ଯାହାକୁ ପ୍ରେମ କରି ବାହା ହେଲି ନିଶ୍ଵାସ ଥିବା ପର୍ଯ୍ୟନ୍ତ ତାର ହାତ ଛାଡ଼ିବିନି ଭାବିଥିଲି, କିନ୍ତୁ କିଛି ଏମିତି ଘଟିଗଲା… Anubhab Mohanty

ବାହାରିବାର ଥିଲା ଛାଡପତ୍ର ରାୟ ଆଉ ସେପଟେ ସାଂସଦ ଅନୁଭବ ମହାନ୍ତି ଅପେକ୍ଷା କରି ରହିଥିଲେ । ଅନୁଭବ ଭାବି ଥିଲେ ଯେମିତି ହେଉ ଛାଡପତ୍ର ହୋଇଯିବ । କାରଣ ଗତ 3 ବର୍ଷ ହେବ କୋର୍ଟ କୁ ଦୌଡିବା ପରେ ଯେତେବେଳେ ପରିବାର ଅଦାଲତ ଛାଡପତ୍ର ରାୟ ଶୁଣାଇବେ । ହଁ ଦର୍ଶକ ବନ୍ଧୁ ସେତେବେଳେ ଅନୁଭବ ଜାଣିଥିଲେ ଛାଡପତ୍ର ତ ହୋଇଯିବ କିନ୍ତୁ ସେପଟେ ପୂର୍ବ ଦିନ ରାତି ରେ ସେ ଚିନ୍ତାରେ ପଡି ଯାଇଥିଲେ ।

ସେଥିପାଇଁ ତ ଛାଡପତ୍ର ରାୟ ବାହାରିବାର ପୂର୍ବ ଦିନ ଅନୁଭବ ମହାନ୍ତି ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ରାତିରେ ସୋଇପାରୁ ନ ଥିଲେ । କାରଣ ସେ ଚିନ୍ତାରେ ଥିଲେ ଖୁସି ହେବେ ନା ଦୁଃଖ କରିବେ । ସେ ଜାଣିଥିଲେ ଆସନ୍ତା କାଲି ଛାଡପତ୍ର ହୋଇଯିବ । ଅନୁଭବଙ୍କର ବିଶ୍ଵାସ ଥିଲା ଗତ 3 ବର୍ଷ ହେବ କୋର୍ଟକୁ ଦୌଡି ଦୌଡି ତାଙ୍କ ସହ ଯାହା ଘଟିଥିଲା ଆଉ ସେଥିପାଇଁ ସେ ଛାଡପତ୍ର ଚାହୁଁ ଥିଲେ ।

ଯାହା ପାଇଁ ଅନୁଭବ ନିଜର ଦୁଃଖ କୋର୍ଟ କୁ ଜଣାଇ ଥିଲେ । ଅନୁଭବ ବର୍ଷା ଙ୍କୁ କାହିଁକି ଛାଡପତ୍ର ଦେବାକୁ ଚାହୁଁ ଛନ୍ତି ତାହା ଜଣାଇ ଥିଲେ । ଏ ସବୁ ଜାଣିବା ପରେ ସେ ବିଶ୍ଵାସ ରଖିଥିଲେ କି ଏଥର ନିଶ୍ଚୟ ଛାଡପତ୍ର ହୋଇଯିବ । କିନ୍ତୁ ରାୟ କିଛି ଅଲଗା ଆସିଲା । ପୂର୍ବ ରାତିର ଅନୁଭୂତି କୁ ଏକ ଗଣମାଧ୍ୟମ ଆଗରେ ବଖାଣିଥିଲେ ଅନୁଭବ । ଅନୁଭବ କହିଥିଲେ ମୁଁ ଯାହାକୁ ଭଲ ପାଇବି ତାହାକୁ ହିଁ ବାହା ହେବାକୁ ଚାହିଁ ଥିଲି ।

ଆଉ ଯାହାକୁ ଭଲ ପାଇ ବାହା ହେବେ ମରିବା ଯାଏଁ ହାତ ଛାଡିବେ ନାହିଁ । କିନ୍ତୁ କିଛି ଏମିତି ଘଟିଲା । ଅନୁଭବ କେବେ ବିଶ୍ଵାସ କରି ନ ଥିଲେ ଏଭଳି ଦିନେ ଯାହାକୁ ଭଲ ପାଇ ବାହା ହୋଇଥିବେ ତାଙ୍କୁ ଦିନେ ଛାଡପତ୍ର ଦେବାକୁ ପଡିବ । କିନ୍ତୁ ପରିସ୍ଥିତି ଏଭଳି ବାଧ୍ୟ କରିଲା ଯେଉଁଥି ପାଇଁ ତାଙ୍କୁ ଛାଡପତ୍ର ଦେବକାଉ ପଡିଛି । କିନ୍ତୁ ଛାଡପତ୍ର ଖାରଚ ହୋଇଗଲା ।

ଅନ୍ୟ ପଟେ ବର୍ଷା ଯେଉଁ ଆବେଦନ କରିଥିଲେ ଦୁହେଁ ଏକାଠି ମିଶି ରହିବାକୁ ତାହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ଯେତେବେଳେ ବର୍ଷା ଛାଡପତ୍ର କଥା ଶୁଣିଲେ ସେତେବେଳେ ତାଙ୍କ ପରିବାର ବିରୁଦ୍ଧରେ ଘରୋଇ ହିଂସା କୁ ନେଇ ଅନେକ ଅଭିଯୋଗ ଆଣିଥିଲେ । ଆଉ ଏଭଳି ସ୍ଥଳେ ଦୁହେଁ ଏକାଠି ରହିବାକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । ଅନ୍ୟ ପଟେ ଛାଡପତ୍ର ହୋଇପାରି ନାହିଁ ।

ଅନୁଭବ କହିଛନ୍ତି ଯେ ଏ ଥିଲା ପରିବାର ଅଦାଲତ ର ରାୟ କିନ୍ତୁ ସେ ଆହୁରି ଉଚ୍ଚ ନ୍ୟାୟଳୟ କୁ ଯିବେ ଓ ଯେମିତି ହେଉ ଛାଡପତ୍ର ନେଇକି ରହିବେ । ସେ ହାର ମାନିବେ ନାହିଁ କେସ ଲଢିବେ । ଦିନକୁ ଦିନ ବର୍ଷା ଅନୁଭବଙ୍କର ମାମଲା ବଢିବାରେ ଲାଗିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।