କାହାର ନାମ ଚିନ୍ତା କରି ଗୋଟିଏ ଠାକୁର ବାଛନ୍ତୁ, ଆପଣଙ୍କ ପାଇଁ କ’ ଣ ଅଛି ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ କେତେବେଳେ ଦୁଃଖ ତ କେତେବେଳେ ସୁଖ ଆସିଥାଏ । ହେଲେ ପ୍ରତ୍ଯେକ ମଣିଷଙ୍କ ଭାଗ୍ୟରେ କ’ ଣ ଅଛି ?  କ’ ଣ ଚାଲିଛି ଓ ଆଗାମୀ ସମୟରେ କ’ ଣ ହେବା ପାଇଁ  ଯାଉଛି । ଏହା ଜାଣିବା ପାଇଁ ଯଦି ଚାହୁଁଥାନ୍ତି । ତେବେ କାହାର ନାମ ଚିନ୍ତା କରି ୩ ଟି ଠାକୁରଙ୍କ ମଧ୍ୟରୁ ଗୋଟିଏ ଠାକୁରଙ୍କର ନାମକୁ ବାଛନ୍ତୁ । ସେହି ୩ ଟି ଠାକୁର ହେଉଛନ୍ତି ପ୍ରଭୁ ଗଣେଶ, ମହାଦେବ ଓ ଶ୍ରୀକୃଷ୍ଣ ।

ପ୍ରଭୁ ଗଣେଶ;-  ତେବେ ପ୍ରଭୁ ଗଣେଶଙ୍କୁ ବାଛିଥିବା ବ୍ୟକ୍ତିବିଶେଷଙ୍କର ଭାଗ୍ୟ ଉପରେ କହିବା । ତେବେ ଆପଣଙ୍କ ଆଗାମୀ ସମୟ ବହୁତ ଭଲ ରହିବା ପାଇଁ ଯାଉଛି । ଆପଣ ଯେଉଁ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଚାହୁଁଛନ୍ତି । ତାହାକୁ ଆପଣ ପ୍ରଭୁ ଗଣେଶଙ୍କ ନାମରେ ଆରମ୍ଭ କରି ଦେଖନ୍ତୁ । ନିହାତି ଭାବରେ ସେହି କାର୍ଯ୍ୟରେ କୃତକାର୍ଯ୍ୟ ହୋଇପାରିବେ ।

ଯେଉଁ ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ଆସିଥିଲା । ପୁଣି ଥରେ ସେହି ସମ୍ପର୍କରେ ମଧୁରତା ଆସିବ । ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ହେବେ । ଯେଉଁ ବିବାଦରେ ବର୍ତ୍ତମାନ ଫଶୀ ରହିଛନ୍ତି । ସେଥିରୁ ବହୁତ ଶୀଘ୍ର ମୁକୁଳିବା ପାଇଁ ଯାଉଛନ୍ତି। ଦାମ୍ପତ୍ୟ ଜୀବନ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ । ଆଗକୁ ଗୃହ କ୍ଲେଶ ସାମ୍ନା କରିବାକୁ ପଡିପାରେ, ହେଲେ ବହୁତ ଶୀଘ୍ର ତାହାର ମଧ୍ୟ ସମାଧାନ ହୋଇଯିବ ।

ପ୍ରଭୁ ମହାଦେବ;- ଯେଉଁ ମାନେ ପ୍ରଭୁ ଭୋଳାଶଙ୍କରଙ୍କୁ ବାଛିଛନ୍ତି । ସେମାନଙ୍କର ଦୁଃସ୍ଵପ୍ନ ବର୍ତ୍ତମାନ ଦୂର ହେବା ପାଇଁ ଯାଉଛି । ଆଗକୁ ଭଲ ସମୟ ଆସିବା ପାଇଁ ଯାଉଛି । ଯେଉଁ କାର୍ଯ୍ୟ ପଛରେ ବହୁତ ମେହନତ କରୁଛନ୍ତି । ଭଗବାନଙ୍କ କୃପାରୁ ବିଳମ୍ବରେ ହେଉ ପଛେ ନିହାତି ଭାବେ ସେହି କାର୍ଯ୍ୟରେ ଭଲ ଫଳ ପାଇବେ ।

ଶାରୀରିକ ଭାବରେ ସୁସ୍ଥ ରହିବା ସହ ମାନସିକ ଭାବେ ମଧ୍ୟ ଶାନ୍ତି ପ୍ରାପ୍ତ କରିବେ । ମନ ମଧ୍ୟରେ ନୂଆ ନୂଆ ଯୋଜନା ସୃଷ୍ଟି ହେବ । ଆପଣ ଦରକାର ଠାରୁ କାହା ପ୍ରତି ମଧ୍ୟ ଅଧିକ ଆକର୍ଷିତ ହୁଅନ୍ତୁ ନାହିଁ । ନିଜ ଉପରେ ସବୁବେଳେ ଭରଷା ରଖନ୍ତୁ । ଭଗବାନଙ୍କ ନାମ ନେଇ ନିଜର ପ୍ରତ୍ଯେକଟି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ।

ପ୍ରଭୁ ଶ୍ରୀକୃଷ୍ଣ;- ଆପଣ ଜଣେ ବହୁତ ଭଲ ବ୍ୟକ୍ତିତ୍ବ ସଂପୂର୍ଣ୍ଣର ବ୍ୟକ୍ତି ଅଟନ୍ତି । ହେଲେ ସମସ୍ତଙ୍କ ଭଳି ଆପଣଙ୍କ ଜୀବନରେ ମଧ୍ୟ କେଉଁଠି ନା କେଉଁଠି ଦୁଃଖ କିଛି ଦିନ ଧରି ଚାଲି ଆସୁଛି । ହେଲେ ଏବେ ଆପଣ ନିଶ୍ଚିତ ରୁହନ୍ତୁ । କାରଣ ଏବେ ଆଉ କୌଣସି ମନ୍ଦ ଯୋଗ ଆପଣଙ୍କ ଭାଗ୍ୟରେ ନାହିଁ । ଆର୍ଥିକ ସ୍ଥିତିରେ ଭଲ ସୁଧାର ଆସିବ । ଶତ୍ରୁ ମାନେ ଆପଣଙ୍କ ଠାରୁ ପରାଜୟ ହେବେ । ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ରହୁଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ