ଶେଷରେ ବିଶ୍ଵକପ ଫାଇନାଲ ର ପ୍ରତିଶୋଧ ନେଲା ଭାରତ, ସ୍ପିନ ଜାଲରେ ଛନ୍ଦି ହରେଇଲା ଅଷ୍ଟ୍ରେଲିଆକୁ…

ବିଶ୍ଵକପ ର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ । କଙ୍ଗାରୁ ଦଳକୁ ହରାଇଲା ଭାରତ । ଲୋ ସ୍କୋର କରି ମଧ୍ୟ ସିରିଜ ଛଡାଇ ଆଣିଲା । ହଁ ଦର୍ଶକ ବନ୍ଧୁ ବିଶ୍ଵକପ ଫାଇନାଲର ବଡା ନେଇଛି ଭାରତୀୟ ଦଳ । ସିରିଜ ଅଷ୍ଟ୍ରେଲିୟା ହାତରୁ ଛାଡି ଆଣିଛି । 4ଟି ମ୍ଯାଚ ରୁ 3ଟି ମ୍ଯାଚ ଜିତି ସିରିଜ କୁ ପକ୍କା କରିଛି । ଆଉ ଗୋଟେ ମ୍ଯାଚ ବାକି ଅଛି । ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିୟା ମଧ୍ୟରେ ଚାଲିଛି ଟି-20 ର ସିରିଜ ।

4ଟି ମ୍ଯାଚ ସରିଥିବା ବେଳେ 3ଟି ରେ ଭାରତ ବିଜୟ ହାସଲ କରିଛି । 20 ରନ ରେ ଭାରତ କଙ୍ଗାରୁ ଦଳକୁ ପରାସ୍ତ କରିଛି । 20 ଓଭୋର ରେ ଅଷ୍ଟ୍ରେଲିୟା କରିଥିଲା 154 ରନ । ତଥାପି କଙ୍ଗାରୁ ଦଳ ଲୋ ସ୍କୋର କରିପାରି ନ ଥିଲା । ସ୍ପିନର ଙ୍କ ବୋଲିଙ୍ଗ ରେ ଛନ୍ଦି ହୋଇଥିଲେ ଅଷ୍ଟ୍ରେଲିୟାର ବ୍ୟାଟର , ଗୋଟେ ପରେ ଗୋଟେ ୱିକେଟ ହରାଇଥିଲା ଅଷ୍ଟ୍ରେଲିୟା । କେହି ବି ସ୍ପିନର ଙ୍କ ବୋଲିଙ୍ଗ ଆଗରେ ତିଷ୍ଠି ପାରି ନ ଥିଲେ ।

ଭାରତ 3ଟି ମ୍ୟାଚ ଟି-20 ସିରିଜକୁ ଅକ୍ତିଆର କରିଛି । ଲୋ ସ୍କୋର କରିଥିଲେ ବି ଭାରତ ସିରିଜ ହାତେଇଛି । ଯୁବ ଖେଳାଳି ପୁରା କମାଲ କରିଛନ୍ତି । ସୂର୍ଯ୍ୟ କୁମାରଙ୍କ ଅଧିନାୟକତ୍ଵ ରେ ଭାରତ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି 175 ରନ ର ବିଜୟ ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିୟା କୁ । ଭାରତୀୟ ଦଳରେ ଖାଲି ରିଙ୍କୁ ସିଂ, ୟଶୱାଲ ଓ ହିତେଶ ଙ୍କୁ ଛାଡି ଦେଲେ ଆଉ କେହି ଭଲ ଖେଳି ନ ଥିଲେ ।

ଦଳର ଅଧିନାୟକ ସୂର୍ଯ୍ୟ କୁମାର ବି କିଛି କମାଲ କରିପାରି ନ ଥିଲେ । ରିଙ୍କୁ ସିଂ 29 ବଲ ରେ କରିଥିଲେ 46 ରନ । କିନ୍ତୁ ବୋଲିଙ୍ଗ ରେ ଦମଦାର ପ୍ରଦର୍ଶନ କରିଲେ ଭାରତୀୟ ସ୍ପିନର । ଅଷ୍ଟ୍ରେଲିୟା ବ୍ୟାଟର ଙ୍କୁ ସର୍ଟ ଖେଳିବାକୁ ସୁଯୋଗ ଦେଇ ନ ଥିଲେ । ଭାରତୀୟ ବୋଲୋରଙ୍କ ଆଗରେ ହାର ମାନିଥିଲେ ଅଷ୍ଟ୍ରେଲିୟା ବ୍ୟାଟର ।

ତେବେ ବୋଲିଙ୍ଗ ରେ ଅକ୍ଷର ପଟେଲ 4 ଓଭୋର ପକାଇ 16 ରନ କରି ନେଇଥିଲେ 3ଟି ୱିକେଟ । ସେହିପରି ଦୀପକ ଚହର 4 ଓଭୋର ରେ 44 ରନ କରି ନେଇଥିଲେ 2ଟି ୱିକେଟ । ରବି ବିଶ୍ନୋଇ 4 ଓଭୋର ରେ 17 ରନ କରି ନେଇଥିଲେ ଗୋଟେ ୱିକେଟ । ମୁକେଶ କୁମାର 4 ଓଭୋର ରେ 42 ରନ ଦେଇ କିଛି ୱିକେଟ ପାଇ ନ ଥିବା ବେଳେ ଆବେଶ ଖାନ ମଧ୍ୟ କିଛି ୱିକେଟ ପାଇ ନ ଥିଲେ । ଭାରତ ବିଶ୍ଵକପ ହାରିବାର ଦୁଃଖ ଟି-20 ସିରିଜ ଜିତି ସାମାନ୍ଯ କମ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।