ଭୟଙ୍କର ଶସ୍ତା ହେଲା ସୁନାଦର, ଦେଖନ୍ତୁ କେତେ ଅଛି ଆଜି 9 ଜାନୁଆରୀର Gold Rate

ଆଜି ସୁନାର ମୂଲ୍ୟ କେତେ ଅଛି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ କହିବୁ । କହିବାକୁ ଗଲେ ଗତ କିଛି ଦିନ ହେବ ସୁନା ଓ ଚାନ୍ଦିରର ଦାମ କମ ହେବାରେ ଲାଗିଛି । ଏମିତିରେ ଆଜି ଆମେ ଆପଣଙ୍କୁ ୧୮ କ୍ୟାରେଟ, ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ କହିବୁ କି ସୁନା ଓ ଚାନ୍ଦି ପୂର୍ବ ଦିନ ଅପେକ୍ଷା କେତେ ଟଙ୍କା କମ ହୋଇଛି । ତେବେ ଚଲାନ୍ତୁ ଜାଣିବା କଣ ରହିଛି ଆଜିର ସୁନା ଓ ଚାନ୍ଦିର ମୂଲ୍ୟ ।

କହିବାକୁ ଗଲେ ଆଜି ୯ ଜାନୁଆରୀ ୨୦୨୧ ଶନିବାର ଦିନ ଚାନ୍ଦି ପ୍ରତି ୧ ଗ୍ରାମକୁ ୬୯ ଟଙ୍କା, ୮ ଗ୍ରାମକୁ ୫୫୨ ଟଙ୍କା, ୧୦ ଗ୍ରାମକୁ ୬୯୦ ଟଙ୍କା, ୧୦୦ ଗ୍ରାମକୁ ୬,୯୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୯,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । କାଲି ୧ କିଲୋ ଚାନ୍ଦିର ଦାମ ୭୪,୫୦୦ ଟଙ୍କା ଥିଲା ଯେତେବେଳେ କି ଆଜି ୬୯,୦୦୦ ଟଙ୍କା ଅଛି । ଏମିତିରେ ଆଜି ପୁଣି ଥରେ ଚାନ୍ଦିର ଦାମ ହ୍ରାସ ହୋଇଛି । ଆଜି ଚାନ୍ଦି ଗତକାଲି ଅପେକ୍ଷା ୫,୫୦୦ ଟଙ୍କା କମ ହୋଇଛି ।

ଯଦି ସୁନାର ଦାମ ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ୯ ଜାନୁଆରୀ ୨୦୨୧ ଶନିବାର ଦିନ ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୯୨୬ ଟଙ୍କା, ୮ ଗ୍ରାମକୁ ୩୧,୪୦୮ ଟଙ୍କା, ୧୦ ଗ୍ରାମକୁ ୩୯,୨୬୦ ଟଙ୍କା, ୧୦୦ ଗ୍ରାମକୁ ୩,୯୨,୬୦୦ ଟଙ୍କା ଅଛି । ଗତକାଲି ୧୮ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୯,୬୯୮ ଟଙ୍କା ଥିଲା । କିନ୍ତୁ ଆଜି ୩୯,୨୬୦ ଟଙ୍କା ଅଛି । ଏମିତିରେ ଆଜି ୪୪୨ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୬୩୦ ଟଙ୍କା, ୮ ଗ୍ରାମକୁ ୩୭,୦୪୦ ଟଙ୍କା, ୧୦ ଗ୍ରାମକୁ ୪୬,୩୦୦ ଟଙ୍କା, ୧୦୦ ଗ୍ରାମକୁ ୪,୬୩,୦୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୭,୫୦୦ ଟଙ୍କା ଥିଲା କିନ୍ତୁ ଆଜି ୪୬,୩୦୦ ଟଙ୍କା ଅଛି । ଏମିତିରେ ଆଜି ସୁନା ଗତକାଲି ଅପେକ୍ଷା ୧୨୦୦ ଟଙ୍କା କମିଛି ।

୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୫,୦୫୦ ଟଙ୍କା, ୮ ଗ୍ରାମକୁ ୪୦,୪୦୦ ଟଙ୍କା, ୧୦ ଗ୍ରାମକୁ ୫୦,୫୦୦ ଟଙ୍କା, ୧୦୦ ଗ୍ରାମକୁ ୫,୦୫,୦୦୦ ଟଙ୍କା ଅଛି । କହିଦେଉଛୁ କି ଗତକାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୧,୮୫୦ ଟଙ୍କା ଥିଲା କିନ୍ତୁ ଆଜି ୫୦,୫୦୦ ଟଙ୍କା ଅଛି । ଏମିତିରେ ଆଜି ଗତକାଲି ଅପେକ୍ଷା ୧୩୫୦ ଟଙ୍କା କମ ହୋଇଛି । କହିବାକୁ ଗଲେ ଗତ ଦୁଇ ଦିନ ଭିତରେ ସୁନା ପ୍ରତି ୧୦ ଗ୍ରାମକୁ ବହୁତ କମିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।