ରିୟାଙ୍କ ବାପା Indrajit Chakravarti ସିବିଆଇ ସାମ୍ନାରେ ଯାହା କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତଙ୍କୁ କେସକୁ ବର୍ତ୍ତମାନ ସିବିଆଇ ଯାଞ୍ଚ କରୁଛି । ଏମିତିରେ ଏହି କେସ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ସିବିଆଇ ପୁଛତାଛ କରିବାରେ ଲାଗିଛି । ସୁଶାନ୍ତଙ୍କ କେସରେ ବର୍ତ୍ତମାନ ସମୟରେ ମୁଖ୍ୟ ଆରୋପି ରୂପରେ ରିୟା ସାମ୍ନାକୁ ଆସୁଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସିବିଆଇ ଓ ରିୟାଙ୍କ ପିତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ କିଛି ଦିନ ତଳେ ସିବିଆଇ ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବତୀଙ୍କୁ ସିବିଆଇ ବ୍ରାଞ୍ଚରେ ପୁଛତାଛ କରିବା ପାଇଁ ଡ଼ାକିଥିଲେ । ପ୍ରଥମେ ସିବିଆଇ ଅଫିସର ରିୟାଙ୍କୁ ପ୍ରଶ୍ନ କରିଲେ କି ଆପଣ ନିଜ ଝିଅର ରକ୍ଷା କାହିଁକି କରି ପାରିଲେ ନାହିଁ । ଏହି ପ୍ରଶ୍ନ ଶୁଣି ରିୟାଙ୍କ ପିତା କିଛି ବୁଝି ପାରୁ ନ ଥିଲେ ।

କାରଣ ସେ ଏହି ପ୍ରଶ୍ନର ଜବାବରେ କଣ କହିବେ । ଏହା ପରେ ଆଉ ଜଣେ ଅଫିସର ପ୍ରଶ୍ନ କରିଲେ କି ଆପଣ ଜଣେ ଆର୍ମୀ ଅଫିସର ରହିସାରିଛନ୍ତି ଓ ଦେଶକୁ କେମିତି ରକ୍ଷା କରିବେ ଏହା ବିଷୟରେ ତ ଆପଣମାନେ ଜାଣିଛନ୍ତି । ତେବେ ଡ୍ରଗସରୁ ନିଜ ଝିଅକୁ କାହିଁକି ରକ୍ଷା କରି ପାରିଲେ ନାହିଁ । ଏହା ପରେ ରିୟାଙ୍କ ପିତା ଲଜ୍ୟାରେ ମୁଣ୍ଡ ତଳକୁ କରି ନେଲେ । ରିୟାଙ୍କ ପିତା ଜବାବ ଦେଲେ କି ସାର ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚାଲିଛି ।

ପୁଣି ସିବିଆଇ ପ୍ରଶ୍ନ କରିଲେ କି କଣ ଆପଣଙ୍କୁ ଜଣା ନ ଥିଲା କି ଆପଣଙ୍କ ପୁଅ ଓ ଝିଅ ଦୁଇ ଜଣ ହିଁ ଡ୍ରଗସ ନେଉ ଥିଲେ । କଣ ଆପଣ ତାଙ୍କର ୱ୍ହାଟସଏପ୍ପର ସ୍କ୍ରିନସଟ ପଢି ନାହାନ୍ତି । ଯାହା ମିଡିଆରେ ଭାଇରାଲ ବି ହେଉଛି । ଯାହା ପରେ ରିୟାଙ୍କ ପିତା ଜବାବ ଦେଲେ କି ନା ହିଁ ସାର ମୋତେ ଏହା ବିଷୟରେ କିଛି ବି ଜଣା ନାହିଁ । ଏହା ପରେ ଅଫିସର ପୁଣି ପ୍ରଶ୍ନ କରିଲେ କି ଆପଣ ସପ୍ତାହକୁ କେତେ ଥର ଡ୍ରଗ୍ସ ନିଅନ୍ତି ।

ଏହି ପ୍ରଶ୍ନକୁ ଶୁଣି ରିୟାଙ୍କ ପିତାଙ୍କ ମୁହଁରୁ ଝାଳ ବାହାରିବାକୁ ଲାଗିଲା ଓ ସିବିଆଇ ଅଫିସରମାନେ ଜାଣି ଗଲେ କି ରିୟାଙ୍କ ପିତା ମିଥ୍ୟା କହୁଛନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ସିବିଆଇ ରିୟାଙ୍କ ମାଙ୍କୁ ବି ପୁଛତାଛ କରିଛନ୍ତି । ଏହା ପରେ ସିବିଆଇ ପ୍ରଶ୍ନ କରିଲେ କି ରିୟାଙ୍କ ବିବାହକୁ ନେଇ ସୁଶାନ୍ତଙ୍କ ପରିବାର ସହ କଥାବାର୍ତ୍ତା ହୋଇଥିଲା । ଏହାର ଜବାବରେ କହିଲେ ସୁଶାନ୍ତଙ୍କ ପରିବାର ସହ ମୋର ଅଧିକ କଥାବାର୍ତ୍ତା ହୁଏ ନାହିଁ ।

ଏହି ପ୍ରଶ୍ନ କରି ସିବିଆଇ ଜାଣିବାକୁ ଚାହୁଁଥିଲେ କି ମାତା ପିତା ନିଜର ଝିଅକୁ କେଉଁଭଳି ଭାବରେ ଅନ୍ୟ ଏକ ଘରେ ରହିବା ପାଇଁ ଆଦେଶ ଦେଇ ଥିଲେ । ଏହା ଛଡା ସିବିଆଇ ଜାଣିବାକୁ ଚାହୁଁଥିଲେ କି ରିୟାଙ୍କ ପିତା ଜଣେ ଭଲ ଅଭିଭାବକ ନା କେବଳ ଅଭିନୟ କରୁଥିଲେ କିମ୍ବା କେବଳ ନିଜର ଆକାଉଣ୍ଟ ଭର୍ତ୍ତି କରୁଥିଲେ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସିବିଆଇ ରିୟାଙ୍କ ପିତାଙ୍କୁ ବହୁତ କିଛି ପ୍ରଶ୍ନ କରିଛନ୍ତି । ଯାହାର ସୂଚନା ମିଳି ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।