ଧୋନୀ ହେବା ରେସରେ ପନ୍ତ ଓ ସାହାକୁ ବି ପଛରେ ଛାଡି ପାରନ୍ତି ଏହି କ୍ରିକେଟର, ଜଲ୍ଦି ଆସି ପରେ ଟିମରୁ ନିମନ୍ତ୍ରଣ, ଦେଖନ୍ତୁ କିଏ ସେ

କହିବାକୁ ଗଲେ ବର୍ତ୍ତମାନ ଭାରତୀୟ ଟିମ ୱେସ୍ଟଇଂଡୀଜ ଟୂର ପାଇଁ ପୁରା ପ୍ରସ୍ତୁତ ଅଛି ଓ ଏହି ଟୁର ରେ ଯିବା ପାଇଁ ଟିମ ଇଣ୍ଡିଆର ଖେଳାଳିମାନଙ୍କର ଚୟନ ବି ହୋଇସାରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଖେଳାଳିମାନଙ୍କର ଚୟନର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ସର୍ବଶ୍ରେଷ୍ଠ ୱିକେଟ କୀପର ଓ ବ୍ୟାଟସମ୍ୟାନ ଧୋନୀ ଏହି ଟୁରରେ ଯିବା ପାଇଁ ମନା କରି ଦେଇଛନ୍ତି । ଏହା ପରେ ବହୁତ ଲୋକମାନେ ତାଙ୍କୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରୁଛନ୍ତି ।

କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ଧୋନୀ ସନ୍ୟାସ ନେବେ ନାହିଁ ଓ ସେ କେବଳ କିଛି ଦିନ ପାଇଁ ଚୁତିରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏକ ପ୍ରଶ୍ନ ଉଠୁଛି କି ବର୍ତ୍ତମାନ ଧୋନୀଙ୍କ ଭଳି ଖେଳାଳିଙ୍କ ଜାଗାରେ ଟିମ ଇଣ୍ଡିଆରେ କାହାକୁ ଚାନ୍ସ ଦିଆଯିବ । ଏହାର ଉତ୍ତରରେ ପ୍ରଥମ ନାମ ଋଷଭ ପଂତ ଓ ଦ୍ଵିତୀୟରେ ରିଦ୍ଧିମାନ ସାହା ଓ ତୃତୀୟରେ ଇଶାନ କିଶନଙ୍କର ନାମ ଉଠୁଛି ।

କିନ୍ତୁ ଏମାନଙ୍କ ଛଡା ବି ଲିସ୍ଟରେ ଆହୁରି ଏକ ନା ବି ସାମିଲ ହୋଇପାରେ । ଯିଏକି ଆନ୍ଧ୍ର ପ୍ରଦେଶର ୱିକେଟ କୀପର ଓ ବ୍ୟାଟସମ୍ୟାନ ଶ୍ରୀକର ଭରତ ଅଟେ । ଯିଏକି ଘରେଲୁ କ୍ରିକେଟରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛି । ଏମିତିରେ ଲାଗୁଛି କି ତାଙ୍କର ଏହି ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ବି ଚାନ୍ସ ମିଳିପାରେ । ତେବେ ନିଶ୍ଚିତ ରୂପରେ ସେ ଟିମରେ ଆସନ୍ତା ଧୋନୀ ହେବାର ରେସରେ ସମସ୍ତଙ୍କୁ ପଛରେ ପକାଇ ପାରନ୍ତି ।

୨୫ ବର୍ଷୀୟ ଯୁବ ଖେଳାଳି ଗତ ଏକ ବର୍ଷ ମଧ୍ୟରେ ଇଣ୍ଡିଆ – ଏ ଟିମ ତରଫରୁ ଖେଳି ୱେସ୍ଟଇଂଡୀଜ, ଦକ୍ଷିଣ ଅଫ୍ରୀକା, ଅସ୍ଟ୍ରେଲିୟା ଓ ଇଂଗ୍ଲୈଂଡର ଏ ଟିମ ବିରୁଦ୍ଧରେ ୧୧ ଟି ଅନାଧିକାରିକ ଟେସ୍ଟ ମ୍ୟାଚ ଖେଲିଛନ୍ତି । ଯେଉଁଥିରେ ସେ ୬୮୬ ରନ କରିଛନ୍ତି । ଏଥିରେ ସେ ଦୁଇଟି ଅର୍ଦ୍ଧାଶତକ ବି ମାରିଛନ୍ତି ।

ବର୍ତ୍ତମାନ ପନ୍ତ ଓ ଭରତ ମଧ୍ୟରେ ଆସନ୍ତା ଭବିଷ୍ୟତର ଟେଷ୍ଟ ମ୍ୟାଚକୁ ନେଇ ଆଲୋଚନ ଚାଲିଛି । କିନ୍ତୁ ତାଙ୍କର ସ୍କିଲ୍ସ ଓ ସାହାସକୁ ଦେଖି ଲାଗୁଛି କି ସେ ଆସନ୍ତା ମ୍ୟାଚ ଗୁଡିକରେ ତାଙ୍କର ବି ଚୟନ ହୋଇପାରେ । ବର୍ତ୍ତମାନ କେବଳ ଦେଖିବା କଥା କି ଟିମ ମ୍ୟାନେଜମେଣ୍ଟ ତାଙ୍କର ଅନରାଷ୍ଟ୍ରୀୟ କ୍ରିକେଟ ଯାତ୍ରାକୁ କେବେଠୁ ଆରମ୍ଭ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।