ଲୁଚି ଲୁଚି ମନ୍ଦିରରେ ବାହା ହେଉଥିଲା ବାପା, ହଠାତ ବାହା ବେଦୀରେ ମା’ ସହ ପହଞ୍ଚିଗଲା ଝିଅ I ଆଉ ତା’ପରେ…

ବାପା ଲୁଚି ଲୁଚି ବାହା ହେଉଥିଲା । ଆଉ ଠିକ ସେହି ସମୟରେ ସେଠାରେ ପହଞ୍ଚି ଗଲା ଝିଅ । ଆଉ ତା ପରେ ବାପା କୁ ନିର୍ଦ୍ଧୁମ ମାଡ ମାରିଲା ଝିଅ । ବାପା ବେଦୀ ରେ ବସିଥିଲା । ଆଉ ସେହି ଅମୟରେ ଝିଅ ଆସି ପହଞ୍ଚି ଗଲା । ଝିଅ ଆସିଲା ଆଉ ବାପା କୁ ମାଡ ମଧ୍ୟ ମାରିଛି । କାରଣ ବାପା କିଛି ଏମିତି ଭୁଲ କରି ଦେଇଛି ଯେ ଯାହା ପାଇଁ ଝିଅ କୁ ଓ ଝିଅର ମା କୁ ଖୁବ ବାଧିଛି । ବେଦୀ ରେ ବସିଛନ୍ତି ବାପା ନିଜର କନିଆ ସହ ଆଉ ଅନ୍ୟ ପଟେ ମନ୍ତ୍ର ପଢୁଛନ୍ତି ପୁଜକ ମହାଶୟ ।

ଏହି ବିବାହରେ ଉଭୟ ପୁଅ ଓ କନ୍ୟା ଘର ଲୋକେ ପ୍ରସ୍ତୁତ ଅଛନ୍ତି ଓ ଦୁଇ ପରିବାରରେ ସହମତିରେ ଏହି ବିବାହ ହେବାକୁ ଯାଉଥିଲା । କିନ୍ତୁ ଏହି ଯୁବକ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ତେବ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଦୁଲା ଦେବୀ ମନ୍ଦିର ରେ । ସୂଚନା ଅନୁଯାୟୀ ଜନ୍ତିଆ ଥାନା ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗାଁ ର ଜାଗେଶ 2010 ମସିହାରେ ଜଗତସିଂପୁର ଜିଲ୍ଲା ଏରୋସେମା ଥାନା ଅନ୍ତର୍ଗତ ଗଣେଶ୍ଵରପୁର ର ଅହଲ୍ୟା ହାତୀ ଙ୍କୁ ପ୍ରେମ ବିବାହ କରିଥିଲେ ।

ବିବାହ ପରେ ଦୁହିଙ୍କର ସଂସାର ଠିକ ଠକା ଚାଲିଥିଲା । ଏହା ପରେ ଶ୍ଵଶୁର ଘର ଲୋକେ ବୋହୂ କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଲେ । ତା ପରେ ଜୀବନ ବିକଳରେ ଅହଲ୍ୟା ତାଙ୍କ ଶାଶୁଘର ଛାଡି ବାପଘରକୁ ଚାଲି ଆସିଥିଲେ । ଆଉ ସାଥିରେ ଦୁଇ ଝିଅ ଙ୍କୁ ମଧ୍ୟ ନେଇ ଆସିଲେ । ଆଉ ଯେବେ ଅହଲ୍ୟା ଜାଣିବାକୁ ପାଇଲେ କି ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରୁଛନ୍ତି ସେତେବେଳେ ଝିଅ କୁ ଧରି ମନ୍ଦିର ପାଖରେ ପହଞ୍ଚି ଗଲେ ।

ଅହଲ୍ୟା ଙ୍କ ସ୍ବାମୀର ଦୁଇଟି ଝିଅ ଅଛନ୍ତି । ତଥାଇ ସେ ଦିତୀୟ ବିବାହ କରିବାକୁ ବେଶ ଆଗ୍ରହୀ ଅଛନ୍ତି । ତେବେ ଏହି ଘଟଣା ସାମ୍ନା କୁ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଛନ୍ତି । ତେବେ ଦେଖିବାକୁ ରହିଲା ପୋଲିସ ଏହି ଘଟଣାକୁ କେମିତି ସମାଧାନ କରୁଛି । ଓ ଅହଲ୍ୟା କୁ କିଭଳି ନ୍ୟାୟ ଦେଉଛି । ତେବେ ବାପା ଦ୍ଵିତୀୟ ବିବାହ କରୁଥିବା ଦେଖି ଝିଅ ଆଉ ସାହି ପାରିଲାନି ।

ସେଥିପାଇଁ ତ ବାପା ଉପରକୁ ହାତ ଉଠାଇଲା ଆଉ ନିର୍ଧୁମ ମାଡ ମାରିଲା । ତେବେ ବାପା ଓ ସ୍ଵାମୀ ର ଏଭଳି କାରନାମା ଦେଖି କେଉଁ ସ୍ତ୍ରୀ ବା ଝିଅ ସହି ପାରିବ ? ଅହଲ୍ୟା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଯେ ତାଙ୍କୁ ଓ ତାଙ୍କ ଦୁଇ ଝିଅଙ୍କୁ ନ୍ୟାୟ ମିଳୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।