ଆପଣଙ୍କ ପାଇଁ ବହୁତ ଗୁରୁରତ୍ଵପୂର୍ଣ୍ଣ ଅଟେ । ଜଣେ ପୁରୁଷ ନିଶ୍ଚିତ ଜାଣିବାକୁ ଚାହିଁଥାଏ ଯେ ସେ ବିବାହ କରିବାକୁ ଯାଉଥିବା ସ୍ତ୍ରୀ ର ନାମ କେଉଁ ଅକ୍ଷରରୁ ଆରମ୍ଭ ହୋଇଛି ।
କାରଣ କେଉଁ ଅକ୍ଷର ଆରମ୍ଭ ହେବା ଦ୍ଵାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଆମେ ଆଜି ଆପଣଙ୍କୁ ଏମିତି କିଛି ପ୍ରାରମ୍ଭିକ ଅକ୍ଷର ବିଷୟରେ ଯାହା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କର ବିବାହ ଯେଉଁ ଝିଅ ସହିତ ହେବାକୁ ଯାଉଛି ସେହି ଝିଅ ନାମର ପ୍ରଥମ ଅକ୍ଷର କ’ଣ ଅଟେ ?
ଯେଉଁ ବ୍ୟକ୍ତି ମାନଙ୍କ ନାମ A ଅକ୍ଷର ରେ ପ୍ରାରମ୍ଭ ହୋଇଥାଏ ଏମାନଙ୍କ ସ୍ଵଭାବ ବହୁତ ଶାନ୍ତ ଓ ସେମାନେ ବହୁତ ପରିଶ୍ରମି ହୋଇଥାନ୍ତି । ଯଦି ଏମାନଙ୍କ ବିବାହ P, K ନାମ ଝିଅମାନଙ୍କ ସହ ହୋଇଥାଏ ତେବେ ଏହି ଦୁଇହି ଙ୍କ ଯୋଡି ଉତ୍ତମ ଯୋଡି ହୋଇଥାଏ ।
B ଅକ୍ଷରରେ ପ୍ରାରମ୍ଭ ହୋଇଥିବା ପୁରୁଷ ମାନେ ଜମା ବି ରୋମାଣ୍ଟିକ ହୋଇନଥାନ୍ତି । ଏହା କୁହାଯାଇଥାଏ ଯେ ଏମାନେ ବିବାହ କରିଥିବା ଝିଅ ସରକାରୀ ଚାକିରି କରିଥାନ୍ତି ଏବଂ ଏହି ବ୍ୟକ୍ତିଙ୍କ ବିବାହ R ନାମକ ଝିଅ ସହ ହୋଇଥାଏ ।
D ନାମ ବ୍ୟକ୍ତି ବହୁତ ଖୋଲା ମନ ଏବଂ ଅନ୍ୟମାନଙ୍କ ସହ ଜଳଦି ମିଶି ଯାଇଥାନ୍ତି । ଯଦି ଆପଣଙ୍କୁ କେବେ ବି ଏହି ଅକ୍ଷର ର ବ୍ୟକ୍ତି ସାଙ୍ଗ କରିବାକୁ ମିଳିଥାନ୍ତି । ତେବେ କେବେ ବି ହାତ ଛଡା କରିବେ ନାହିଁ । ଏହି ଅକ୍ଷରର ବ୍ୟକ୍ତି ନିଜର ଜୀବନ ସାଥିର ମନର କଥାକୁ ନ କହି ବୁଝିଯାଇଥାନ୍ତି ଏବଂ ଏହି ଅକ୍ଷର ବ୍ୟକ୍ତିଙ୍କ ଯୋଡି R ନାମକ ଝିଅ ସହିତ ଉତ୍ତମ ହୋଇଥାଏ ।
H ନାମ ବ୍ୟକ୍ତିଙ୍କ ବିବାହ K, R ନାମକ ଝିଅ ସହିତ ହୋଇଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ