କେଇ ଦିନ ହେବ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ବୋହୂ ଓ ପ୍ରେମିକ ର ଏକ ଭିଡିଓ । ପ୍ରେମିକ ସହ ବୋହୂକୁ ରଙ୍ଗେହାତ ଧରିବା ପରେ ଶ୍ଵଶୁର କିଭଳି ଉଭୟଙ୍କୁ ତାଗିଦ କରୁଥିଲେ ତା’ର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ପୁଅ ନଥିବା ବେଳେ ରାତିଅଧରେ ଘରକୁ ପଶିଥିଲା ପ୍ରେମିକ । ହେଲେ ବୋହୂ ସହ ପ୍ରେମିକକୁ ଧରି ନେଇଥିଲେ ଶ୍ଵଶୁର । ଏହି ଘଟଣାଟି ଆପଣଙ୍କର ନିଶ୍ଚିତ ଭାବେ ମନେଥିବ ।
ପ୍ରେମିକ ସହ ବୋହୂ ପ୍ରେମ କରୁଥିବା ବେଳେ ଶାଶୁ ଶ୍ଵଶୁର ସମସ୍ତେ ଧରି ନେଇଥିଲେ । ଶ୍ବଶୁର ବି ପ୍ରେମିକକୁ ପ୍ରଶ୍ନ କରୁଛି, ତୁ ମୋ ବୋହୂ ସହ କେତେଥର ସହବାସ କରିଛୁ କହ । ଖାଲି ଏତିକି ନୁହେଁ ବରଂ ବୋହୂ ପ୍ରେମିକକୁ କେତେ ଟଙ୍କା ଦେଇଛି ସେନେଇ ସତ କହିବା ପାଇଁ ବି ଶ୍ଵଶୁର କହୁଛନ୍ତି । ପ୍ରେମିକ 5 ହଜାର ନେଇଥିବା କହିବା ପରେ ଶ୍ଵଶୁର ବୋହୂକୁ ପଚାରିଥିଲେ, ତାକୁ କାହିଁକି ଟଙ୍କା ଦେଇଥିଲୁ । ଏ ତ ଥିଲା ସେଦିନର ଘଟଣା ।
ହେଲେ ସେହି ଭାଇରାଲ ବୋହୂ ଓ ପ୍ରେମିକର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁ ପୁଅ ସହ ଶ୍ଵଶୁର ବୋହୂକୁ ରଙ୍ଗେହାତ ଧରିଥିଲା ସେହି ପ୍ରେମିକ ସହ ନିଜ ବୋହୂର ବାହାଘର କରି ଦେଇଛନ୍ତି ଶ୍ଵଶୁର ଘର ଲୋକେ । ଶାଶୁ ମା’ ସବୁ ଜାଣିବା ପରେ ବୋହୂ ର ହାତକୁ ନେଇ ପ୍ରେମିକର କାନ୍ଧ ଉପରେ ଥୋଇ ଦେଉଛି ।
ଆଉ ତା’ପରେ ଉଭୟଙ୍କ ଜବରଦସ୍ତ ବିବାହ କରି ଝିଅ ବିଦା ହେବା ଭଳି ବୋହୂକୁ ବିଦା କରି ଦେଇଛନ୍ତି । ବୋହୂ ବି ବିଦା ହେବା ଭଳି ନାଳ ଟୁକୁଟୁକୁ ଶାଢୀ ପିନ୍ଧିଛି । ହେଲେ ତାକୁ ଜବରଦସ୍ତ ଟେକି ନେଇ ଗାଡିରେ ବସାଇ ଦିଆଯାଉଛି । ପ୍ରେମିକ ସହ ଗୋଟିଏ ଶାଶୁଘରୁ ଆଉ ଏକ ଶାଶୁଘରକୁ ଯାଉଛି ବୋହୂ । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଶ୍ଵଶୁରଙ୍କର ବେଶ ପ୍ରଶଂସା କରୁଛନ୍ତି ।
ସମସ୍ତେ କହୁଛନ୍ତି କୌଣସି ବୋହୂ ଯଦି ଅନ୍ୟ କାହା ସହ ଖରାପ କାମ କରୁଛି ତେବେ ତା’ ଶ୍ଵଶୁର ଏମିତି କରିବା ଉଚିତ । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ନେଟିଜେନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।