କେବଳ ସଲମାନ ନୁହଁନ୍ତି ବଲିଉଡର ଏହି 8 କଳାକାରଙ୍କ ଉପରେ ଲାଗି ସାରିଛି, ନମ୍ବର 1ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲୀଉଡ ଷ୍ଟାରଙ୍କ ଲାଇଫ ଷ୍ଟାଇଲ ଓ ସ୍ଟାରଡମର ସମସ୍ତେ ଦିବାନା ଅଟନ୍ତି । ବଲୀଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ପସନ୍ଦ କରନ୍ତି ଓ ତାଙ୍କୁ ନିଜର ଆଦର୍ଶ ବି ମାନନ୍ତି ଓ ତାଙ୍କ ଭଳି ହେବା ପାଇଁ ଇଚ୍ଛା ବି ରଖନ୍ତି । କିନ୍ତୁ ଅନ୍ୟ ପଟେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କୁ ଲୋକମାନେ ପସନ୍ଦ ତ କରନ୍ତି କିନ୍ତୁ ତାଙ୍କର କିଛି ଖରାପ ଗୁଣକୁ ଯୋଗୁ ତାଙ୍କୁ ଘୃଣା ବି କରନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଉପରେ ଆରୋପ ଲାଗିସାରିଛି ଓ ସେମାନେଜେ ଲମଧ୍ୟ ଯାଇ ସାରିଛନ୍ତି ।

ରାଜପାଲ ୟାଦବ

ବଲୀଉଡର ପ୍ରସିଦ୍ଧ କମେଡିୟାନ ରାଜପାଲ ୟାଦବ ବଡ ପରଦାରେ ନିଜର କମେଡି କିରଦାର ପାଇଁ ଜଣା ଯାଆନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ୫ କୋଟିଟଙ୍କାର ଲୋନ ନସୁଝିବା କାରଣରୁ ତାଙ୍କୁଜେ ଲଯିବାକୁ ପଡିଥିଲା ।

ସଞ୍ଜୟ ଦତ୍ତ

ବଲୀଉଡର ଅଭିନେତା ଓ ବଲୀଉଡର ବାବା ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ମୁମ୍ବାଇର ରେ ଏକ ଆକ୍ଟରେ ଫସିଥିଲେଯେଉଁ କାରଣରୁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ସଞ୍ଜୟ ଦତ୍ତ ୨୩ ବର୍ଷର କେସଅଦାଲତର ଚକ୍କର ଓ ୪୨ ମାସରଜେ ଲବି କାଟି ସାରିଛନ୍ତି ।

ସୋନାଲୀ ବିନ୍ଦ୍ରେ

କିଛି ଦିନ ତଳେ କ୍ୟାନ୍ସର ଭଲି ରୋଗରୁ ଭଲ ହୋଇ ଫେରିଥିବା ସୋନାଲୀ ବିନ୍ଦ୍ରେ ବି ଗୋଟିଏ ମାଗାଜିନର କଭର ପେଜରେ ଛପିଥିବା ନିଜର ଫଟୋ ପାଇଁଗିରଫତାର ହୋଇ ସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୋନାଲୀ ବିନ୍ଦ୍ରେଙ୍କ ଏହି ଅର୍ଧନ ଗ୍ନଫଟୋରେ ତାଙ୍କର ସାର୍ଟ ଉପରେଧା ର୍ମିକଚିହ୍ନ ହୋଇଥିଲା । ଯେଉଁ କାରଣରୁ ତାଙ୍କୁଧା ର୍ମିକଭାବନାକୁ ଆଘାତପହଞ୍ଚିବା ଉପରେଦୋଷୀ କରା ଯାଇଥିଲା ।

ଶାଇନୀ ଆହୁଜା

ବଲୀଉଡର ଅଭିନେତା ଶାଇନୀ ଆହୁଜାଙ୍କୁ ନିଜର ଚାକରାଣୀଙ୍କୁ ଦୁଷ୍କର୍ମକରିବା କାରଣରୁ ୭ ବର୍ଷରଜେ ଲହୋଇଥିଲା । କିନ୍ତୁ ପରେ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଥ୍ୟା ବୋଲି କୁହାଯାଇଥିଲା ଓ ସେଜେ ଲରୁବାହାରି ଯାଇଥିଲେ ।

ଜନ ଅବ୍ରାହମ

ନିଜର ବଡି ଓ ସ୍ଟାରଡମ ପାଇଁ ଜଣା ଯାଉଥିବା ଜନ ଅବ୍ରାହମଙ୍କୁ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କୁ ଆଘାତପହଞ୍ଚାଇବା ଆପ ରାଧରେଗି ରଫତାର କରା ଯାଇଥିଲା । ଏହି ଘଟଣା ପାଇଁ ତାଙ୍କୁ ୧୫ ଦିନରଜେ ଲମଧ୍ୟ ହୋଇଥିଲା । କିନ୍ତୁ ନିୟମ ଅନୁସାଯାୟୀ ସେ ୧୫୦୦ ଟଙ୍କା ଦେଇ ବେଲରେ ବାହାରକୁ ଆସି ଯାଇଥିଲେ ।

ମୋନିକା ବେଦୀ

ପ୍ରସିଦ୍ଧ ଅଂଡର ୱାର୍ଲ୍ଡଡନର ଗର୍ଲଫ୍ରେଂଡ ଓ ବଲୀଉଡର ଅଭିନେତ୍ରୀ ମୋନିକା ବେଦୀ ଫର୍ଜୀ ଯାତ୍ରା କାଗଜପତ୍ର କାରଣରୁ ପର୍ତୁଗାଲରେ ଦୁଇ ବର୍ଷଜେ ଲରେରହି ସାରିଛନ୍ତି । ଏହା ସହିତଅଂଡର ୱାର୍ଲ୍ଡସହ ତାଙ୍କର ସମ୍ବନ୍ଧ ଉଜାଗର ହେବା କାରଣରୁ ତାଙ୍କୁ ବହୁତ ଅସୁବିଧାର ସାମ୍ନା ବି କରିବାକୁ ପଡିଥିଲା ।

ସୈଫ ଅଲୀ ଖାନ

ପଟୌଦୀର ନବାବ ଔର ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କରିନା କପୁରଙ୍କ ସ୍ଵାମୀ ସୈଫ ଅଲୀ ଖାନଙ୍କୁ ବି ମୁମ୍ବାଇର ତାଜ ହୋଟେଲରେ ଏକ ସାଉଥ ଆଫ୍ରିକା ବିଜନେସ ମ୍ୟାନଙ୍କୁମାରପିଟ କରିବାଅପରା ଧରେଗିର ଫତାର କରାଯାଇଥିଲା । କିନ୍ତୁ ସେ ଜଲ୍ଦି ହିଁ ବେଲରେ ବାହାରକୁ ଆସି ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।