ODIA GK- ଜଣେ ଝିଅ କଲେଜରେ ନୂଆ ଆଡମିଶନ କଲେ । ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ । ତେଣୁ ସେ ବ୍ଳାକବୋର୍ଡରେ ଲେଖିଦେଲେ (12-01-2001) । ତାଙ୍କର ନାମ କଣ ?

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଗୋଟିଏ ମଶା ର କେତେ ଗୋଟି ପାଦ ଥାଏ ?

ଉ: 6 ଟି ପାଦ ଥାଏ ।

2- ତ୍ରିରଙ୍ଗା ପତାକାରେ ଥିବା ଧଳା ଅଂଶ କାହାର ପ୍ରତୀକ ?

ଉ: ସତ୍ୟ ଓ ଶାନ୍ତି ର ପ୍ରତୀକ ।

3- ଆମ ଶରୀର ର ଦୂଷିତ ରକ୍ତ କେଉଁଥିରେ ପରିଷ୍କାର ହୁଏ ?

ଉ: ଫୁସଫୁସ୍ ରେ ପରିଷ୍କାର କରେ ।

4- କେଉଁ ମସିହାରେ ହାଇଦ୍ରାବାଦ ଭାରତ ସହିତ ସାମିଲ ହୋଇଥିଲା ?

ଉ: ସେପ୍ଟେମ୍ବର 1948 ରେ ।

5- ସୁନ୍ଦରବନ ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ ।

6- ସମୁଦ୍ର ର ଗଭୀରତା କାହା ସାହାଯ୍ୟରେ ମପାଯାଏ ?

ଉ: ଶବ୍ଦ ର କମ୍ପନ ଦ୍ଵାରା ମପାଯାଏ ।

7- ଆଖଣ୍ଡଳମଣି ଶୈବ ପୀଠ ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?

ଉ: ଭଦ୍ରକ ଜିଲ୍ଲା ରେ ଅବସ୍ଥିତ ।

8- ଜନସଂଖ୍ୟା ଅନୁସାରେ ଭାରତ ବୃହତ୍ତମ ରାଜ୍ୟ କେଉଁଟି ?

ଉ: ଉତତର ପ୍ରଦେଶ ।

9- ଓଡିଶା ରେ ସମୁଦାୟ କେତେ ଗୋଟି ବ୍ଲକ ରହିଛି ?

ଉ: 314 ଟି ବ୍ଲକ ।

10- ‘ମହିମା ଗାଦି’ ଓଡିଶାର କେଉଁ ସ୍ଥାନରେ ଅବସ୍ଥିତ ?

ଉ: ଜୋରନ୍ଦା ଠାରେ ।

11- ଶିବପୁରାଣ ଅନୁସାରେ ବ୍ରହ୍ମା କେଉଁ ଅସୁରକୁ ବରଦାନ ଦେଇଥିଲେ ଯେ ତା’ର ମୃତ୍ୟୁ କେବଳ ଶିବଙ୍କ ପୁତ୍ର ଦ୍ଵାରା ହିଁ ହେବ ?

ଉ: ତାରକାସୁର ।

12- ରାମାୟଣ କଥା ଅନୁସାରେ ଲଙ୍କା ଯୁଦ୍ଧ ସମୟରେ ରାମ ଏବଂ ଲକ୍ଷ୍ମଣଙ୍କୁ କିଏ ନାଗଫାଶରେ ବାନ୍ଧିଥିଲା ?

ଉ: ମେଘନାଦ ।

13- ସଂସ୍କୃତ, ଓଡିଆ, କନ୍ନଡ, ତେଲୁଗୁ, ମାଲାୟାଲାମ ବ୍ଯତୀତ ଅନ୍ୟ କେଉଁ ଭାଷାକୁ କେନ୍ଦ୍ର ସରକାର ଶ୍ରେୟ ଭାଷା (Classical Language) ର ମାନ୍ୟତା ଦେଇଛନ୍ତି ?

ଉ: ତାମିଲ ।

14- ଏଗୁଡିକ ମଧ୍ୟରୁ କେଉଁ ଯୁଦ୍ଧ 1576 ମସିହାରେ ମେୱାଡର ରାଜା ମହାରଣା ପ୍ରତାପ ଏବଂ ମୋଗଲ ସମ୍ରାଟ ଆକବରଙ୍କ ସେନା ମଧ୍ୟରେ ହୋଇଥିଲା ?

ଉ: ହଳଦୀଘାଟ ଯୁଦ୍ଧ ।

15- ଜଣେ ଝିଅ କଲେଜରେ ନୂଆ ଆଡମିଶନ କଲେ । ସମସ୍ତେ ତାଙ୍କର ନାଁ ଜାଣିବାକୁ ଚାହିଁଲେ । ତେଣୁ ସେ ବ୍ଳାକବୋର୍ଡରେ ଲେଖିଦେଲେ (12-01-2001) । ତାଙ୍କର ନାମ କଣ ?

ଉ: LATA (ଲତା) ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।