ଲେମ୍ବୁ ଓ ଲଙ୍କା ଟାଙ୍ଗିବା ପଛର ରହସ୍ୟ ଜାଣିଛନ୍ତି କି ? ଘର ଓ ଦୋକାନରେ ଏହାକୁ ଟାଙ୍ଗି ଦେଖନ୍ତୁ, ଗରିବୀ ଆପଣଙ୍କ ଘରର ବାଟ ଭୁଲିଯିବ

ବନ୍ଧୁଗଣ ଘରେ କି ଦୋକାନ ସାମ୍ନାରେ ଲେମ୍ବୁ ଓ ଲଙ୍କା ଟାଙ୍ଗିବାର ଦୃଶ୍ୟ ଆମେ ସମସ୍ତେ ଅନେକ ଜାଗାରେ ଦେଖିଥାଉ । ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ? ଯେ ଲେମ୍ବୁ ଓ ଲଙ୍କା ଏକାଠି ଟଙ୍ଗାଯିବାର ଅର୍ଥ କ’ଣ ହୋଇଥାଏ ? ଏହା ଟାଙ୍ଗିବା ପଛରେ କ’ଣ ରହିଛି ଚମତ୍କାରୀ ଫାଇଦା ସେହି ବିଷୟରେ ଚାଲନ୍ତୁ ଆଲୋଚନା କରି ଜାଣିବା । ତେବେ ଘର ସାମ୍ନା କି କାର୍ଯ୍ୟଳୟରେ ଲେମ୍ବୁ, ଲଙ୍କା ଟାଙ୍ଗିବା ଦ୍ଵାରା ସେହି ସ୍ଥାନ ଉପରେ କାହାର କୁ-ନଜର ପଡିନଥାଏ ।

ତେଣୁ ଲୋକମାନେ ଖରାପ ନଜରରୁ ନଜରରୁ ବଞ୍ଚାଇବା ପାଇଁ ଲେମ୍ବୁ ଓ ଲଙ୍କାକୁ ଟାଙ୍ଗିଥାନ୍ତି । ହେଲେ କେବଳ ଖରାପ ନଜରରୁ ବଞ୍ଚିବା ପାଇଁ ନୁହେଁ, ଘର କି ଦୋକାନରେ ଲେମ୍ବୁ ଓ ଲଙ୍କା ଟାଙ୍ଗିବାର ଆଉ କିଛି କାରଣ ରହିଅଛି । ତେବେ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ଓ ମାତା କୁ-ଲକ୍ଷ୍ମୀ ବ୍ୟକ୍ତିର ଶୟନ କାଳ ସମୟରେ ତାଙ୍କର ଘରକୁ ଆସିଥାନ୍ତି । କେବଳ ବ୍ୟକ୍ତିର ଶୟନ ସମୟରେ ନୁହେଁ, ବଂର ଏମାନେ ଯେକୌଣସି ସମୟରେ ମଧ୍ୟ କୌଣସି ଘରକୁ ଯାଇପାରନ୍ତି ।

ତେବେ ଯେତେବେଳେ କୁଲକ୍ଷ୍ମୀ କୌଣସି ଘରକୁ ଯାଇଥାନ୍ତି । ସେତେବେଳେ ଯଦି ସେହି ଘର କି ଦୋକାନ ସାମ୍ନାରେ ଲେମ୍ବୁ ଓ ଲଙ୍କା ଟଙ୍ଗା ହୋଇଥିବାର ଦେଖିଥାନ୍ତି । ତେବେ କୁଲକ୍ଷ୍ମୀ ସେହି ଟଙ୍ଗା ଯାଇଥିବା ଲେମ୍ବୁ ଓ ଲଙ୍କାକୁ ଖାଇଦେଇଥାନ୍ତି । କାରଣ କୁଲକ୍ଷ୍ମୀଙ୍କର ଲେମ୍ବୁ ଓ ଲଙ୍କା ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ କୁଲକ୍ଷ୍ମୀ ସେହି ଲେମ୍ବୁ ଓ ଲଙ୍କା ଖାଇ ସେହି ଘରର ଦ୍ଵାର ମୁହଁରୁ ହିଁ ଚାଲି ଯାଇଥାନ୍ତି ।

ସେଥିପାଇଁ ଘର ମଧ୍ୟକୁ କୁଲକ୍ଷ୍ମୀଙ୍କର ପ୍ରବେଶ ନହେବା ପାଇଁ ଘର କିମ୍ବା ଦୋକାନରେ ଲେମ୍ବୁ ଓ ଲଙ୍କା ଟଙ୍ଗା ଯାଇଥାଏ । ଏହାଛଡା ଯେଉଁ ଘରେ ମିଠା ଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ । ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତେବେ ଘରର କୌଣସି ସ୍ଥାନରେ ବା ଘରର ଫ୍ରିଜ ମଧ୍ୟରେ ଲେମ୍ବୁ ଓ ଲଙ୍କାକୁ କିନ୍ତୁ ଏକାଠି କରି ରଖନ୍ତୁ ନାହିଁ । ନଚେତ ସେହି ଘରକୁ ଦରିଦ୍ରତା ଚାଲି ଆସିଥାଏ ।

ଘରେ ଲେମ୍ବୁ ଓ ଲଙ୍କାକୁ ଅଲଗା ଅଲଗା କରି ରଖନ୍ତୁ । ତେବେ ଲେମ୍ବୁ ଓ ଲଙ୍କାକୁ ଘର କିମ୍ବା ଅଫିସ ସାମ୍ନାରେ ଟାଙ୍ଗିବାର ଫାଇଦା ହେଉଛି । ଘର ଉପରେ କାହାର କୁଦ୍ରୁଷ୍ଟି ପଡିବ ନହିଁ । ଏଥିସହ ସେହି ସ୍ଥାନର ସୁଖ ଓ ସମୃଦ୍ଧି ଧୀରେ ଧୀରେ କରି ବଢିବାକୁ ଲାଗିବା ଆରମ୍ଭ କରିବ ।

ସେହି ଘର ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀଙ୍କର ଶୁଭଦ୍ରୁଷ୍ଟି ମଧ୍ୟ ପଡିବ । ଯାହାକି ଘରର ସମସ୍ତ କ୍ଷେତରେ ତଥା ଉନ୍ନତି ଦିଗରେ ସାହାଜ୍ଯ କରିଥାଏ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଯୋଡି ଏହିଭଳି ଭଲ ଭଲ ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।