ଛାତିରେ ପଶି ପିଠି ପଟେ ବାହାରିଥିଲା ଗୁଳି ! ଗୋଟିଏ ଗୁଳି ହିଁ ନେଇଗଲା ସ୍ଵାସ୍ଥ୍ୟ ମନ୍ତ୍ରୀ Naba Das ଙ୍କ ଜୀବନ, ହେଲା ଭୟଙ୍କର ଖୁଲାସା

ଦିନ 12ଟା ବେଳେ ଗାନ୍ଧୀଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମ୍ବର୍ଦ୍ଧନା ବେଳେ ହଠାତ ତାଙ୍କୁ guli କରିଥିଲେ ତାଙ୍କ ଦାୟିତ୍ବରେ ଥିବା ଜଣେ ପୋଲିସ ASI ଗୋପାଳ ଦାସ । ନିଜ ସର୍ଭିସ ରି-ଭ-ର-ବ-ଲ-ରେ ନବ ଦାସଙ୍କୁ ଅତି ନିକଟରୁ guli କରିଥିଲେ ଓ ପାଖାପାଖି 4 ରାଉଣ୍ଡ guli ଚଳାଇଥିଲେ । ଯେଉଁଥିରୁ ଗୋଟିଏ guli ସିଧା ଯାଇ ନବ ଦାସଙ୍କ ଛାତିରେ ପଶି ଯାଇଥିଲା । ଆଉ ସେହି ଗୋଟିଏ guli ହିଁ ନେଇଗଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ ।

ଛାତିରେ guli ବାଜିବା ପରେ ର-କ୍ତ ଜୁ-ଡୁ-ବୁ-ଡୁ ହୋଇ ଟଳିପଡିଲେ ନବ ଦାସ । ଆଉ କୁହାଯାଉଛି କି ନବ ଦାସଙ୍କ ଛାତିରେ ବାଜିଥିବା guliଟି ଆଗପଟେ ପଶି ପଛପଟେ ବାହାରି ଯାଇଥିଲା । ଅତି ନିକଟରୁ fayaring ହେବା କାରଣରୁ ଏଭଳି ଘଟିଛି ବୋଲି କୁହାଯାଉଛି । ଭୁବନେଶ୍ବର ଆପୋଲୋ ହସ୍ପିଟାଲର ସ୍ଵତନ୍ତ୍ର ଡାକ୍ତରୀ ଦଳଙ୍କ ଶତ ଚେଷ୍ଟା ସତ୍ତ୍ୱେ ଗତକାଲି ରାତି ପ୍ରାୟ ସାଢେ 7ଟା ସମୟରେ ନବ ଦାସଙ୍କ ଜୀବନ ଚାଲି ଯାଇଥିଲା ।

ଦୀର୍ଘ ସାଢେ ଚାରିଘଣ୍ଟା ଧରି ଡାକ୍ତରୀ ଦଳ ଉଦ୍ୟମ ଜାରି ରଖିବା ସତ୍ତ୍ୱେ ନବ ଦାସଙ୍କୁ ବଞ୍ଚାଇ ପାରିଲେ ନାହିଁ । ଚର୍ଚ୍ଚା ହେଉଥିଲା କି ନବ ଦାସଙ୍କ ଶରୀରରେ ଏକାଧିକ guli ବାଜିଛି । କିନ୍ତୁ ଡାକ୍ତରୀ ଯାଞ୍ଚରୁ ଜଣାପଡିଛି କି ନବ ଦାସଙ୍କ ଛାତିରେ ଅତି ନିକଟରୁ କେବଳ ଗୋଟିଏ guli ବାଜିଛି । ଆଉ ସେହି guliଟି ତାଙ୍କ ଛାତିରେ ବାଜି ପିଠି ପଟେ ବାହାରି ପଡିଥିଲା । ଯେଉଁଥି ପାଇଁ ତାଙ୍କ ହାର୍ଟ ଫାଟିଯିବା ସହ ଅତ୍ୟଧିକ ର-କ୍ତ-ସ୍ରା-ବ ହୋଇଥିଲା ।

ଯାହାପରେ ନବ ଦାସଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇ ପଡିଥିଲା । ASI ଗୋପାଳ ଦାସ ଜଣେ ପୋଲିସ ଅଫିସର ହୋଇଥିବାରୁ ଏକଦମ ପ୍ରଫେସନାଲ ଭାବେ guli-ଚା-ଳ-ନା କରିଥିଲେ । ତେଣୁ ତାଙ୍କ guli ସିଧା ନବ ଦାସଙ୍କ ହାର୍ଟ ବା ହୃତପିଣ୍ଡ ଭେଦ କରି ଅନ୍ୟପଟେ ବାହାରି ଯାଇଥିଲା । ବାସ୍ ସେଇ ଗୋଟିଏ guli ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ ନେବା ପାଇଁ ଯଥେଷ୍ଟ ଥିଲା । ଟା’ ଆଗରେ ସାଢେ ଚାରିଘଣ୍ଟାର ଚିକିତ୍ସା ବିଫଳ ହୋଇଥିଲା ଓ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଯାହାପରେ ଏବେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ଓ ରାଜ୍ୟ ରାଜନୀତିକୁ ଏକ ଶକ୍ତ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।