କ୍ୟାମେରାରେ କଏଦ ହୋଇଥିବା ଏହି ଭୟାନକ ଦୃଶ୍ୟ ଦେଖିଲେ ଆପଣ ଡରିଯିବେ ! ଦେଖନ୍ତୁ ଏହି Video

ବନ୍ଧୁଗଣ, ବାଘ ମାନଙ୍କର ହୃଦୟ ହଲାଇ ଦେବା ଭଳି ୫ ଟି ଖତରନାକ ହମାଲା । ବାଘ କୁ ନିଜ ପ୍ରଜାତିର ସବୁଠାରୁ ବଡ ଏବଂ ତାକତବର ପଶୁ କୁହାଯାଇଅଛି । ଏହାର ଗର୍ଜନ ଏତେ ବଡ ହୋଇଥାଏ ଯେ ସମସ୍ତଙ୍କ ରୋମ ଟାଙ୍କୁରି ହୋଇଯାଇଥାଏ । କୌଣସି ସାଧାରଣ ବାଘ କେବେ ମଧ୍ୟ ମନୁଷ୍ୟ ଉପରେ ହମଲା କରେ ନାହିଁ । ମନୁଷ୍ୟ ଆଗରେ ବାଘ ଆସିଲେ, ସେ ସେଠାରୁ ଫେରାର ହେଇଯାଇଥାଏ ।

କିନ୍ତୁ ଅନେକ ସମୟରେ ଏଭଳି ପରିସ୍ଥିତି ଉପୁଜିଯାଇଥାଏ ଯେ ବାଘ ମନୁଷ୍ୟ ମାନଙ୍କ ଉପରେ ହମଲା କରିଦେଇଥାଏ । ଏବଂ ଏହି ହମଲା ରେ ମନୁଷ୍ୟ ର ଜୀବନ ଚାଲି ଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି କିଛି ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁଥିରେ ବାଘ ମନୁଷ୍ୟ ଉପରେ ହମଲା କରି ପକାଇଲା ।

୫;- ହାତୀ ବାଘ ଠାରୁ ବଡ ହୋଇଥାଏ । ଜଙ୍ଗଲ ରେ ହାତୀ ଉପରେ ଜଣେ ଲୋକ ସବାରି କରି ଯାଉଥିବା ସମୟରେ ହଟାତ ବାଘ ଆସି ସବାର ଥିବା ଲୋକ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା ମାତ୍ର ହାତୀ ଟି ସତର୍କ ହୋଇଯିବା ଫଳରେ ବାଘ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଲା ।

୪;- ବ୍ୟାଙ୍ଗାଲୋର ର ଏକ ନ୍ୟାସନାଲ ପାର୍କ ରେ ଯେଉଁଠାକୁ କିଛି ଟ୍ଵିରିଷ୍ଟ ବୁଲିବାକୁ ଯାଇଥିଲେ, ଏବଂ ସେମାନେ ଯେତେବେଳେ ଗୋଟିଏ ବାଘକୁ ନିଜ ଗାଡି ତରଫକୁ ଆସିବାର ଦେଖିଲେ ତେବେ ସେମାନେ ବହୁତ ଏକ୍ସାଇଡେଟ ହୋଇଗଲେ, ମାତ୍ର ଦେଖୁ ଦେଖୁ ବାଘ ଟି ସେମାନଙ୍କ ନିକଟକୁ ଚାଲି ଆସିଲା । ଏହାପରେ ଭୟ କରି ସେମାନେ ଧୃତ ଗତିରେ ଗାଡି ସେଠାରୁ ଭଗାଇ ଦେଲେ ।

୩;- ନିଜ ପାଳିତ ବାଘ କୁ ଜଣେ ବ୍ୟକ୍ତି ନୀତିଦିନ ଭଳି ଖାଦ୍ୟ ଖୁଆଇବାକୁ ଗଲା ମାତ୍ର ସେଦିନ ତାକୁ ଅନ୍ଦାଜା ମଧ୍ୟ ନଥିଲା ଯେ ସେଦିନ ତାଙ୍କ ସହିତ ଏଭଳିବ କିଛି ହେବ, ଶିଶୁ ବାଘ କୁ କ୍ଷୀର ଖୁଆଉଥିଲା ଏହାପରେ ସେ ବୟସ୍କ ବାଘ ଆଡକୁ କ୍ଷୀର ବୋତଲ ନେଇ ଗଲେ, ଠିକ ସେହି ସମୟରେ ଶିଶୁ ବାଘ ଟି ସେହି ଲୋକ ର ପାଦ କୁ କାମୁଡିବାକୁ ପ୍ରୟାସ କରିବାକୁ ଲାଗିଲା, ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ଚୁପ କରାଇଲା ବେଳକୁ ବୟସ୍କ ବାଘ ମଧ୍ୟ ବ୍ୟକ୍ତି ଜଣଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଲା । ଏହିଭଳି ପରିସ୍ଥିତି ଦେଖି ବ୍ୟକ୍ତି ଜଣଙ୍କ ସୁରକ୍ଷା ଜାଲ ମଧ୍ୟରେ ଲୁଚିବାକୁ ପ୍ରୟାସ କରିଲେ ।

୨;- ଉତ୍ତରାଖଣ୍ଡ ରେ ଏହି ପାର୍କ ରେ ସାଙ୍ଗ ମାନଙ୍କ ର ଏକ ଗୃଫ କୌଣସି ଏକ ରିସର୍ଜ ଅଭିଯାନ ରେ ଯାଇଥିଲେ ଏହି ଲୋକ ମାନେ ପାର୍କ ରେ ବୁଲି ବୁଲି ପଶୁ ମାନଙ୍କର ଫଟୋ ନେଉଥିଲା ସମୟରେ ଏକ ବାଘ ସେମାନଙ୍କ ନିକଟକୁ ଆସିବାକୁ ଲାଗିଲା ଏହାକୁ ଦେଖି ସେମାନେ ନିଜ କାର କୁ ଧୀରେ ଧୀରେ ଆଗକୁ ନେବାକୁ ଲାଗିଲେ ଏବଂ ସେଠାରେ ବାଘ ର ଫଟୋ ନେବାକୁ ଲାଗିଲେ । ମାତ୍ର ଯେତେବେଳେ ବାଘ ଟି ଆକ୍ରମଣ କରିବାର ଲାଗିଲା ସେମାନେ ନିଜ କାର କୁ ଧୃତ ଗତିରେ ନେଇଗଲେ ଏବଂ ବାଘ ଟି ଜଙ୍ଗଲ ଆଡକୁ ଚାଲିଗଲା ।

୧;- ନିଛାଟିଆ ରାସ୍ତା ରେ ଦୁଇଜଣ ବାଇକ ଚାଳକ ଯାଉଥିବା ସମୟରେ ସେଠାରେ ଝାଡି ମାନଙ୍କ ରେ ଏକ ବାଘ ଆସି ବାଇକ ଚାଳକ ଙ୍କ ଉପରେ ଆକ୍ରମଣ କରିଲା ଏହାପରେ ବାଇକ ଚାଳକ ବାଘ କୁ ଗୋଇଠା ମାରି ଭାଗ୍ୟବଶତ ସେଠାରୁ ଚାଲିଗଲା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।