ଚଳନ୍ତି ଟ୍ରେନରୁ ଖସି ପଡିଲା ଯୁବକ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ Shocking ଭାଇରାଲ Video

କିଛି ଦିନ ହେବ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ନୀତି ଦିନ ଜୀବନରେ ଜାଣତରେ ହେଉ କିମ୍ବା ଅଜାଣତରେ ଅନେକ କିଛି ଦୁର୍ଘଟଣା ଘଟିଥାଏ । ଅଧିକାଂଶ ଯାତ୍ରା ସମୟରେ ଅସାବଧାନତା ଯୋଗୁଁ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇଥାଏ ।

ଆମର ଏହି ଅସାବଧାନତା ପାଇଁ ବେଳେ ବେଳେ ମୃ-ତୁ ମୁଖକୁ ଟାଣି ହୋଇ ଯାଉ । ଯଦି ଆମେ କୈାଣସି ଯାଗାକୁ ଯାତ୍ରା କରୁଛନ୍ତି ତେବେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ, ଯାହାଫଳରେ ଆମର ଦୂ-ର୍ଘ-ଟ-ଣା ହେବାର କମ୍ ସମ୍ଭାବନା ରହିବ । ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ବିହାରର ଗୟା ଜଙ୍କସନ ଠାରେ ।

ସେଦିନ ଥିଲା ମଙ୍ଗଳବାର, ସବୁଦିନ ପରି ଜୁବକ ତାଙ୍କର ଅଫିସ କାମ ସାରି ଘରକୁ ଫେରିବା ସମୟରେ ଏହିଭଳି ଘ-ଟ-ଣା-ଟି ଘ-ଟି-ଥି-ଲା । ସବୁଦିନ ପରି ଜୁବକ ଜଣଙ୍କ ତାର ଆସିବା ଟ୍ରେନକୁ ଅପେକ୍ଷା କରିଥିଲା । ଗୟା ଜଙ୍କସନର ପ୍ଲାଟଫର୍ମ ୩ରେ ଚାଲୁଥିବା ଟ୍ରେନ ରେ ଚଢିବା ସମୟରେ ଯାତ୍ରୀ ଜଣଙ୍କ ପାଦ ଖସି ଯିବା କାରଣରୁ କିଛି ଦୂର ପର୍ଯ୍ୟନ୍ତ ଟାଣି ହୋଇ ଚାଲିଗଲେ ।

ଏହି ସମୟରେ ଆର୍ ପି ଏଫ୍ ଯବାନ ଙ୍କ ନଜର ପଡିଲା ତ ସେ ତାକୁ ବଞ୍ଚାଇବା ପାଇଁ ଦୈାଡି ଦୈାଡି ଗଲେ । ଆର୍ ପି ଏଫ୍ ଯବାନ ଜଣକ ତାକୁ ଧରି ଠିକ୍ ସମୟରେ ଟାଣି ଆଣିଲେ ଯାହା ଫଳରେ ପିଲାଟିର ଜୀବନ ବଞ୍ଚିଗଲା । ଯାତ୍ରୀ ଜଣକ ଟ୍ରେନର କବାଟର ହ୍ୟାଣ୍ଡେଲକୁ ଗୋଟିଏ ହାତରେ ଧରି ରଖିଥିଲେ, ଯେତେବେଳେ ଆରପିଏଫ୍ ଯବାନ ତାଙ୍କୁ ଦେଖିଥିଲେ, ସେ ଦୈାଡି ଡ଼ିଯାଇ ତାଙ୍କୁ ଧରି ପ୍ଲାଟଫର୍ମ ଆଡକୁ ଟାଣି ନେଇଥିଲେ, ଯାହା ତାଙ୍କ ଜୀବନ ରକ୍ଷା କରିଥିଲା ।

ବାସ୍ତବରେ ଏହି ଘଟଣା ଗୟା ଜଙ୍କସନର ପ୍ଲାଟଫର୍ମ ନମ୍ବର 3 ଅଟେ, ଯେଉଁଠାରେ ନୂଆଦିଲ୍ଲୀ-ହାୱଡା ସ୍ପେଶାଲ ପୋର୍ଭା ଏକ୍ସପ୍ରେସ ଟ୍ରେନ ମଙ୍ଗଳବାର ଦିନ ଗୟା ନିକଟରେ ପହଞ୍ଚିଥିଲା, ଟ୍ରେନ ଖୋଲିବା ପରେ କିଛି ସମୟ ପରେ ଜଣେ ଯାତ୍ରୀ ଟ୍ରେନରେ ଦୈାଡି ଚଢୁଥିବା ସମୟରେ ଅସନ୍ତୁଳିତ ହୋଇ ଖସି ଯାଇଥିଲେ ।

ଯାତ୍ରୀ ଟ୍ରେନ ତଳେ ପଡ଼ିଯିବା ଏବଂ ଚକକୁ ଧକ୍କା ଦେବା ପୂର୍ବରୁ ଏକ ରେଳ ଯବାନ ଦୈାଡ଼ି ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ଏହା ପରେ ଯାତ୍ରୀ ମଧ୍ୟ ରେଳ ଯବାନଙ୍କୁ ଧନ୍ୟବାଦ ଦେଇଥିଲେ । ଯଦିଓ ଯାତ୍ରୀ ବହୁତ ଡରି ଯାଇଥିଲେ ଏହି ସମୟ ମଧ୍ୟରେ, ଯବାନ ତାଙ୍କୁ ଚଳପ୍ରଚଳ ଟ୍ରେନରେ ନ ଯିବାକୁ ପରାମର୍ଶ ଦେଇଥିଲେ ଏବଂ ବାରଣ କରିଥିଲେ ।

କହି ଦେଉଛୁ କି ଗୟା ଜଙ୍କସନରେ ପୋଷ୍ଟ ହୋଇଥିବା ଆରପିଏଫ୍ ଜୱାନ୍ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ରାୟଙ୍କୁ ମଧ୍ୟ DDU ଡିଭିଜନ୍ ଦ୍ବାରା 2500 ପ୍ରଦାନ କରାଯାଇଥିଲା । ସେ କହିଲେ କୈାଣସି ବି ଯାତ୍ରା ସମୟରେ ଚଳନ୍ତା ଗାଡ଼ି ଉପରକୁ ନ ଚଢ଼ିବାକୁ ଅନୁରୋଧ କରିଥିଲେ ।  ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।