ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର…. ଏତେ ଧନ ବଢିବ କି ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନକୁ ଦାନ, ପୁଣ୍ୟକୁ ବହୁତ ଶୁଭ ମାନାଯାଏ । ଏହି ଦିନ କୌଣସି କାମର ଆରମ୍ଭ ପାଇଁ ଶ୍ରେଷ୍ଠ ହୋଇଥାଏ । ଏହି ଦିନକୁ ସର୍ବ ସିଧି ଯୋଗ ବୋଲି କୁହାଯାଇଥାଏ । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ହୁଏ ନାହି । ତୃତୀୟା ଅର୍ଥାତ ମାସର ତୃତୀୟା ତିଥି ଅଟେ । ଏଣୁ ଏହାର ନାମ ଅକ୍ଷୟ ତୃତୀୟା ବୋଇ ରଖାଯାଇଛି । ଆଜି ଆଏ ଆପଣଙ୍କୁ କହିବୁ ଏହି ଦିନ କେଉଁ ଜିନିଷ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ ।

1- ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା : ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କର ସୁନା ବା କାହାଣ୍ଡିର ଚରଣ ପାଦୁକା ଘରକୁ ଆଣିବାର ନିୟମ ରହିଛି । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଅଶେଷ କୃପା ଦ୍ରୁଷ୍ଟି ପଡିଥାଏ ।

2- କଉଡି : ମାତା ଲକ୍ଷ୍ମୀଙ୍କର କଉଡି ଅତ୍ୟନ୍ତ ପ୍ରିୟ ହୋଇଥାଏ । ଅକ୍ଷୟ ତୃତୀୟାରେ କିଛି କାଦୁଇ ଆଣି ହଳଦୀ ଓ କେସରରେ ବୁଡାଇ ପୂଜା ସ୍ଥାନରେ ରଖିବା ସହ ନିୟମିତ ପୂଜା ଆବଶ୍ୟକ କରନ୍ତୁ ।

3- ନଡିଆ : ଏକ ଆଖିଆ ନଡିଆ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ । ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ । ଅକ୍ଷୟ ତୃତୀୟାରେ ନଡିଆକୁ ପୂଜା ଘରେ ସ୍ଥାପନ କରି ବିଧି ବିଧାନ ଅନୁଯାୟୀ କରନ୍ତୁ ।

4- ମା ଲକ୍ଷ୍ମୀଙ୍କ ଫୋଟୋ : ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କ ପ୍ରତିମା ବା ଫୋଟୋ ଘରକୁ ଆଣି ସ୍ଥାନ କରିବା ସହ ଏହାର ବିଧି ବିଧାନ ଭାବେ ପୂଜା କରନ୍ତୁ ।

5- ଧାତୁରେ ନିର୍ମିତ କଇଁଛ : ମା ଲକ୍ଷ୍ମୀଙ୍କର ବିଭିନ୍ନ ବାହନ ମଧ୍ୟରୁ ଗୋଟେ ହେଉଛି କଇଁଛ । ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅକ୍ଷୟ ତୃତୀୟାରେ ଧାତୁରେ ତିଆରି କଇଁଛ ନିଶ୍ଚୟ ଆଣନ୍ତୁ ।

6- ଶ୍ରୀଯନ୍ତ୍ର : ଧନ ଯୋଗର ବୃଦ୍ଧି ପାଇଁ ବା ଧନ ପ୍ରାପ୍ତି ପାଇଁ ଏହି ଦିନ ଶ୍ରୀଯନ୍ତ୍ର ଘରକୁ ନିଶ୍ଚୟ କିଣି ଆଣନ୍ତୁ । ଏହାକୁ ନିୟମିତ ବିଧି ବିଧାନରେ ପୂଜା କରନ୍ତୁ ।

7- ଲକ୍ଷ୍ମୀ ନାରାୟଣ ଫୋଟୋ : ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀ ନାରାଯଣଙ୍କ ପ୍ରତିମା ବା ଫୋଟୋ ଘରକୁ ଅବଶ୍ୟ ଆଣନ୍ତୁ । ଏହାକୁ ସ୍ଥାପନ କରି ପୂଜା ପାଠ ନିଶ୍ଚୟ ଅରନ୍ତୁ ।

8- ଦକ୍ଷିଣାବର୍ତ୍ତୀ ଶଙ୍ଖ : ଏହି ଶଙ୍ଖ ଅତ୍ୟନ୍ତ ଧନ ଦାୟକ ବୋଲି ମାନ୍ୟାତା ରହିଛି । ଅକ୍ଷୟ ତୃତୀୟାରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣି ସ୍ଥାପନ କରିବା ଦ୍ଵାରା କୋଟି ପୂଣ୍ୟ ପ୍ରାପ୍ତ ହୋଇଥାଏ ।

9- ଗହମ : ଅକ୍ଷୟ ତୃତୀୟାରେ କିଛି ଗହମ ନିଚୟ ଆଣନ୍ତୁ । ଗହମରୁ ଏକ ମୁଠି ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ ବା ଠାକୁର ଘରେ ପୂଜା କରୁଥିବା ସ୍ଥାନରେ ରଖନ୍ତୁ । ଏହା ଦ୍ଵାରା ଧନଧାନ୍ୟରେ ଗୃହ ଭରି ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।