୧୦୧ ବର୍ଷ ପରେ ହୋଲିରେ ବନୁଛି ମହାସଂଯୋଗ, ଏହି ୪ ଟି ରାଶିର ଜୀବନରେ ଭରିଯିବ ଖୁସିର ରଙ୍ଗ, ଦେଖନ୍ତୁ ଆପଣଙ୍କ ରାଶି ବି ଥାଇପାରେ

ହୋଲି ପର୍ବ ବର୍ଷରେ ଆସୁଥିବା ସବୁଠୁ ବଡ ପର୍ବ ମଧ୍ୟରୁ ଗୋଟେ ଅଟେ । କେବଳ ଭାରତରେ ନୁହେଁ ଦେଶ ବାହାରେ ରହୁଥିବା ଲୋକମାନେ ବି ଏହି ପର୍ବକୁ ପାଳନ କରନ୍ତି । ସମସ୍ତେ ଏହି ପର୍ବର ଭରପୁର ଆନନ୍ଦ ଉଠାନ୍ତି । ହୋଲି ପର୍ବ ଫାଲ୍ଗୁନ ମାସର ପୁର୍ଣିମା ଦିନ ପାଳନ କରାଯାଏ । ଏହି ବର୍ଷ ହୋଲିକୁ ୨୧ ମାର୍ଚର ୨୦୧୯ରେ ପାଳନ କରାଯିବ ।

ହୋଲିରେ ଏହି ବର୍ଷ କିଛି ବିଶେଷ ସଂଯୋଗ ହେଉଛି । ଜ୍ୟୋତିଷଙ୍କ ଅନୁସାରେ ହୋଲିରେ ସର୍ବାର୍ଥ ସିଦ୍ଧି ଯୋଗ ସହିତ ଗଜ କେସରୀ ଯୋଗର ମହାସଂଯୋଗ ହେଉଛି । ଏହି ସଂଯୋଗ ପାଖାପାଖି ୧୦୦ ବର୍ଷ ପରେ ଆସିଛି । ଯେଉଁଥିରେ ଏହି ୪ ଟି ରାଶିଧାରି ଜାତକ ମାନଙ୍କର ଭାଗ୍ୟ ଚମକିବାର ଅଛି ଏବଂ ଏମାନଙ୍କୁ ବହୁତ ଖୁସି ମିଳିବ ।

ବୃଷ ରାଶି

ବୃଷ ରାଶିର ଲୋକମାନେ ଯେଉଁ କାର୍ଯ୍ୟକୁ ନେଇ ଚିନ୍ତିତ ଥିଲେ ତାଙ୍କର ସେହି ସବୁ କାର୍ଯ୍ୟ ସଫଳତା ପୂର୍ବକ ହୋଇଯିବ । ସମ୍ପତି କିଣିବାର ଯୋଗ ଅଛି । ଚତୁର୍ଥ ଚନ୍ଦ୍ର ଏବଂ ମଙ୍ଗଳର ଦ୍ରୁଷ୍ଟି ଦ୍ଵାରା ଆର୍ଥିକ ଲାଭ ମିଳିବାର ଅଛି । ପରିବାରରେ ଖୁସିର ଆଗମନ ହେବ ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କୁ ତାଙ୍କର ପ୍ରତ୍ୟକ କାର୍ଯ୍ୟ କ୍ଷେତ୍ରରେ ବନ୍ଧୁ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଯାହାକି ଆପଣଙ୍କର ଉନ୍ନତିର ମୁଖ୍ୟ ଭୂମିକା ଗ୍ରହଣ କରିବେ । କପଡା ଏବଂ ଗହଣା ସହିତ ଜଡିତ ବ୍ୟବସାୟ ବ୍ୟକ୍ତିମାନଙ୍କୁ ଭଲ ଲାଭ ମିଳିବ । ଧନ ପ୍ରାପ୍ତିର ଯୋଗ ଅଛି । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିମାନେ ଯେଉଁ କାମ ପାଇଁ ଚିନ୍ତିତ ଥିଲେ ସେହି ସମସ୍ତ କାର୍ଯ୍ୟ ହୋଇ ଯିବ । ଏହି ରାଶିର ଯେ କୌଣସି ବି ସରକାରୀ କାର୍ଯ୍ୟ ଅଛି ତାହ ସବୁ ସଫଲତା ପୂର୍ବକ ହେବାର ଅଛି । କୌଣସି ନୂଆ ସମ୍ପତି କିଣିବାର ଯୋଗ ମଧ୍ୟ ଆସୁ ଅଛି ।

ମୀନ ରାଶି

ମୀନ ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନଙ୍କୁ ବିଭିନ୍ନ ଖୁସି ଖବର ପ୍ରାପ୍ତ ହେବ । ଯଦି ଆପଣ ସ୍ଥାୟୀ ବ୍ୟାପାର କିମ୍ବା ଚାକିରି ଖୋଜୁଛନ୍ତି ତେବେ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ।

ଆଗକୁ ଆମ ସହିତ ରହିବା ପାଇଁ ପେକକୁ ଫଲୋ କିମ୍ବା ଲାଇକ କରନ୍ତୁ ।