Bollywood ରେ ଖେଳିଗଲା ଶୋକର ଛାୟା, ଫିଲ୍ମ “ଛିଛୋରେ” ର ଏହି Actress ଙ୍କର କରୋନାରେ ହେଲା ପରଲୋକ

ମରାଠୀ ଓ ହିନ୍ଦୀ ସିନେମା ଜଗତରୁ ଗୋଟେ ଖରାପ ଖବର ଆସି ପହଞ୍ଚିଛି । ମଙ୍ଗଳବାର ଦିନ “ଛିଚୋରେ” ଫିଲ୍ମର ଅଭିନେତ୍ରୀ ଅଭିଳାସା ପାଟିଲଙ୍କର କୋଭିଡ-୧୯ ରେ ନି-ଧ-ନ ହୋଇଛି । ଅଭିନେତ୍ରୀ ଅଭିଳାସା ଅନେକ ବଲିଉଡ ଫିଲ୍ମରେ କାମ କରି ସାରିଛନ୍ତି । କିଛି ଦିନ ତଳେ ସେ ଶୁ-ଟି-ଙ୍ଗ ପାଇଁ ବନାରସ ଯାଇଥିଲେ । ବନାରସରୁ ଆସିବା ପରେ ତାଙ୍କଉ ଜ୍ଵର ହୋଇଥିଲା ଓ ସେ କରୋନା ପଜେଟିବ ବୋଲି ପରୀକ୍ଷାରୁ ଜଣା ପଡିଥିଲା ।

ତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ଵର ହେବାରୁ ୫ମେ ମଙ୍ଗଳବାର ଦିନ ତାଙ୍କର ମୃ-ତ୍ୟୁ ହୋଇଛି । ଅଭିନେତ୍ରୀ ଅଭିଳାସାଙ୍କର ଗୋଟେ ପୁଅ ମଧ୍ୟ ଅଛନ୍ତି । ସେ ବଲିଉଡରେ “ଛିଚୋରେ”, “ଗୁଡ ନିୟୁଜ”, “ବଦ୍ରିନାଥ କି ଦୁଲହନିୟା” ଆଦି ଫିଲ୍ମରେ କାମ କରିଛନ୍ତି । ଏହା ବ୍ଯତୀତ ସେ ମରାଠୀ ଫିଲ୍ମ ଗୁଡିକରେ ସବୁଠାରୁ ଫେମସ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।

ତାଙ୍କର ବୟସ ମାତ୍ର ୪୭ ବର୍ଷ ଅଟେ । ଏହି ଖବରଟି ସର୍ବ ପ୍ରଥମେ ଆସିଷ୍ଟାନ୍ଟ ଡାଇରେକ୍ଟର ପରେଶ ପଟେଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଅଭିଳାସା ପଟେଲଙ୍କ ସହ ଫଟୋରେ ଶେୟାର କରି ନିଜ ମତରେ କହିଛନ୍ତି ଯେ ” ମୋତେ ଲାଗୁ ନାହି କି ଏହା ଆମ ଦୁହିଙ୍କର ଶେଷ ଫଟୋ ଥିଲା । ପରେଶ ପାଟେଲ ଅଭିଳାସାଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କୁ ବହୁତ ମିସ ମଧ୍ୟ କରୁଛନ୍ତି ବୋଲି ନିଜ ମତରେ କହିଛନ୍ତି” ।

କବିତା ଅମରଜୀତ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି : ଅଭିନେତ୍ରୀ କବିତା ଅମରଜିତ ଅଭିଳାସାଙ୍କ ସହ ଫୋଟୋ ସେୟାର କରି ନିଜ ପୋଷ୍ଟରେ ଲେଖିଛନ୍ତି ଯେ ” ଆମ ଦୁହିଙ୍କ ଭେଟ ଗତ ୫ ବର୍ଷ ତଳେ ଏକ ଫିଲ୍ମ ସୁ-ଟ-ରେ ହୋଇଥିଲା ଯେଉଁଥିରେ ଆମେ ଏକାଠି କାମ କରିଥିଲୁ । ଏହା ପରେ ଆମେ ଦୁହେଁ ଭଲ ବନ୍ଧୁ ହୋଇଥିଲୁ । ଆମେ ପରସ୍ପର ଭିତରେ ସବୁ କଥା ଶେୟାର କରିଥାଉ ।

ଶେଷ ମୂହୁର୍ତ୍ତରେ ଆମେ ଦୁହେଁ ଫୋନରେ ଯେତେବେଳେ ଆଲୋଚନା କରିଥିଲେ ସେତେବେଳେ ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ । ଅଭିଳାସା ଆଉ ଏ ଦୁନିଆରେ ନାହାନ୍ତି ବୋଲି କବିତା ଏ ପର୍ଯ୍ୟନ୍ତ ବିଶ୍ବାସ କରି ପାରୁନାହାନ୍ତି । ମୁ ଏମିତି ଏକ ବନ୍ଧୁଙ୍କୁ ହରାଇଛି ଯାହା ସହ ମୁଁ ନିଜର ସବୁ କଥା ଶେୟାର କରୁଥିଲି । ଭଲ କାମ କରିବା ପାଇଁ ବୁଝାଉଥିଲେ, ଆପଣଙ୍କୁ ମୁଁ ବହୁତ ମନେ ପକାଇବି ଏହିଭଳି ଭାରି ହୃଦୟରେ କବିତା ନିଜ ପୋଷ୍ଟରେ ସେଯାର କରିଛନ୍ତି” ।

କୋରୋନାରେ ବିଗ ବସ କଣ୍ଟେଷ୍ଟ ନିକିଙ୍କ ଭାଇଙ୍କର ନି-ଧ-ନ ହୋଇଛି, ଇମୋସନାଲ ପୋଷ୍ଟ ଶେୟାର କରିଛନ୍ତି । ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି । ନିକି ତମ୍ବୋଲିଙ୍କ ଭାଇଙ୍କ ନି-ଧ-ନ ପରେ ସ୍ନେହା ବାଧଙ୍କ ପିତା ଓ ନାମକରଣ ଫିଲ୍ମର ଜଣେ ଇମାମଙ୍କ ଭାଇଙ୍କର କୋଭିଡ-୧୯ରେ ନି-ଧ-ନ ହୋଇଛି । ସମସ୍ତେ ଅତି ଦୁଖ ପ୍ରକାଶ କରି ନିଜ ମତ ଶେୟର କରିଛନ୍ତି ।

ଦୟା କରି ନିଜର ମତାମତ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ଓ ପୋଷ୍ଟକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।