ମେଷ ରାଶି : ଆଜି ଧର୍ଯ୍ୟଶୀଳତାରେ କମି ଆସିପାରେ । ଏହି ରାଶିର ସାଇନ୍ସ ବିଦ୍ୟାର୍ଥୀଙ୍କ ପାଇଁ ଆଜି ଦିନଟି ଭଲ ରହିବ । ମିତ୍ର ମାନଙ୍କ ସହ ବ୍ଯତୀତ କରିଥିବା ସମୟ ଆନନ୍ଦ ଦେବ । ମିତ୍ର ମାନଙ୍କ ସହ ବିବାଦ ଶେଷ କରିବା ପାଇଁ ଆଜି ଦିନ ଟି ଭଲ ରହିବ । ମିତ୍ର ଙ୍କ ଠାରୁ ଆଜି କିଛି ବିଷୟ ବୁଝିବା ପାଇଁ ସାହାଜ୍ଯ ନେବେ । କୌଣସି ଧାର୍ମିକ କାର୍ଯ୍ୟକ୍ରମ ରେ ସାମିଲ ହେବା ଦ୍ଵାରା ଘରେ ଖୁସି ଆସିବ । କାର୍ଯ୍ୟରେ ବାଧା ଆସିପାରେ । ବୈବାହିକ ଜୀବନ ସୁଖମୟ ରହିବ ।
ବୃଷ ରାଶି : ଆଜି ଆପଣଙ୍କର ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ । କାମ ସମ୍ବଧିତ କିଛି ଯୋଜନା କରି ଆଜି କଠିନ ନିସ୍ପତି ନେବାକୁ ପଡିପାରେ । ଅଲଗା ଅଲଗା ଚିନ୍ତାଧାରା ହୋଇ ଥିବାରୁ ଆଜି ଆପଣଙ୍କର ଓ ଜୀବନ ସାଥି ଙ୍କ ମଧ୍ୟରେ ବାଦ ବିବାଦ ହୋଇପାରେ । ଛୋଟ ଯାତ୍ରାରୁ ଭଲ ଫଳ ପ୍ରାପ୍ତ ହେବ । ବ୍ୟସ୍ତ ରେ ବୃଦ୍ଧି ହେବ । କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହେବ । ନୂଆ ମିତ୍ର ସ୍ଥାପନ କରିବେ । ମହିଳା ମାନେ ଧର୍ମ କର୍ମ ରେ ଅଧିକ ବ୍ୟସ୍ତ ରହିବେ । ସାମାଜିକ କାର୍ଯ୍ୟ ରେ ରୁଚି ରଖିବେ ।
ମିଥୁନ ରାଶି : ଆଜି ଆପଣଙ୍କର ବଡ ଲୋକଙ୍କ ଠାରୁ ସାକାରାତ୍ମକ ଊର୍ଜା ମିଳିବ । କୌଣସି ଅପ୍ରିୟ ଘଟଣା ର ସାମନା କରିବାକୁ ପଡିପାରେ । ପୁରୁଣା ମିତ୍ର ଙ୍କ ସହ ତାଳମେଳ ବଢିପାରେ । ସକାଳରୁ ସମୟ ଭଲ ରହିବ । କାର୍ଯ୍ୟ ରେ ଗତି ବିଧି ଠିକ ରହିବ । ଆୟରେ ସୁଧାର ଆସିବ । ଯୋଜନା ସଫଳ ହେବ ଓ ବିରୋଧୀ ଶାନ୍ତ ରହିବେ । ମାତା ପିତାଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରନ୍ତୁ । ଚାକିରିରେ ଆଳସ୍ୟ କରନ୍ତୁ ନାହି ।
କର୍କଟ ରାଶି : ଆଜି ଆପଣ ଅନ୍ୟର ନିର୍ଦ୍ଦେଶ ମାନିବାରୁ ଚିନ୍ତାରେ ରହିବେ । ବିଦେଶରେ ରହୁଥିବା ଲୋକ ଘରକୁ ଆସି ପାରନ୍ତି । ପାର୍ଟନର ସହ ହେଉଥିବା ବିବାଦ ପରିବାର ଲୋକଙ୍କ ସହ ଚର୍ଚ୍ଚା କରନ୍ତୁ ନାହି । ଏହି କାରଣରୁ ଆପଣଙ୍କର ଓ ଆପଣଙ୍କ ସାଥି ମଧ୍ୟରେ ଭୁଲ ବୁଝାମଣା ଅଧିକ ହେବାର ଆଶଙ୍କା ରହିଛି । ଆପଣଙ୍କୁ ଘରେ କାମ ପାଇଁ ଅଧିକ ତାଙ୍କ ଖର୍ଚ୍ଚ କରିବାକୁ ପଡିପାରେ । ସାମାଜିକ କାର୍ଯ୍ୟ ରେ ଆପଣ ଯୋଗ ଦେବେ ।
ସିଂହ ରାଶି : ଆଜି ଭାଗ୍ଯର ସାଥ ମିଳିବ । ଭାରି ଭାବନାତ୍ମକ ଶାନ୍ତି ଓ ସନ୍ତୁଷ୍ଟି ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ଖୁସି ଭରା ରହିବ । ଅନେକ ଦିନରୁ ଚାଲିଥିବା ସ୍ୱାସ୍ଥ୍ୟ ସମସ୍ଯା ଆଜି ଦୂର ହେବ । ଆଜି ଆପଣଙ୍କୁ କାମ କାର୍ଯ୍ୟରେ ଅଭୁତ ଅହଡିକ ସଫଳତା ମିଳିବ । ବ୍ୟାପାରୀ ଗଣ ବେପାର କ୍ଷେତ୍ରରେ ବୃଦ୍ଧି କରିବେ । ଅନ୍ୟର କାମରେ ହସ୍ତକ୍ଷେପ କରନ୍ତୁ ନାହି । ଅକାର୍ଯ୍ୟ ସ୍ଥଳରେ ମନ ଅଶାନ୍ତ ରହିବ । କୌଣସି ଜରୁରୀ କାମ କରିବା ପୂର୍ବ ରୁ ବଡ ମାନଙ୍କର ଆଶୀର୍ବାଦ ନିଅନ୍ତୁ ।
କନ୍ୟା ରାଶି : ଆଜି ଆପଣଙ୍କର ମାନସିକ ଚାପ କମ ରହିବ । ନିଜ ମନରେ ଖରାପ ଚିନ୍ତାଧାରା ଆଣନ୍ତୁ ନାହି । ଚିନ୍ତା କରିଥିବା କମ ପୁରା କରିଲେ ଆପଣଙ୍କ ପାଇଁ ଭଲ ରହିବ । ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ସମ୍ମାନିତ କରାଯିବ । କୌଣସି କାମ ପୁରା କରିବା ପାଇଁ ଆପଣଙ୍କୁ ଆଖ ପାଖର ଲୋକଙ୍କର ସାହାଜ୍ଯ ମିଳିବ । ଭ୍ରମଣ ଓ ମନୋରଞ୍ଜନ ରେ ସମୟ ବ୍ଯତୀତ ହେବ । ଆଜି କୌଣସି ପ୍ରକାରର ଅବହେଳା କରନ୍ତୁ ନାହି । ବ୍ୟାପାରରେ ନୂଆ ଯୋଜନା ଫଳପ୍ରଦ ରହିବ । କିନ୍ତୁ ବାଣୀରେ ସଂଯମ ରଖନ୍ତୁ ।
ତୁଳା ରଶି : ଆଜି ଅଫିସରେ ଆପଣଙ୍କର ଦିନ ଭଲ ରହିବ । ଶୁଭ ଖବର ପ୍ରାପ୍ତ ହେବ । ଦିନ ସାରା କାମରେ ଉତ୍ଥାନ ପତନ ନଜର ଆସିବ । କୌଣସି କଥା ରେ ଆପଣଙ୍କୁ ସ୍ପଷ୍ଟ ସୂଚନା ନ ମିଳିବାରୁ ଆପଣଙ୍କ ମନରେ ଭୟ ଆସିପାରେ । ପ୍ରସନ୍ନତା ବା ଉଶ୍ଚାହ ରେ ବୃଦ୍ଧି ହେବ । ରୋଜଗାରର ନୂଆ ରାସ୍ତା ଖୋଲିବ । ମାତା ପିତାଙ୍କ ସହ ସମ୍ପର୍କ ବେହତର ରହିବ । ଅଯଥାରେ ଯୁକ୍ତି କରନ୍ତୁ ନାହି । ମନେ ମନେ କୌଣସି ଚିନ୍ତାଧାରା ରେ ପରିବର୍ତ୍ତନ ଆସିବ ।
ବିଛା ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇପାରେ । କାମ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କଡା ମେହନତ ବହୁ ଭଲ ସଫଳ ଆଣିବ । ଆପଣ ସେହି ଲୋକ ମାନଙ୍କର ସାହାଜ୍ଯ କରନ୍ତୁ ଯେଉଁ ମାନର ଆପଣଙ୍କ ଠାରୁ ସାହାଜ୍ଯ ମାଗୁଛନ୍ତି । ଅନେକ ସମୟରୁ ଅଟକି ରହିଥିବା ପରିଣାମ ଆପଣଙ୍କୁ ମିଳିବାରୁ ଆପଣ ଖୁସି ହେବେ । ପ୍ରେମ ସମ୍ପର୍କରେ କିଛି ଖରାପ ସ୍ଥିତି ହୋଇପାରେ । ଆଜି ଆପଣଙ୍କ ପାଖରେ କିଛି ନୂଆ ଦାୟିତ୍ଵ ମିଳିପାରେ ଯାହାକୁ ଆପଣ ସଫଳା ପୂର୍ବକ ପୁରା କରିବେ ।
ଧନୁ ରାଶି : କୌଣସି ପରିଚିତଙ୍କ ଆଗରେ ଜୀବନ ସାଥିଙ୍କ ସହ ଆପଣଙ୍କୁ କଠିନ ସ୍ଥିତି ର ସାମନା କରିବାକୁ ପଡିପାରେ । ଯଦି ଆପଣ ଟଙ୍କାର ଲେନଦେନ ଆଜି ପ୍ରିୟଜନ ଙ୍କ ସହ କରୁଛନ୍ତି ତେବେ ଭାବି ଚିନ୍ତି କରନ୍ତୁ । କାରଣ ଧନ ଫେରିବାର ସମ୍ଭାବନା ବହୁତ କମ ରହିଛି । ବିଦ୍ୟାର୍ଥୀ ଙ୍କୁ ଶିକ୍ଷା କ୍ଷେତ୍ରରେ ନୂଆ ଅବସର ମିଳିପାରେ । ଆପଣଙ୍କୁ କୌଣସି ଖାସ ମାମଲାରେ ସାହାଜ୍ଯ ମିଳିପାରେ । ଆଗକୁ ବଢିବାର ସମ୍ଭାବନା ବହୁତ ଅଧିକ ରହିଛି । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।
ମକର ରାଶି : ଆଜି ଧନ ଲାଭ ହେବାର ଯୋଗ ରହିଛି । ବୁଝାମଣା ମଧ୍ୟ କରିବାକୁ ପଡିପାରେ । ଆଜି ଯାତ୍ରା କରିବା ଠାରୁ ବଞ୍ଚିତ ରୁହନ୍ତୁ । କାରଣ ଯାତ୍ରା କରିବା ସମୟରେ ଆପଣଙ୍କର ବାହନ ଖରାପ ହେବାର ସମ୍ଭାବନା ରହିଛି । ବିବାହ ଯୋଗ୍ୟ ଜାତକଙ୍କ ପାଇଁ ଆଜି ଉତ୍ତମ ପ୍ରସ୍ତାବ ଆସିପାରେ । ଭାଇ ଭଉଣି ଙ୍କ ସାମାଜିକ ସ୍ଥିତି ରେ ଅଚାନକ ଧନ ବୃଦ୍ଧି ହେବ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ପ୍ରବାସର ଯୋଗ ରହିଛି ।
କୁମ୍ଭ ରାଶି : ବିଦ୍ୟାର୍ଥୀ ଙ୍କୁ ଶ୍ରେଷ୍ଠ ପରିଣାମ ପ୍ରାପ୍ତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ । ଆପଣ ପରିଜନଙ୍କ ସହ ସୁଖଦ ସମୟ ବ୍ଯତୀତ କରିବେ । ଯେଉଁଥିରେ ପରିବାରର ଛୋଟ ପିଲା ମାନେ ମଧ୍ୟ ମସ୍ତି କରିବେ । ଆପଣଙ୍କୁ ଧର୍ଯ୍ୟ ଓ ଏକାଗ୍ରତା ରଖିବାକୁ ହେବ । ଏଥିରେ ଆପଣଙ୍କୁ କୌଣସି କାମରେ ସଫଳତା ମିଳିପାରେ । ରାଗ ଉପରେ ନିୟନ୍ତ୍ରଣ ରଖିବା ଶିଖନ୍ତୁ । ଆପଣଙ୍କୁ ଭଲ କମ୍ପାନୀ ରେ ଚାକିରି ମିଳିବାର ଅଫର ଆସିବ । ଯେଉଁ ଛାତ୍ର ଇଞ୍ଜିନିୟରିଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଦିନ ଭଲ ରହିବ ।
ମୀନ ରାଶି : ଆଜି ଚାକିରିରେ ପଦ ଉନ୍ନତି ଓ ବେତନରେ ବୃଦ୍ଧି ହୋଇପାରେ । ପ୍ରେମ ସମ୍ପର୍କରେ ଆପଣ ଭାଗ୍ୟଶାଳୀ ରହିବେ । ସହକର୍ମୀ ମାନଙ୍କ ସହଯୋଗ କାରଣରୁ ଆପଣ କୌଣସି ବଡ ଯୋଜନା ପୁରା କରିବାରେ ସଫଳ ହେବେ । କୌଣସି ବରିଷ୍ଠ ବ୍ଯକ୍ତିଙ୍କ ସହ ଚାଲିଥିବା ବିବାଦ ର ସମାଧାନ ହେବ । ବିବାହିତା ଲୋକ ଙ୍କ ପାଇଁ ଆବେଗ କାରଣ ପାଇଁ ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ । ପଠନ ପାଠନ ବ ଲେଖନ ଇତ୍ୟାଦି ରେ କାର୍ଯ୍ୟ ସଫଳ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।