କଳା ରଙ୍ଗକୁ ରାତା – ରାତି ଗୋରା କରିଦେବ ଏହି ଉପାୟ, ଏକଦମ ସହଜ ଏହି ଘରୋଇ ଉପାୟ

ଆମ ମଧ୍ୟରେ ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର କଳା ରଙ୍ଗକୁ ନେଇ ଚିନ୍ତିତ ରହିଥାନ୍ତି । ଏମିତିରେ ଲୋକମାନେ ଚିନ୍ତା କରନ୍ତି କି ଗୋରା ଲୋକମାନଙ୍କୁ ଅଧିକ ପ୍ରାଧାନ୍ଯ ଦିଆଯାଏ । କିନ୍ତୁ କହିବାକୁ ଗଲେ ଅଲଗା ଅଲଗା ପ୍ରକାରର ଲୋକମାନଙ୍କର ମେଳ ଦ୍ଵାରା ହିଁ ଏହି ସମାଜର ନିର୍ମାଣ ହୋଇଥାଏ । ସମାଜରେ ସମସ୍ତ ଲୋକମାନଙ୍କର ମହତ୍ଵ ରଙ୍ଗର ଆଧାରାରେ ହୋଇ ନ ଥାଏ ସେମାନଙ୍କର ଗୁଣର ଆଧାରରେ ହୋଇଥାଏ ।

କିନ୍ତୁ ଏହା ସତ୍ବେ ବି ସମାଜରେ କେତେକ ଲୋକମାନେ ଗୋରା ଦେଖିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିପାଇଁ ସେମାନେ ବିଭନ୍ନ ପ୍ରକାରର ମହଙ୍ଗା ପ୍ରୋଡକ୍ଟସ ବି ବ୍ୟବହାର କରିଥାନ୍ତି । ଏହି ଚକ୍କରରେ ଅଧିକ ଟଙ୍କା ଖର୍ଚ କରିବା ପରେ ବି କୌଣସି ପ୍ରଭାବ ପଡେ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ଏହି କାମରେ ସଫଳତା ପାଇ ପାରିବେ ।

ଏଥିପାଇଁ ସର୍ବେ ପ୍ରଥମେ ଆପଣ ଏକ ବଡ ପାତ୍ରରେ ଏକ ଚାମଚ ଚିନି, ଏକ ଚାମଚ, ଆଲୋଭେରା ଜେଲ ଓ ଏଥିରେ ଗୋଟିଏ ଖଣ୍ଡ ଲେମ୍ବୁର ରସ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହିଭଳି ଭାବରେ ଆପଣ ଏକ ସ୍କ୍ରବ ପ୍ରସ୍ତୁତ କରିଦେଲେ । ଏହା ପରେ ଆପଣ ଲେମ୍ବୁ ଚୋପା ଦ୍ଵାରା ଏହି ମିଶ୍ରଣକୁ ନିଜର ଶରୀରରେ ଓ ଚେହେରାରେ ଲଗାନ୍ତୁ ଓ କିଛି ସମୟ ପର୍ଯ୍ୟନ୍ତ ଆପଣ ଏହାକୁ ସେମିତି ହିଁ ରହିବାକୁ ଦିଅନ୍ତୁ ଓ ଏହା ପରେ ସାଧାରଣ ପାଣିରେ ଧୋଇ ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କର ଚେହେରା ପୂର୍ବ ଅପେକ୍ଷା ଅଧିକ କୋମଳ ଓ ସୁନ୍ଦର ଦେଖାଯିବ । ଏହା ଛଡା ଆମେ ଆପଣଙ୍କୁ ସ୍କିନ ୱ୍ହାଇଟନିଂଗ ପ୍ରସ୍ତୁତ କରିବାର ବିଧି ବି କହି ଦେଉଛୁ । ଯାହାର ବ୍ୟବହାର କରି ଆପଣ ସ୍କ୍ରବିଂଗ କରିବା ପରେ କରି ପାରିବେ ।

ଏଥିପାଇଁ ଆପଣ ଏକ ବଡ ପାତ୍ରରେ ୨ ଚାମଚ ଦହି, ଏକ ଚାମଚ କ୍ଷୀର, ଏକ ଚାମଚ ମହୁକୁ ଭଲ ଭାବରେ ମିକ୍ସ କରନ୍ତୁ । ବର୍ତ୍ତମାନ ଆପଣଙ୍କର ଦେଶୀ ସ୍କିନ ୱ୍ହାଇଟନିଂଗ ପ୍ରସ୍ତୁତ ହୋଇଗଲା । ଏହି ମିଶ୍ରଣକୁ ଆପଣ ନଜିର ଚେହେରାରେ ଲଗାନ୍ତୁ । ବଞ୍ଚିଥିବା ଲେମ୍ବୁର ଚୋପା ଦ୍ଵାରା ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ପ୍ରାୟତଃ ସପ୍ତାହକୁ ତିନି ରୁ ଚାରି ଥର କାରଣରୁ ଦେଖିବେ ଅବଶ୍ୟ ଲାଭ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।