ଯାତ୍ରା ପାଇଁ ଅନୁଭବଙ୍କ କଷ୍ଟ, କହିଲେ ସୁଧୁରି ଯାଅ MR. ରେକଡିଂ… Anubhav Mohanty

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ମନୋଜ ମିଶ୍ର ଙ୍କ ବିବାଦକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ମନୋଜ ମିଶ୍ର 3ଟି ଅଡିଓ କଲ ଭାଇରାଲ କରିବା ପରେ ଏବେ ତାଙ୍କୁ ମିଷ୍ଟର ରେକର୍ଡିଙ୍ଗ ବୋଲି ଡକା ଯାଉଛି । ଆଉ ଗତ କାଲି ରାତିରେ ଓଡିଆ ସୁପର ଷ୍ଟାର ଅନୁଭବ ମହାନ୍ତି ତାଙ୍କ ନିଜର ଫେସବୁକ ରେ ଏହି କଥା ଲେଖା ପୋଷ୍ଟ କରିଛନ୍ତି । ଆଉ ଏହି ପୋଷ୍ଟ ରେ ଅନୁଭବ ମିଷ୍ଟାର ରେକର୍ଡିଙ୍ଗ କୁ ସୁଧୀରି ଯିବା ପାଇଁ କହିଛନ୍ତି ।

ଅନୁଭବ ଏହି ପୋଷ୍ଟ ରେ ମା ଶବ୍ଦ ର ଅର୍ଥ ମଧ୍ୟ ବୁଝାଇଛନ୍ତି । ଆଉ ଶେଷରେ ଜୟାମହାପ୍ରଭୁ ଜଗନ୍ନାଥ ଙ୍କୁ ନମସ୍କାର କରି ବନ୍ଦେ ଉତ୍କଳ ଜାଣନ୍ତି ଲେଖିଛନ୍ତି ଅନୁଭବ ମହାନ୍ତି । ଆଉ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରୁ ସ୍ପଷ୍ଟ ହେଉଛି ଅନେକ ଗୁଡାଏ ସିନେକ ଏକ ଗଭୀର ସ୍ଥିତି ଦେଇ ଗତି କରୁଛି । ଯେମିତି କି ପ୍ରଥା, ମାଇଁ ସ୍ଵୀତ୍ସ ହାଉସ ୱାଇଫ , ରାୱଡି ରାଜା ଭଳି ଅନେକ ଫିଲ୍ମ ବର୍ତ୍ତମାନ କେଉଁ ସ୍ଥିତି ଦେଇ ଗତି କରୁଛି ତାହା କେବଳ ସିନେମାର ପ୍ରଯୋଜକ ମାନେ ହିଁ ଜଣାଇଛନ୍ତି ।

ଆଉ ଓଡିଆ ଚଳଚିତ୍ର କୁ ଗୋଟେ ପରିବାର ବୋଲି କହିଛନ୍ତି ଅନୁଭବ ମହାନ୍ତି । କଠିନ ପରିଶ୍ରମ ଓ ଝାଳ ରକ୍ତ ଦେଇ 1936 ଠାରୁ ଭଳି ଭାବେ ଓଡିଆ ସିନେମା ଗତି କରିଛି  ଦର୍ଶକ ବନ୍ଧୁ ମାନେ କିଭଳି ଭଲ ପାଇବା ଦେଇଛନ୍ତି । ଏ ସବୁକୁ ତାଜା କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଆଉ ବର୍ତ୍ତମାନର ଓଡିଆ ଚଳଚିତ୍ର ର ସ୍ଥିତି କଣ, କାହିଁକି ଅପମାନ କରା ଯାଉଛି, କାହିଁକି ଏତେ ସବୁ ସମସ୍ଯା ହେଉଛି ତାହଜକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଭବ ମହାନ୍ତି  ଅନୁଭବ ଏହି ପୋଷ୍ଟ ସେତେବେଳେ କରିଛନ୍ତି ଯେବେ ସିନେମା ସହ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପଡିଛି ।

ଯେବେ ଯାତ୍ରା କଳାକାର ମାନେ ରାତି ଅନିଦ୍ରା ହୋଇ ମଞ୍ଚ ଉପରେ ନାଟକ ପରିବେଷଣ କରୁଛନ୍ତି । ସେତେବେଳେ କିଭଳି ଭାବେ ତାଙ୍କର ଖାଦ୍ୟ ପୋଷାକ ଛଡାଇ ନିଆ ଅଯାଉଛି । ତାହାକୁ ଦେଖିବା ପରେ ବୋଧ ହୁଏ ଅନୁଭବ ମହାନ୍ତି ଙ୍କୁ ବହୁତ ବାଧୁଛି । ସେ ଭାବୁଛନ୍ତି କି ଓଡିଶା ମାଟି କୁ ଛାଡି କେହି ବି ରହି ପାଇବେନି । କାରଣ ମା ମାଟି ର ଭୂମିକା ସବୁଠି ଅଲଗା ରହିଛି ।

ଗୋଟେ ପୂଣ୍ୟ ଚିନ୍ତାଧାରାକୁ ଦୂରେଇ ରଖିବା ପାଇଁ ଆଉ ସନମସ୍ଥଙ୍କୁ ହାତ ଯୋଡି ନେହୁରା ହୋଇଛନ୍ତି ଅନୁଭବ ମହାନ୍ତି । ଆଉ ଶେଷରେ ଅନୁଭବ ଲେଖିଛନ୍ତି ମିଷ୍ଟର ରେକଡିଙ୍ଗ ସାୟ ଥାଉ ଥାଉ ସୁଧୁରି ଯଅ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।