ଷ୍ଟେଟ ବ୍ୟାଙ୍କରେ ପହଞ୍ଚିଲେ କୋଟି କୋଟି ଟଙ୍କା ରଖିଥିବା Rajesh Sahoo

ସାରା ଓଡିଶାର ନଜର ଥିଲା ସେଇ 200 କୋଟି ଟଙ୍କା ଉପରେ । ଯାହାକୁ ଗଣି ଗଣି ବେହାଲ ହୋଇ ପଡିଛି ଆୟକର ବିଭାଗର ମେସିନ ସବୁ । ହଁ ଦର୍ଶକ ବନ୍ଧୁ ବଲାଙ୍ଗୀର ସୁଧାପଡା ମଦ ଭାଟି କୁ ପରିଚାଳନା କରୁଥିବା ରାଜେଶ ସାହୁ ଙ୍କୁ ଷ୍ଟେଟ ବ୍ଯାଙ୍କ କୁ ଆଣିଛନ୍ତି ଆୟକର ବିଭାଗର ଅଫିସର । ପ୍ରାୟ 200 କୋଟି ରୁ ଅଧିକ ଗଣତିର ଟଙ୍କା ସାରା ଓଡିଶା ଜାଣି ସାରିଛି । ଆଉ ଏହି ଘଟଣା ଏବେ ଓଡିଶା ବାହାରେ ମଧ୍ୟ ଚର୍ଚ୍ଚା ହେଉଛି ।

ବଲାଙ୍ଗୀର ଷ୍ଟେଷ୍ଟ ବ୍ଯାଙ୍କ ରେ ଏବେ ଟଙ୍କା ଗଣତି ଚାଲିଛି । ଆଡି ସ୍ନାଲ ଡାଇରେକ୍ଟର କୁରଦୀପ ସିଂ ଇନକମ ଟ୍ୟାକ୍ସ ଅଫ ଇଣ୍ଡିଆ ନିଜେ ଉପସ୍ଥିତ ରହିଛନ୍ତି ଘଟଣା ସ୍ଥଳରେ ଓ ନିଜେ ତତ୍ତ୍ବାବଧାନ କରୁଛନ୍ତି । ଏତେ ଟଙ୍କା ଦେଖି ଓ ଏକ ସାଙ୍ଗରେ ଏତେ ଟଙ୍କା ଦେଖି ଅନେକଙ୍କର ହୋସ ମଧ୍ୟ ଉଡି ଯାଇଛି । ଘରେ ଆଲମାରି ଭିତରେ ରଖା ଯାଇଥିଲା ବିଡା ବିଡା ଟଙ୍କା । ଆଉ ଏହି ଘଟଣା ପରେ ଆୟକର ବିଭାଗ ସ୍କାନର କୁ ଆସିଛି ଏହି ସଂସ୍ଥା ର ମୁଖ୍ୟ ଉଦୟ ଶଙ୍କର ପ୍ରସାଦ ।

ଘଟଣା ସମୟରେ ଆୟକର ବିଭାଗ କି ଉଦୟ ଶଙ୍କର ଙ୍କର ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ଆୟକର ଅଭିଯୋଗ ଆଧାର ହୋଇଥିବା ତଦନ୍ତ ଏବେ ପରିସର ଭୁକ୍ତ ରହିଛି । ତେବେ ଟଙ୍କା କାହିଁଙ୍କି ଅଫିସରେ ରଖାଯାଇ ଥିଲା, ଏହାରା ସୋର୍ସ କଣ ତାହାକୁ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । କେବେ ଠାରୁ ଏତେ ଟଙ୍କା ରଖିବା ଆରମ୍ଭ କରା ଯାଇଥିଲା, କେଉଁ କ୍ଷେତ୍ରରେ ଟଙ୍କା କୁ ଖର୍ଚ୍ଚ କରାଯାଇ ଥାନ୍ତା ଆଉ ଏ ସବୁ ଉତ୍ତର ପାଇବାକୁ ଆୟକର ବିଭାଗ ଜୋର ଲଗାଇ ଦେବ ।

ନଗତ 150 କୋଟି ଜବତ ପରେ ଏହାକୁ ଗଣିବା ପାଇଁ ଗତ କାଲୀ ରାତିରୁ ବଲାଙ୍ଗୀର ମୁଖ୍ୟ ଶାଖା କୁ ଏହି ସବୁ ଟଙ୍କା ଟ୍ରକ ଜରିଆରେ ସ୍ଥାନାନ୍ତର କରା ଯାଇଛି । ତେବେ ଆଇଟି ରେଡ ହୋଇଥିବା ବୌଦ୍ଧ ଡିଷ୍ଟ୍ରି ପ୍ରାଇଭେଟ ଲିମିଟେଡ କମ୍ପାନୀ ପାର୍ଟନର ଶିଫାନ ହେଉଛି ବଳଦେବ ସାହୁ ଓ ଗ୍ରୁପ ଅଫ କମ୍ପାନୀ ର । ଗତ କାଲୀ ସୁନ୍ଦରଗଡ ସହରର ମଦ ବ୍ୟବସାୟୀ ରାଜ କିଶୋର ପ୍ରସାଦ ଙ୍କଘର, ଅଫିସ ଓ ଦେଶୀ ମଦ ଭାଟି ଚଢାଉ କରିଥିଲା ଆୟକର ବିଭାଗ ଟିମ ।

ବୌଦ୍ଧ ଡିଷ୍ଟ୍ରି ପ୍ରାଇଭେଟ ଲିମିଟେଡ ପଲାସ ପଲ୍ଲୀ ସ୍ଥିତ କର୍ପୋରେଟ ଅଫିସ ଓ କିଛି ଅଧିକାରୀଙ୍କ ଘରେ ମଧ୍ୟ ରେଡ ହୋଇଥିଲା । ବୌଦ୍ଧ ରାମବିକଟା ସ୍ଥିତ କମ୍ପାନୀ ର ଫ୍ୟାକ୍ତରୀ ଓ ଅଫିସ ରେ ଚଢାଉ ହୋଇଛି । କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ର କଟକର ପୁରୁଣା ବ୍ୟବସାୟୀ ଶୋକ କୁମାର ଅଗ୍ରୱାଲ, ରାଣୀ ସତୀ ରାଇସ ମିଲ ବାସ ଭବନ ଓ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ହୋଇଛି । ତେବେ ଏହି ଲିଙ୍କରେ କୋଲକାତା ରାଁଚୀ ରେ ମଧ୍ୟ ଚଢାଉ କରିଛି ଆୟକର ବିଭାଗ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।