କାହିଁକି ଓଡିଶାରେ ଦେଖା ଯାଉଛି ବାରମ୍ବାର ଏଭଳି ଘଟଣା.. କହୁଛି ମାଳିକା ସରିଆସୁଛି ଏ କଳି ଯ଼ୁଗ !

ବର୍ଷକ ଭିତରେ କଣ ଛାରଖାର ହୋଇଯିବ ଓଡିଶା ? ଧୀରେ ଧୀରେ ସତ ହେବାକୁ ଯାଉଛି ମାଳିକା ର ଭବିଷ୍ୟବାଣୀ । କାହିଁକି ସବୁବେଳେ ଘଟୁଛି ଏଭଳି ଅଘଟଣ ? 600 ବର୍ଷର କଥା ଆଜି ସତ ହେଉଛି । ସତରେ କଣ କଳିଯୁଗ ସରିଆସୁଛି ? ବନ୍ଧୁଗଣ ଏବେ ଧୀରେ ଧୀରେ ସତ ହେବାକୁ ଯାଉଛି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ କଥା । 600 ବର୍ଷ ଲେଖିଥିଲେ ମହାପୁର୍ଷ ଯାହା ଆଜି ଗୋଟି ଗୋଟି କରି ସତ ହେଉଛି ।

ମହାପୁରୁଷ ଲେଖିଥିଲେ କଳିଯୁଗର ଶେଷରେ ଘରେ ଘରେ ସାପ ପଶିବ । ଦିଲ୍ଲୀ ରେ ଯମୁନା ନଦୀ ବଢିବା ଫଳରେ ବିଷଧର ସାପ ଗୁଡିକ ଏବେ ଘରେ ପଶିବାରେ ଲାଗିଲେଣି । ମହାପୁରୁଷ ତାଳ ପୋଥିରେ ଲେଖିଥିଲେ ସର୍ପ ମାନେ ମୁଣ୍ଡ ଟେକି ଖେଳ କରିବେ । ମାଳିକା ର କଥା ସେତେବେଳେ ସତ ହୋଇଗଲାଣି ଯେବେ ସାପ ଗୁଡିକ ଦିଲ୍ଲୀ ରେ ଜଣଙ୍କ ଘରେ ପଶିଗଲେ ଆଉ ଦାଣ୍ଡ ରେ ଖେଳିଲେ ।

ମାଳିକା ରେ ଆଉ ଗୋଟେ କଥା ବି ଲେଖା ହୋଇଥିଲା କି ପର୍ବତ ଭଳି ଠକ ମାନେ ଟଙ୍କା ଠୁଳ କରିବେ ଯାହା ସୁଖରେ କେବେ ପ୍ରୟୋଜନ ହୋଇପାରିବ ନାହିଁ । ଯାହା ମେସିନ ମଧ୍ୟ ଗଣିପାରିବ ନାହିଁ । ଅନେକ ଠକ ଭଣ୍ଡ ଧରାପଡିବେ କଳିଯୁଗରେ । ପାହାଡ ଉପରେ ଟଙ୍କା ଠୁଳ କରିବେ । ଓଡିଶାରେ 6ଟି ଜିଲ୍ଲା ଜଳମଗ୍ନ ହୋଇଯିବ । କେହି ମଧ୍ୟ ବାଟ ପାଇବେନି ।

ସେହି 6 ଜିଲ୍ଲା ହେଉଛି ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, କଟକ ଓ ଯାଜପୁର । ଏବେ ବାଲେଶ୍ଵର ରେ ସିଗନାଲ ରେ ତ୍ରୁଟି କାରଣରୁ ପୁଣି ଥରେ ଉପ ଲାଇନ କୁ ପଳାଇ ଥିଲା ଟ୍ରେନ । ପୁଣି ଥରେ ହୋଇଥାନ୍ତା ବାହାନଗା ଭଳି ଦୁର୍ଘଟଣା । ହେଲେ ସବୁ କିଛି ଲୋକ ପାଇଲଟ ଙ୍କ ଉପସ୍ଥିତି ବୁଦ୍ଧି କାରଣରୁ ଟଳି ଗଲା ।

ବଞ୍ଚି ଯାଇଥିଲେ 400ରୁ ଅଧିକ ଯାତ୍ରୀ । ଟ୍ରେନ ଦୁର୍ଘଟଣା ହେଉ ହେଉ ଲୋକ ପାଇଲଟ ବ୍ରେକ ମାରିଥିଲେ ଆଉ ଟ୍ରେନ ଟି ଅଟକି ଯାଇଥିଲା । ବାହାନଗା ଭଳି ଦୁର୍ଘଟଣା ହେଉ ହେଉ ଟ୍ରେନ ଟି ବର୍ତ୍ତୀ ଯାଇଥିଲା । ତେବେ ଓଡିଶାରେ ଏଭଳି ଅଘଟଣ କାହିଁକି ଘଟୁଛି ? ସତରେ କଣ ସରିଆସୁଛି କଳିଯୁଗ ? ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳ ପ୍ରଭାବିତ ହେବାକୁ ଆରମ୍ଭ କରିଲାଣି ।

ଯାହାର ପ୍ରଥମ ଝଲକ ସମ୍ବଲପୁର ରେ ଦେଖିବାକୁ ମିଳିଛି । ସ୍କୁଲ ଠାରୁ ଆରମ୍ଭ କରି ମେଡିକାଲ ପୁରା ଜଳ ବନ୍ଦୀ । ପାଣି ଘରେ ବି ପାଣି ପସିଲାଣି । ଯାଜପୁର ଯମୁନା ଛକରେ ଗତ କାଲି ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିଲା । କାହାର କିଛି ହୋଇ ନ ଥିବା ବେଳେ 10 ଯାତ୍ରୀ ଆହତ ହୋଇଛନ୍ତି ।

କାହିଁଙ୍କି ଜୁନ ଓ ଜୁଲାଇ ମାସରେ ଘଟୁଛି ଏଭଳି ଦୁର୍ଘଟଣା ? ଗାଁ ଗାଁ ମାନଙ୍କରେ ପଶିଲେଣି ବିଲୁଆ କୋକିଶିଆଳ ମାନେ ଆଉ ସନ୍ଧ୍ୟା ହେଲେ ଗାଁ ରେ ପଡୁଛି ତାଟି କବାଟ ଯାହା ମାଳିକାରେ ଲେଖାଥିଲା ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।