ଅଧ ରାତିରେ ନଳାରୁ ଶୁଣିବାକୁ ମିଳିଲା ଝିଅର ଚିତ୍କାର, ଯେବେ ଯାଇ ଦେଖିଲେ ତ…

ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ବିଷୟରେ କହିବୁ ଯାଉଛୁ, ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମଲାରେ ଜଣେ ଝିଅ ନଳାରେ ପଡିଯାଇ ଥିଲା । କିନ୍ତୁ ମାମଲା କେବେଳ ଏତିକି ନୁହେଁ ଏହା ପଛର ପୁରା କାହାଣୀ କିଛି ଅଲଗା ହିଁ ଅଟେ । ଯାହାକୁ ପଢିବା ପାରେ ଆପଣ ବିଶ୍ଵାସ ବି କରି ପାରିବେ ନାହିଁ ।

କହିଦେଉଛୁ ଯେ ଏହି ମାମଲାଟି ୟୁପିର କାନପୁରର ଅଟେ ଓ ସେହି ସମୟରେ ଅଟେ ଯେତେବେଳ ୟୁପିରେ ବହୁତ ଥଣ୍ଡା ପଡୁଥିଲା ମାନେ ଜାନୁୟାରୀ ମାସର ଅଟେ । କିନ୍ତୁ ଆଜି କାଲି ପୁଣି ଥରେ ଜାଣିଶୁଣି ନଳାରେ ପଡିବାର ଏହି ମାମଲା ସୋସିୟାଲ ମିଡିୟାରେ ବହୁତ ଚର୍ଚାରେ ଅଛି । କହିଦେଉଛୁ ଯେ ଯେତେବେଳ ଝିଅ ନଳାରେ ପଡିଲା, ତେବେ ସେତେବେଳେ ଚାରିଆଡେ ବହୁତ ଅନ୍ଧକାର ଥିଲା ଓ ଏମିତିରେ ଆଖପାଖରେ ଥିବା କିଛି ଲୋକମାନେ ହିଁ ସେହି ନଳାରେ ପଡିଥିବା ଝିଅର ଚିତ୍କାର ଶୁଣି ପାରୁଥିଲେ ।

ଏହା ପରେ କିଛି ଲୋକମାନେ ଯେତେବେଳ ନଳା ପାଖକୁ ଯାଇ ଦେଖିଲେ ତ ସେଥିରେ ଜଣେ ଝିଅ ପଡି ଯାଇଥିଲା । ପ୍ରଥମେ ସେଠିକାର ଲୋକମାନେ ତାକୁ ଦେଖି ଡରି ଯାଇଥିଲେ । କିନ୍ତୁ ପରେ ସାହସ କରି ସେହି ଝିଅକୁ ନଳାରୁ ଉଧାର କରିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବାହାରକୁ ଆସିବା ମାତ୍ରେ ହିଁ ଝିଅ ଅଯଥା ଡ୍ରାମା କରିବା ଆରମ୍ଭ କରିଦେଲା ।

ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ଝିଅ ପାଖାପାଖି ୧୦ ଫୁଟ ନଳାରେ ପଡି ଯାଇଥିଲା । ଏହା ଛଡା ସେ ପୂରାପୂରି କାଦୁଅରେ ଓଦା ହୋଇ ଯାଇଥିଲା । ଝିଅ ଟି ବାହାରକୁ ଆସିବା ପରେ ସେ କହିଲା କି ସେ ଶୁକ୍ଲାଗଂଜର ନିବାସୀ ଅଟେ । କିନ୍ତୁ ଖବର ଅନୁସାରେ ଶୁଣିବାକୁ ମିଳୁଛି କି ଝିଅ ନିଜ ବନ୍ଧୁ ସହ ପାର୍ଟି କରିବାକୁ ଯାଇଥିଲା । କିନ୍ତୁ ଏହା ପରେ ତାହାର ମନେ ନାହିଁ କି ସେ ସେହି ନଳାକୁ କେମିତି ଆସିଲା ।

ଲୋକମାନଙ୍କର ମାନିବା ଅଟେ କି ଝିଅ ଟି ବହୁତ ମଦ ପିଇ ରଖିଥିଲା । ଏହା ପରେ ତାହାର ପିତାକୁ ତାହାର ମୋବାଇଲ ଫୋନରୁ ଫୋନ କରାଗଲା । ସେଠୁ ଝିଅର ପିତାର ବି କହିବା ଅଟେ କି ତାଙ୍କର ଝିଅ ବଜାର ଯାଇଥିଲା, କିନ୍ତୁ ସେ ନଳାକୁ କେମିତି ପହଞ୍ଚିଲା, ଏହା ତାଙ୍କୁ ବି ଜଣା ନାହିଁ ।

ଆପଣଙ୍କୁ କହିଦେଉଛୁ ଯେ ଝିଅର ପାଞ୍ଚ ବର୍ଷ ପୂର୍ବେ ବିବାହ ହୋଇଥିଲା କିନ୍ତୁ ତିନି ବର୍ଷ ପରେ ହିଁ ସେମାନଙ୍କର ଛାଡପତ୍ର ହୋଇଗଲା । ଏହା ପରେ ସେ ନିଜର ବାପ ଘରେ ରହୁଥିଲା । କିନ୍ତୁ ପୁଲିସ ଝିଅର ମେଡିକାଲ ଚେକଅପ କରି ତାହାକୁ ତାର ଘରକୁ ଫେରାଇ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।