2023 ଜାନୁୟାରୀ ମାସ ହେବା ପୂର୍ବରୁ ଖୁସି ଖବର, ଏହି 5 ରାଶିଙ୍କୁ କରୋଡ଼ପତି ହେବାରୁ କେହି ଅଟକାଇ ପାରିବେନି (Astrology)

ନମସ୍କାର ବନ୍ଧୁଗଣ, ନୂତନ ବର୍ଷର ପ୍ରଥମ ମାସର ପ୍ରାରମ୍ଭ ହୋଇସାରିଛି । ତେବେ ଏହି ଜାନୁୟାରୀ ମାସ ଆଗମନ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଖୁସିର ମାର୍ଗ ଖୋଲିବା ପାଇଁ ଯାଉଛି ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକଋ ଆସନ୍ତୁ ଜାଣିବା ଜାନୁୟାରୀ ମାସରେ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରୁ ସବୁଠାରୁ ମୁଖ୍ୟ ଧନର ଅଭାବ ଦୂର ହେବା ସହ ଅପାର ଧନ ପ୍ରାପ୍ତିର ଯୋଗ ବନିବାକୁ ଯାଉଛି ।

ଆପଣମାନଙ୍କୁ ସ୍ୱାସ୍ଥ୍ୟ ସହ ଜଡିତ ଯେଉଁ ସମସ୍ୟା ରହିଥିଲା ତାହା ଏବେ ଦୂର ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ଏବେ ସ୍ତିର ରହିବ । ଆପଣ ଯେଉଁ ସବୁ ଦୁଃଖ କଷ୍ଟ ଅନେକ ଦିନ ହେବ ଭୋଗ କରୁଥିଲେ ସେହି ସବୁର ଏବେ ଅନ୍ତ ଘଟିବ । ଆପଣଙ୍କ ଜୀବନରେ ଲାଗିରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହେବ । ନୂତନ ବର୍ଷରେ ଆପଣଙ୍କୁ ନୂତନ ଖୁସିମାନ ମିଳିବ ।

ଆପଣଙ୍କୁ ଏହି ସମୟରେ ବ୍ୟାପାର ବାଣିଜ୍ୟରେ ଖୁବ ଉନ୍ନତି ମିଳିବ । ଚାକିରି ପାଇଁ ଆପଣ କରିଥିବା ପରିଶ୍ରମର ପରିଣାମ ସ୍ୱରୂପ ଏବେ ଆପଣ ଏକ ଭଲ ପଦବୀର ଚାକିରିଟିଏ ପାଇବେ । ଜାନୁୟାରୀ ମାସରେ ଆପଣଙ୍କୁ କୋଣସି ବାଧା ବିଘ୍ନ ସାମନା କରିବା ପାଇଁ ପଡିବ ନାହିଁ ।

 

ଆପଣଙ୍କ ମନରେ ଦାବି ହୋଇ ରହିଥିବା ଆପଣଙ୍କ ସମସ୍ତ ଇଚ୍ଛା ଏବେ ପୁରା ହେବ । ନିଜ ମନ ମୁତାବିକ ଆପଣ ଖାଇପାରିବେ ପିନ୍ଧିପାରିବେ । ସମସ୍ତ ସୁଖ ସୁବିଧା ଆପଣ ହାସଲ କରିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନ ରୋଜଗାର କରିବାର ସବୁଠାରୁ ଉତ୍ତମ ମାର୍ଗ ମିଳିବ । ଯାହାଫଳରେ ଆପଣ ନିଜର ସ୍ଵପ୍ନ ପୁରା କରିପାରିବେ । ନିଜ ରୋଜଗାର ପଇସାରେ ଘର ଜମି ବାଡି କିଣିବାରେ ସକ୍ଷମ ହେବେ । ବୈବାହିକ ଜୀବନରେ ଆପଣଙ୍କର ସୁଖ ଶାନ୍ତି ବଢିଯିବ ।

ସ୍ଵାମୀ ସ୍ତ୍ରୀ ମଧୁର ସମୟ କାଟିବେ । କୌଣସି ଭଲ ସ୍ଥାନକୁ ବୁଲିବାକୁ ଯିବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ନିଜ ଜୀବନରେ ସଫଳତା ପାଇଁ ଏକପାଦ ଆଗକୁ ଚାଲିଯିବେ ଏହି ସମୟରେ । ଅବିବାହିତ ଥିବା ବ୍ୟକ୍ତିଙ୍କ ଜୀବନରେ ମନ ପସନ୍ଦର ଜୀବନ ସାଥିର ଆଗମନ ହେବାର ଶୁଭ ରହିଛି । ଆପଣଙ୍କ ପାଇଁ ବିବାହ ନିମନ୍ତେ ଶୁଭ ଯୋଗ ଆସିଯାଇଛି । ବ୍ୟବସାୟ ବାଣିଜ୍ୟକୁ ବୃଦ୍ଧି କରିବା ପାଇଁ ଶୁଭ ଯୋଗ ରହିଛି । ନୂତନ ବ୍ୟବସାୟ ନିମନ୍ତେ ଏହି ସମୟ ଅନୁକୂଳ ଅଟେ ।

ତେବେ ଆମେ ଯେଉଁ ଭାଗ୍ୟଶାଳୀ ରାଶିମାନଙ୍କ ସମ୍ପର୍କରେ ଆଲୋଚନା କରୁଅଛୁ ସେହି ରାଶିଗୁଡିକ ହେଉଛି, କନ୍ୟା ରାଶି, ମକର ରାଶି, ତୁଳା ରାଶି, କୁମ୍ଭ ରାଶି, ମେଷ ରାଶି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ ।