କନ୍ୟା ଗୋଟିଏ ରାତିରେ ହିଁ ବରକୁ ପହଞ୍ଚାଇ ଦେଲା ହସ୍ପିଟାଲ, ବର କହିଲା – ବଡ ନିର୍ଲଜ୍ଜ ଅଟେ ସେ, ଆଉ ତା ପରେ …

ଭାରତୀୟ ସମାଜରେ ବାହାଘର ବଡ ବିଶ୍ଵାସର ସହିତ କରାଯାଇଥାଏ । ସେଥିପାଇଁ ନିଜର ପିଲାମାନଙ୍କର ବିବାହ କରିବା ପୂର୍ବରୁ ମାତା – ପିତା ଅଧିକ ଦେଖା ଶୁଣା କରନ୍ତି, ତଥାପି କେତେ ଥର ଏହି ସମ୍ପର୍କରେ ଧୋକା ମିଳିଥାଏ । ଏହିଭଳି କିଛି ମାମଲା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ?

ମାତା ପିତା ନିଜର ପିଲାମାନଙ୍କର ବାହାଘର ବଡ ଧୁମଧାମରେ କରନ୍ତି । କିନ୍ତୁ ଯଦି ବାହାଘର ପରେ ଜଣା ପଡେ କି ତାଙ୍କ ସହିତ ଧୋକା ହୋଇଛି, ତେବେ ପରିସ୍ଥିତି ବହୁତ ଖ-ରା-ପ ହୋଇଯାଏ । ଏମିତି ହିଁ କିଛି ଉତ୍ତର ପ୍ରଦେଶର ଥା-ନା ଶିକୋହାବାଦ ଆରୋଂଜ ନିବାସୀ ଧର୍ମେନ୍ଦ୍ରଙ୍କ ସହିତ ହୋଇଛି । ଧର୍ମେନ୍ଦ୍ର ବଡ ଧୁମଧାମ ସହିତ ବାହାଘର କରିଲେ, କିନ୍ତୁ ବାହାଘର ଦିନର ପ୍ରଥମ ରାତିରେ ହିଁ କନ୍ୟା ସମସ୍ତଙ୍କୁ ହ-ସ୍ପି-ଟା-ଲ ପହଞ୍ଚାଇ ଦେଲା ।

କନ୍ୟାର କରାଯାଇଥିଲା ଜୋରଦାର ସ୍ଵାଗତ

ବାହାଘର ସମୟରେ ଦୁଇଜଣଙ୍କ ପରିବାରଙ୍କର ସମ୍ପର୍କ ବହୁତ ଭଲ ଥିଲା । ଏହି କାରଣରୁ ଦୁଇ ପରିବାର ବହୁତ ଜଲ୍ଦି ବାହାଘର କରିଦେଲେ । ବାହାଘର ପରେ ଯେତେବେଳେ କନ୍ୟା ଘରକୁ ଆସିଲା, ସେତେବେଳେ ବରର ପରିବାର ତାହାର ବହୁତ ଆଦର ସତ୍କାର ଏବଂ ଧୁମଧାମ ସହିତ ସ୍ଵାଗତ କରିଲେ ।

ମିଠାରେ ମିଶିଥିଲା ନି-ଶା ଔ-ଷ-ଧ

ବାହାଘର ପରେ କନ୍ୟା ଘରୁ ଯାହା ବି ମିଠା ଆସିଥିଲା, ସେଥିରେ ସବୁ ନି-ଶା ଔ-ଷ-ଧ ମିଶା ହୋଇଥିଲା, ଯାହାକୁ ଖାଇବା ପରେ ତୁରନ୍ତ ଲୋକମାନେ ବେ-ହୋ-ଶ ହୋଇଯିବେ ଏବଂ ପୁଣି କନ୍ୟା ନିଜର କାମ କରି ପାରିବ । ଏହି କନ୍ୟାକୁ ଲୁ-ଟେ-ରୀ କନ୍ୟା କୁହାଯାଉଛି । ଏହି କନ୍ୟା ଜଣକ ସମସ୍ତଙ୍କୁ ବେ-ହୋ-ଶ କରିବା ପରେ ଘରୁ ସବୁ ଗହଣା ନେଇ ପଳାଇଥିଲା ଏବଂ ମା-ମ-ଲା ଏତେ ବଢି ଗଲା କି ଶେଷରେ ପୁ-ଲି-ସ-କୁ ଡାକିବାକୁ ପଡିଲା । ଏହା ବ୍ୟତିତ ବରର ପୁରା ପରିବାର ଚିନ୍ତିତ ଅଛନ୍ତି, କାରଣ କନ୍ୟା ସବୁ ଟଙ୍କା, ଗହଣା ନେଇ ଚାଲି ଯାଇଛି ।

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବରର ପରିବାର

ବାହାଘର ପର ଦିନ ହିଁ ବରର ପୁରା ପରିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କନ୍ୟା ରାତିରେ ସମସ୍ତଙ୍କୁ ନିଜ ହାତରେ ମିଠା ଖାଇବାକୁ ଦେଲା ଏବଂ ଯାହା ପରେ ସମସ୍ତେ ବେ-ହୋ-ସ ହୋଇଗଲେ ଏବଂ ଏହା ପରେ ସକାଳେ ଆଖପାଖର ଲୋକମାନେ ଯେତେବେଳେ ଆବାଜ ଦେଲେ ତେବେ କେହି ନ ଆସିବାରୁ ସେମାନେ କବାଟ ଖୋଲି ଦେଖିଲ କି ସମସ୍ତେ ବେହୋଶ ହୋଇ ପଡିଛନ୍ତି ।

ଏହା ପରେ ତାଙ୍କ ସମସ୍ତଙ୍କୁ ହସ୍ପିଟାଲ ନିଆ ଯାଇଥିଲା, ଏହି ମାମଲା ପୁଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିଲା ଏବଂ ପୁଲିସ ଏହି ଘଟଣା ଉପରେ କାର୍ଯ୍ୟକାରୀ କରୁଛନ୍ତି ।