ଯେଉଁ ଘରେ ଏକା ସହିତ ଥାଏ ଏହି 2 ଟି ମୂର୍ତ୍ତି, ସେହିଘରେ ବନିଥାଏ ରାଜଯୋଗ, ପାଣି ଭଳି ବର୍ଷିଥାଏ ଟଙ୍କା- Vastu Shastra

ଯେଉଁ ପୂଜା ଘରେ ଏକା ସାଙ୍ଗରେ ଦୁଇ ମୂର୍ତ୍ତି ଥାଏ, ସେହି ସ୍ଥାନରେ ରାଜଯୋଗ ପଡୁଛି ଆପଣଙ୍କୁ ସେହି ସବୁ ମିଳିବ ଯାହାର ଆପଣ କଳ୍ପନା କରୁଛନ୍ତି । ଯଦି ଆମେ ପୂଜା ଘର ଭିତରେ ମୂର୍ତ୍ତି ସ୍ଥାପନ କରୁଛେ ଓ ଈଶ୍ୱରଙ୍କୁ ଭକ୍ତିରେ ସ୍ମରଣ କରୁଛେ ତାହେଲେ ଭଲ ହେବ । ଆମେ ଦେବୀ ଓ ଦେବତାଙ୍କ ମୁହଁ ଦେଖିପାରିବା । ଆମେ ଯଦି ଏହି ଦୁଇ ମୂର୍ତ୍ତି ସହିତ ଅନ୍ୟସବୁ ମୂର୍ତ୍ତି ରଖିଛେ ତାହେଲେ ଭଲ ହେବ । ଆମେ ସେହି ମୂର୍ତ୍ତି ବିଷୟରେ କହୁଛୁ, ଯେଉଁ ମୂର୍ତ୍ତି ରଖିଲେ ରାଜଯୋଗ ପଡ଼ିବ ।

ଯଦି ଆପଣ ଶ୍ରୀକୃଷ୍ଣଙ୍କ ଭକ୍ତ ଅଟନ୍ତି ଓ ବାଲ୍ ଗୋପାଳଙ୍କ ମୂର୍ତ୍ତି ରଖନ୍ତି କିମ୍ବା ଏକା ସାଙ୍ଗରେ ରାଧାକୃଷ୍ଣଙ୍କ ମୂର୍ତ୍ତି ରଖନ୍ତି ଘରେ କ-ଳ-ହ ଲାଗିବନି ଓ ପରସ୍ପର ଭିତରେ ପ୍ରେମ ଭାବନା ରହିବ ଓ ଘରେ ଧନ ସମ୍ପତ୍ତିର ବୃଦ୍ଧି ରହିବ ।

ଯଦି ଆପଣ । ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ପୂଜା କରନ୍ତି ଭଲ ହେବ । ତ୍ରିନାଥଙ୍କ ମଧ୍ୟରେ ଭଗବାନ୍ ବିଷ୍ଣୁଙ୍କୁ ବହୁତ ପୂଜା କରାଯାଏ । ଶ୍ରୀ ଗଣେଶ ଓ ଶ୍ରୀ କୁବେରଙ୍କ ମୂର୍ତ୍ତି ସ୍ଥାପନ କରାଯାଏ ।

ମା ଲକ୍ଷ୍ମୀଙ୍କ ବାମ ପଟେ ଶ୍ରୀ ଗଣେଶଙ୍କୁ ପୂଜା କଲେ ଧନପ୍ରାପ୍ତି ହୁଏ ଓ ଦାରିଦ୍ର୍ୟତା ସମାପ୍ତ ହୁଏ ଧନ ପ୍ରାପ୍ତି ହୁଏ । ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କଲେ ଧନପ୍ରାପ୍ତି ହୁଏ । ସେଥିପାଇଁ ଏମାନଙ୍କୁ ପୂଜା କରିବା ଆବଶ୍ୟକ । ହନୁମାନଙ୍କ ମୂର୍ତ୍ତି ଓ ଫଟୋ ନିହାତି ରଖିବା ଦରକାର । ଆପଣ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ଘରେ ରଖନ୍ତୁ ସବୁ ଭଲ ହେବ । ଶ୍ରୀ ରାମଙ୍କ ଫଟୋ ଘରେ ରଖିଲେ ଶ୍ରୀ ରାମଙ୍କ ଓ ଶ୍ରୀ ହନୁମାନଙ୍କ ମୂର୍ତ୍ତି ଘରେ ରଖିଲେ ଶୁଭ ହୋଇଥାଏ । ଏମିତି କଲେ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୁଏ ।

ଘରର ପୂଜା ଘରେ ତ୍ରିନାଥ ମାନଙ୍କ ଫଟୋ ଘରେ ରଖିଲେ ଶୁଭ ହୁଏ । ଏକା ସାଙ୍ଗରେ ତ୍ରିନାଥ ଫଟୋ ପୂଜା ଘରେ ରଖିଲେ ଶୁଭ ହୁଏ । ଏମିତି ଆଉ କିଛି ମୂର୍ତ୍ତି ଅଛି ପୂଜା ଘରେ ରଖିବା ଉଚିତ୍ ନୁହେଁ । ଯଦି ଏମିତି କିଛି ମୂର୍ତ୍ତିକୁ ସ୍ଥାନ ଦେବେ ଆପଣ ଭିକାରୀ ହୋଇଯିବେ । ମନ୍ଦିର ଭିତରେ ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ । ଘର ଭିତରେ ଶିବ ଲିଙ୍ଗ ରଖିବା ଉଚିତ୍ ନୁହେଁ । ଶିବ ଲିଙ୍ଗ ଉପରେ ତୁଳସୀ ଭୁଲରେ ଚଢ଼ାନ୍ତୁ ନାହିଁ । ଯେମିତି ଶିବ ଲିଙ୍ଗ ରଖିଲେ ସେମିତି ହନୁମାନଙ୍କ ମୂର୍ତ୍ତି ରଖନ୍ତୁ ।

ଶୟନ କକ୍ଷରେ ରାଧେକୃଷ୍ଣଙ୍କ ମୂର୍ତ୍ତି ରଖିଲେ ଶୁଭ ହୋଇଥାଏ, ସକାଳୁ ଉଠି ଏହି ମୂର୍ତ୍ତିର ଦର୍ଶନ କଲେ ଧନବାନ ହୋଇଯିବେ । ଦୁଃଖ ଦାରିଦ୍ର୍ୟତା ଦୂର ହୋଇଯିବ । ଏହିପରି ମା ଦୁର୍ଗାଙ୍କ ଫଟୋ ଘରେ ଲଗାଇବା ଉଚିତ୍ । କେବଳ ଚାଉଳ ଲଗେଇବା ଉଚିତ୍ ନୁହେଁ, ଚାଉଳ ସାଙ୍ଗରେ ହଳଦୀ ଓ ସିନ୍ଦୂର ଲଗେଇଲେ ଶୁଭ ହୋଇଥାଏ ।

ପିତୃପୁରୁଷଙ୍କୁ ଗଙ୍ଗାରେ ସ୍ନାନ କଲେ ଭଲ ହୁଏ । ଶନି ଓ ରାହୁଙ୍କ ଫଟୋ ଲଗେଇବା ଉଚିତ୍ ନୁହେଁ, ଘରେ ପାଣି ରଖିବା ସ୍ଥାନରେ ଶନିଙ୍କୁ ପୂଜା କରିବା ଦରକାର । ଏମାନଙ୍କ ସାଧନା ତନ୍ତ୍ର ଓ ମନ୍ତ ସହିତ କରାଯାଏ । ସେଥିପାଇଁ ଏହି ପ୍ରକାର ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ୍ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।