ଆଜି ଆମେ ଆପଣଙ୍କୁ ୯ ଜାନୁୟାରୀ ରାଶିଫଳ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶିଫଳ ଜରିଆରେ ଆପଣ ନିଜ ଭବିଷ୍ୟତର ଆଭାସ ପାଇ ପାରିବେ । ରାଶିଫଳ ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ରର ଗତି ଆଧାରରେ କରାଯାଇଥାଏ । ସବୁଦିନ ଗ୍ରହର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା, ବୈବାହିକ ଓ ପ୍ରେମ ଜୀବନ ସହ ଜଡିତ ସୂଚନା ମିଳିବ ।
୧-ମେଷ
ଆଜି ବହୁତ ସମୟ ହେବ ଚାଲୁଥିବା ସମସ୍ୟାର ଅନ୍ତ ହେବ । ଉଚ୍ଚ ଅଧିକାରୀମାନଙ୍କର ସହଯୋଗ ମିଳିବ । ବ୍ୟବସାୟ – ବ୍ୟାପାରରେ ବୁଝି ସୁଝି ନିର୍ଣୟ ନିଅନ୍ତୁ । ଘରେ ଶୁଭ କାର୍ଯ୍ୟ ହେବାର ଯୋଗ ଅଛି । ବ୍ୟବସାୟିକ ମାମଲାରେ ଭାବନାର ସହ ନିର୍ଣୟ ନିଅନ୍ତୁ । ଜୀବନସାଥୀଙ୍କ ସହ କିଛି ସମୟ ବିତାଇବେ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଉଚିତ । ନଚେତ ଆପଣ ଅସୁସ୍ଥ ହୋଇ ପାରନ୍ତି ।
୨-ବୃଷ
ଆଜି ଆପଣଙ୍କୁ ନିଜ କାମର ଗୁଣବତ୍ତାକୁ ସ୍ଥିର ରଖିବାକୁ ପଡିବ । କାହା ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଆଜି ଆପଣଙ୍କୁ କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିପାରେ । ଆର୍ଥିକ ଉନ୍ନତିର ପ୍ରୟାସରେ ସଫଳ ରହିବେ । ଆପଣଙ୍କର କାମରେ ଆସୁଥିବା ବାଧା ଦୂର ହେବ । ଅନ୍ୟ ବ୍ୟକ୍ତିର ଝଗଡାରେ ଯାଆନ୍ତୁ ନହିଁ । ଅଟକିଥିବା ଟଙ୍କା ମିଳିପାରେ । ଆର୍ଥିକ ପକ୍ଷ ମଜବୁତ ରହିବ ।
୩-ମିଥୁନ
ଆଜି ଆପଣଙ୍କର ରାଜନୈତିକ କ୍ଷେତ୍ରରେ ଅସମଞ୍ଜସ ପୂର୍ଣ ସ୍ଥିତି ରହିବ । ବ୍ୟବସାୟରେ ଲାଭ ଅସମ୍ଭବ ଅଟେ । ଆପଣ ଆଜି କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି । ଟଙ୍କା ନେବା ଦେବାରେ ସାବଧାନ ରୁହନ୍ତୁ । ମାତା ପିତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜି ଆପଣଙ୍କୁ ଆରାମ କରିବାକୁ ପଡିପାରେ । କାରଣ ଆପଣଙ୍କର ସ୍ୱାସ୍ଥ୍ୟରେ କିଛି ଅସୁବିଧା ଆସିବ । ପାରବାରିକ ଦାୟିତ୍ଵ ବଢିବ ।
୪-କର୍କଟ
ଆଜି ଆପଣ ଆନନ୍ଦମୟ ଅନୁଭବ କରିବେ । ସମ୍ପତିର ବହୁତ ବଡ ବଡ ଅଫର ମିଳିପାରେ । ନୂତନ ଲୋକମାନଙ୍କ ସହ ସାକ୍ଷାତ ଆଜି ଆପଣଙ୍କୁ ଭାରି ପଡିପାରେ । ଆପଣଙ୍କର ପ୍ରତିଷ୍ଠାକୁ ବି ଆଘାତ ପହଞ୍ଚିପାରେ । ବିଶ୍ଵାସୀ ଲୋକମାନଙ୍କ ଠାରୁ ସଠିକ ସମୟରେ ଉପଦେଶ ନିଶ୍ଚିତ ନିଅନ୍ତୁ । ଅଧ୍ୟୟନରେ ରୁଚି ରହିବ । ବିଜନେସର କାମରୁ ବାହାରକୁ ଯିବେ ।
୫-ସିଂହ
ଆଜି ଆପଣ ସାମାନ୍ୟ ଦୈନିକ କାର୍ଯ୍ୟକୁ ଭୁଲି ଆନନ୍ଦ – ପ୍ରମୋଦରେ ହଜି ଯାଇ ପାରନ୍ତି । କୌଣସି ପର୍ଯ୍ୟଟନ ସ୍ଥଳକୁ ଯିବା ଦ୍ଵାରା ଆପଣଙ୍କର ମନ ଅତିପ୍ରସନ୍ନ ହେବ । ଯଦି ଆପଣ ସିଂଗଲ ଅଛନ୍ତି ତ ଆଜି ଆପଣଙ୍କ ପାଇଁ କୌଣସି ନୂଆ ବାହାଘରର ପ୍ରସ୍ତାବ ଆସିପାରେ । ପୂର୍ବରୁ କରାଯାଇଥିବା ପରିଶ୍ରମର ଫଳ ଆଜି ମିଳିପାରେ । କାର୍ଯ୍ୟ ସ୍ଥଳ ଉପରେ ପ୍ରମୋଶନ କିମ୍ବା ପ୍ରଶଂସା ମିଳିବାର ଆସାର ଅଛି ।
୬-କନ୍ୟା
ଆଜି ଯାତ୍ରା ଦ୍ଵାରା ଥକାନ ଅନୁଭବ ହେବ । ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣଙ୍କୁ ପରିଶ୍ରମର କରିବାକୁ ପଡିପାରେ ଓ ଆପଣଙ୍କର ପରିଶ୍ରମ ବି ରଙ୍ଗ ଆଣିବ । ଏହି ସମୟରେ ଆପଣ ବହୁତ ମନୋରଞ୍ଜନ କରିବେ । ଆପଣଙ୍କର ମିତ୍ର ଆପଣଙ୍କୁ ଲାଭବାନ ପ୍ରସ୍ତାବ ଦେବ । କାର୍ଯ୍ୟର ଯୋଜନାରେ ମାମୁଲି ଚେଞ୍ଜେସ ଆଣିବା ଦ୍ଵାରା ଆପଣ ଲାଭବାନ ହେବେ । ଆଜି ଆପଣଙ୍କୁ ନିଜର ଇଚ୍ଛା ଅନୁସାରେ କାମ ମିଳିବ ।
୭-ତୁଳା
ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ରୋଗ ଓ ଶତ୍ରୁମାନଙ୍କର ବୁଦ୍ଧି ହେବ । ଯଦି ଲୋକମାନେ ଆର୍ଥିକ ସମସ୍ୟା ସହିତ ଆପଣଙ୍କର ପାଖକୁ ଆସୁଛନ୍ତି ତେବେ ତାଙ୍କୁ ନଜରଅନ୍ଦାଜ କରନ୍ତୁ ନାହିଁ । ଜଲ୍ଦି ହିଁ ସଫଳତାର ଦ୍ଵାର ଖୋଲିବ । ଆପଣଙ୍କୁ ନିଜ ଯୋଜନାର ଫଳ ନିଶ୍ଚିତ ମିଳିବ । ଆଜି ଗାଡି ଚଲାଉଥିବା ସମୟରେ କିମ୍ବା ରାସ୍ତା ପାର କରିବା ସମୟରେ ଅଳ୍ପ ସତର୍କ ରୁହନ୍ତୁ ।
୮-ବିଚ୍ଛା
ଆଜି ଆପଣ ମାଙ୍ଗଳିକ ଆୟୋଜନରେବ ଭାଗ ନେବେ । ପାରିବାରରେ ସୁଖ ଓ ଟଙ୍କା ବଢିବ । କିଛି ସକରାତ୍ମକ ଚେଞ୍ଜେସ ଆସିବ । ସାମୁହିକ କାର୍ଯ୍ୟରେ ସମସ୍ତଙ୍କର ଉପଦେଶକୁ ନେଇ ଆଗକୁ ବଢନ୍ତୁ । ପିଲାମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଯାହା ଦ୍ଵାରା ତାଙ୍କର ମାନସିକ ଚିନ୍ତା ଦୂର ହେବ । ନୂଆ ପ୍ରେମ ସମ୍ବନ୍ଧକୁ ସମୟ ଦିଅନ୍ତୁ । ଗୋପନୀୟ ସୂଚନାକୁ ଉଜାଗର କରିବା ଠାରୁ ବଞ୍ଚନ୍ତୁ ।
୯-ଧନୁ
ଆଜି ଆପଣଙ୍କୁ ଭଲ ସମାଚାର ମିଳିପାରେ । ଆର୍ଥିକ ଲାଭର ସମ୍ଭାବନା ଅଛି । ମିତ୍ର ଓ ପ୍ରିୟଜନମାନଙ୍କ ସହିତ ଆନନ୍ଦମୟ ସମୟ ବିତାଇବେ । ଆପଣଙ୍କର ପରିବାରରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ରହିବ । ଦାମପତ୍ୟ ଜୀବନ ସୁଖମୟ ରହିବ । ରାଗ ଆସିବା ସ୍ଵାଭାବିକ ଅଟେ । କିନ୍ତୁ ଶାନ୍ତ ରହିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଆପଣ ବହୁତ ପ୍ରସନ୍ନ ରହିବେ ।
୧୦-ମକର
ଆପଣଙ୍କୁ ପରିବାର ଠାରୁ ପୂର୍ଣ ସହଯୋଗ ମିଳିବ । ବିରୋଧୀ ଶାନ୍ତ ରହିବ । ଧନ ଲାଭ ହେବ । ଆପଣଙ୍କର ସ୍ତ୍ରୀର ଅସ୍ଥିରତା ବ୍ୟବହାର ଆପଣଙ୍କୁ ଚିନ୍ତିତ କରିପାରେ । ବ୍ୟାପାରର ବିସ୍ତାର ହେବ । ଆଜି ଆପଣଙ୍କୁ ଧୋଖା ମିଳିପାରେ । ସମୟର ଭରପୁର ଲାଭ ନିଅନ୍ତୁ । ଆଜି ଆପଣଙ୍କର ସମୟ ଉତ୍ତମ ଅଛି । ଅଚାନକ ଯାତ୍ରା କାରରଣରୁ ଆପଣ ଚିନ୍ତାରେ ପଡି ପାରନ୍ତି ।
୧୧-କୁମ୍ଭ
ଆଜି ଆପଣଙ୍କର ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ । ଚାରିଆଡେ ଆପଣଙ୍କର ସମ୍ମାନ ବଢିବ । ବ୍ୟବସାୟରେ ଲାଭ ହେବା ବହୁତ କଷ୍ଟ ଅଟେ । ଅତୀତ ସହ ଜଡିତ କୌଣସି ବ୍ୟକ୍ତି ଆପଣଙ୍କ ସହ ସାକ୍ଷାତ କରିବ । ଆଜି ଆପଣ ବହୁତ ଆନନ୍ଦମୟ ସମୟ ବିତାଇବେ । ଆଜି ଆପଣ ପ୍ରେମରେ ବୁଡି ରହିବାର ଦିନ ଅଟେ । ଆଜି ଆପଣଙ୍କର ରାଜନୈତିକ ସମ୍ମାନ ବଢିବ । ଆପଣଙ୍କର ଲୋପ୍ରିୟତା ବୁଦ୍ଧି ହୋଇପାରେ ।
୧୨-ମୀନ
ଆଜି ଆପଣଙ୍କର ଦୈନିକ କାର୍ଯ୍ୟରେ ଅନିୟମିତତା ରହିବ । ଆପଣଙ୍କର କାର୍ଯ୍ୟସ୍ଥଳ ଉପରେ ଓ ପାରିବାରିକ ଜୀବନରେ ବି ଅସୁବିଧା ଆସିପାରେ । କିନ୍ତୁ ଏହି ସମୟରେ ଏହିଭଳି କରିବା ଅଳ୍ପ କଷ୍ଟ ଅଟେ, କିନ୍ତୁ ମନକୁ ଶାନ୍ତ ରଖନ୍ତୁ । ଆପଣଙ୍କର ସାମ୍ନାରେ ବିଭିନ୍ନ ଅବସର ଏକା ସହିତ ଆସିବ । ଆପଣଙ୍କୁ ବୁଝି ସୁଝି ସେ ଗୁଡିକୁ ବାଛିବାର ଅଛି । ଯଶ, ପ୍ରତିଷ୍ଠାରେ ଉନ୍ନତି ହେବ ।