ଆସନ୍ତା 26 ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ଚାଲିବ କଣ ଖୋଲିବ କଣ ରହିବ ବନ୍ଦ ?

ଆପଣ ମାନେ ସମସ୍ତେ ଜାଣିଥିବେ କି ଆସନ୍ତା ୨୬ ତାରିଖ ଅର୍ଥାତ ଶୁକ୍ରବାର ଦିନ ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ ବ୍ୟବସାୟିକ ସଂଘ । କିନ୍ତୁ ଏହି ବନ୍ଦ ସମୟରେ ସବୁକିଛି ବନ୍ଦ ରହିବ କିନ୍ତୁ କେତୋଟି ମୁଖ୍ୟ ଜିନିଷ ଖୋଲା ରହିବ । ଯେମିତିକି ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡି କିମ୍ବା ଅତ୍ୟାବଶ୍ୟକ କାର୍ଯ୍ୟାଳୟ । ଡାକ୍ତରଖାନା , ଅଗ୍ନିସେବା ଅଫିସ ଅର୍ଥାତ ଦମକଳ ବିଭାଗ , ପୋଲିସ ଷ୍ଟେସନ , ଇଲେକ୍ଟ୍ରି ଅଫିସ , ପାଣି ସମ୍ବନ୍ଧୀୟ ଅଫିସ ଏହି ସବୁ କାର୍ଯ୍ୟାଳୟ ଖୋଲା ରହିବ ।

ଅତ୍ୟାସବଶ୍ୟକ ଅରିବହନ ସେବା ଅର୍ଥାତ ଆମ୍ବୁଲାନ୍ସ , ପୋଲିସ ଗାଡି , ମିଡିଆ ଗାଡି , ଛୋଟ ଶିଶୁ ମାନଙ୍କ ଖାଦ୍ୟ ନେଇ ଆସୁଥିବା ଗାଡି , ନିଉଜପେପର ଗାଡି ଏହି ସବୁ ପରିବହନ ସଂସ୍ଥା ବା ଗାଡି ଚାଲିବ । ଏହା ଛଡା ପେଟ୍ରୋଲ ଓ ଗ୍ୟାସ ପରିବହନ ଗାଡି ସବୁ ଚାଲିବ ।

ବିଭୀରଣ ଅଟାଵଶ୍ୟକ ଦୋକାନ ଖୋଲା ରହିବ ଯେମିତିକି ଔଷଧ ଫୋକଅଁ , ଛୋଟ ଶିଶୁ ମାନଙ୍କ ଖାଦ୍ୟ ତଥା ଆବଶ୍ୟକ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ । ପଶୁ ପକ୍ଷୀଙ୍କ ଖାଦ୍ୟ ଜିନିଷ ଦୋକାନ ଖୋଲା ରହିବ ।

କୃଷି ସମ୍ବନ୍ଧୀୟ ଜିନିଷ ମିଳୁଥିବା ଦୋକାନ ଖୋଲା ରହିବ । ଟେଲିଫୋନ ବୁଥ ଖୋଲା ରହିବ । ବାହାଘର ଗାଡି ଆନ୍ଦୋଳନ କାରୀଙ୍କ ଅନୁମତିରେ ଚାଲିପାରେ । ଅର୍ଥାତ ବନ୍ଦ ବେଳେ କୌଣସି ବାହାଘର ଗାଡି ଯିବାବେଳେ ବନ୍ଦ କରୁଥିବା ଲୋକଙ୍କ ଅନୁମତି ନେଇ ଯାଇପାରିବେ ।

ବାହାଘର ଭୋଜିରେ ଯାଉଥିବା ଗାଡି ବା ସନ୍ଧ୍ୟା ବେଳେ ଯାଉଥିବା ଗାଡି ଯାଇ ପାରିବେ କାହିଁକି ନା ଏହି ବନ୍ଦ ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଗାଡି ଯାଇ ପାରିବ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଯଦି ଆପଣ ମଧ୍ୟ ଏଥିରେ ଏକମତ ତେବେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।