ରାବଣର ଲଙ୍କାର ଏହି ଫଟୋ ସବୁ ଦେଖି ଚକିତ ହେଇଯିବେ ଆପଣ

କୁହନ୍ତି ମଣିଷ ନିଜ କର୍ମ ଦ୍ଵାରା ହିଁ ବଡ଼ ହୋଇଥାଏ ଏବଂ ନିଜ କର୍ମ ଦ୍ଵାରା ହିଁ ଛୋଟ ହୋଇଥାଏ । ରାବଣ ବିଷୟରେ ତ ଆପଣମାନେ ଜାଣିଥିବେ । ଏହା ମଧ୍ୟ ଜାଣିଥିବେ କି ରାବଣ ଦୁନିଆରେ ସବୁଠାରୁ ଅଲଗା ମହଲ ତିଆରି କରିଥିଲା ଯାହାକୁ ସୁନା ର ଲଙ୍କା ବୋଲି କୁହାଯାଇଥାଏ । ନିଜ କୁକର୍ମ ପାଇଁ ରାବଣ ନିଜର ପୁରା ରାଜ୍ୟ ର ଅନ୍ତ କରିଥିଲା ।

ରାବଣ କୁ ବ୍ରାହ୍ମଣ ମାନଙ୍କ ମହା ପଣ୍ଡିତ ମଧ୍ୟ କୁହାଯାଇଥାଏ । କିନ୍ତୁ ନିଜ ଜିଦ୍ ଏବଂ ଅହଙ୍କାର ପାଇଁ ନିଜର ମନ ସମ୍ମାନ ସବୁ ହରାଇଥିଲା ଏବଂ ନିଜ ସାମ୍ରାଜ୍ୟ ର ନାସ କରିଥିଲା । ସୁନା ଏବଂ ଅସଂଖ୍ୟ ରତ୍ନ ସହିତ ଯୋଡ଼ି ହୋଇଥିବା ଲଙ୍କା ର ରାଜା ଥିଲା ରାବଣ । ସେହି ନଗରୀ କୁ ହନୁମାନ ନିଜ ଲାଞ୍ଜ ରେ ନିଆ ଲଗାଇକି ଜଳାଇ ଦେଇଥିଲେ ।

ରାବଣ ର ଏହି ନଗରୀ କି ଶ୍ରୀଲଙ୍କା ରେ ଦେଖିବାକୁ ମିଳିଥାଏ । ଯାହା ରାବଣ ର ସ୍ଵର୍ଣ୍ଣ ର ଲଙ୍କା କୁ ବର୍ଣ୍ଣନା କରିଥାଏ । ଚାଲନ୍ତୁ ଜାଣିବା ରାବଣ ର ସୁନା ର ଲଙ୍କା ସହିତ ଯୋଡ଼ି ରହିଥିବା କିଛି କଥା

କଥା ଅନୁସାରେ କୁହାଯାଇଥାଏ କି ଭଗବାନ୍ ଶିବ ମାତା ପାର୍ବତୀ ଙ୍କ ପାଇଁ ସ୍ବର୍ଗ ରୁ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ଦ୍ଵାରା ଏକ ସୁନା ର ମହଲ ବନାଇ ଥିଲେ । ଭଗବାନ୍ ବିଷ୍ଣୁ ଗୋଟେ ବହୁତ୍ ଅଦ୍ଭୁତ ଏବଂ ଭବ୍ୟ ମହଲ ସ୍ଵର୍ଣ୍ଣ ର ଲଙ୍କା ବନାଇଥିଲେ । କିନ୍ତୁ କୁହା ଯାଏ କି ଯେତେବେଳେ ଭୋଳେନଥ ଏହି ମହଲ ର ଗୃହ ପ୍ରବେଶ ପାଇଁ ମହା ପଣ୍ଡିତ ରାବଣ ଙ୍କୁ ଡକାଇଲେ ।

ସେହି ମହଲ କୁ ଦେଖି ରାବଣ ମନରେ ଲୋଭ ସୃଷ୍ଟି ହେଲା ଏବଂ ସେ ଛଳ କପଟ କରି ମହାଦେବ ଙ୍କ ଠାରୁ ସୁନା ର ଲଙ୍କା ନେଇନାଇଥିଲ । ଶ୍ରୀଲଙ୍କା ରେ ଏକ ଜାଗା ଅଛି ଲଙ୍କପୁରୀ, କୁହାଯାଏ କି ଏହା ସେହି ଜାଗା ଅଟେ ଯେଉଁଠି ରାବଣ ର ଲଙ୍କା ଥିଲା । ସେଠାରେ ଆଜି ମଧ୍ୟ୍ୟ ରାବଣ ର ଲଙ୍କା ର କିଛି ଅଂଶ ଅଛି ।

କୁହାଯାଏ କି ହିନ୍ଦୁ ମାନଙ୍କର ଏହି ଜାଗାକୁ ଯିବା ରାମାୟଣ କାଳ କୁ ଯିବା ସହିତ ସମାନ । ଲଙ୍କାପୁର ରାବଣ ର ବୋଲି କୁହାଯାଇଛି । ଏଠାରେ ଆଜି ମଧ୍ୟ୍ୟ ହନୁମାନ ମନ୍ଦିର, ସୀତା ମନ୍ଦିର, ଅଶୋକ ବାଟିକା, ରାବଣ ର ସାଧନା କରିବାର ଜାଗା ରହିଛି । ଏହା ସତ୍ବେ ଶ୍ରୀଲଙ୍କା ରେ ଆଜି ମଧ୍ୟ ସେହି ଜାଗା ଅଛି ଯେଉଁଠି ରାବଣକୁ ବଦ୍ଧ କରାଯାଇଥିଲା । ଶ୍ରୀଲଙ୍କା ରେ ରାମାୟଣର ଏକ ଅଲଗା ରୂପ ଦେଖିବାକୁ ମିଳିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।