ଏତେ ସ୍ଲୋ କାହିଁକି ଖେଳିଲେ ବିରାଟ… ଶତକ ପରେ ବି କଣ ପାଇଁ ଖୁସି ନାହାନ୍ତି ବିରାଟ କୋହଲି ?

ଏତେ ସ୍ଲୋ କାହିଁକି ଖେଳିଲେ ବିରାଟ ? ଶତକ କରିବା ପାଇଁ ନା ଦଳ ପାଇଁ ? କୋଚ ଓ କ୍ଯାପଟେନ କଣ କହି ପଠାଇଥିଲେ ? କାହିଁକି ଶତକ ପରେ ବିରାଟଙ୍କ ମନ ହୁସି ନ ଥିଲା ? ହଁ ଦର୍ଶକ ବନ୍ଧୁ ବିରାଟ କାହିଁକି ଶତକ କରିବା ପାଇଁ ଏତେ ସମୟ ନେଲେ । ତାଙ୍କ ଉପରେ କିଛି ଚାପ ରହିଥିଲା କି ନା ଥିଲା ଶତକ କଇରବାର ଆଶା । ସବୁବେଳେ ଦଳ ପାଇଁ ଖେଳୁଥିବା ବିରତା କାହିଁକି ଗତ କାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ଯାଚରେ ନିଜ ପାଇଁ ଖେଳୁଥିଲେ କି ଯାହାକୁ ନେଇ କ୍ଯପାଟେନ ରୋହିତ ଶର୍ମା ମଧ୍ୟ ରାଗିଗଲେ ।

ଯେଉଁ ମାନେ ବିରାଟଙ୍କ ଖେଳ ଦେଖନ୍ତି ସେମାନଙ୍କୁ ତାଙ୍କର ଖେଳ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । 49ତମ ଶତକ ନିଜ ଜନ୍ମଦିନରେ କରିଛନ୍ତି ବିରାଟ କୋହଲି । କାଲି ସେ ସଚିନ ତେନ୍ଦୁଲକରଙ୍କର ରେକର୍ଡ କୁ ଭାଙ୍ଗିଛନ୍ତି । ସଚିନ ୱାନ-ଡେ ରେ 39ଟି ଶତକ କରିଥିବା ବେଳେ ଇରାତ ମଧ୍ୟ ଦିନିକିଆରେ କରିଛନ୍ତି 49ଟି ଶତକ । ବିରାଟଙ୍କୁ ଏହି ଶତକ କରିବା ପାଇଁ ଅଧିକ ସମୟ ଲାଗିଥିଲା ବୋଲି ଏବେ ଚର୍ଚ୍ଚା ହେଉଛି ।

କୁହାଯାଉଛି ବିରାଟ ତାଙ୍କ ଶତକରେ ଖୁସି ନାହାନ୍ତି କି ସେଲିବ୍ରେଟ ମଧ୍ୟ କରି ନାହାନ୍ତି । କାରଣ ସମସ୍ତେ କହୁଛନ୍ତି ବିରାଟ କହୁଛନ୍ତି ନିଜ ପାଇଁ ସ୍ଲୋ ଖେଳିଛନ୍ତି  କିନ୍ତୁ ଗତ କାଲିର ମ୍ଯାଚରେ ପୁରା ସ୍ଲୋ ଖେଳିଥିଲେ ବିରାଟ । ବିରାଟ ଉପର ସର୍ଟ ଜମା ବି ମାରି ନ ଥିଲେ । ଡିଫେନ ମୁଡରେ ରହି ଶିଂଗଲ, ଡବଲ ଓ 4 ରେ କାମ ଚଳାଇଥିଲେ । ଯେଉଁଥି ପାଇଁ ତାଙ୍କ ଖେଳ ପୁରା ସ୍ଲୋ ହୋଇ ଯାଇଥିଲା ।

ଏହା ପଛରେ ରହିଛି ବଡ କାରଣ ଯାହା ହେଉଛି ପିଚ । ହିଡେନ ଗାର୍ଡେନର ପିଚ ଥିଲା ପୁରା ବୋଲିଙ୍ଗ ପିଚ । ସେଥିପାଇଁ ବିରାଟ ସ୍ଲୋ ଖେଳିଥିଲେ । ବିରାଟ ଜାଣିଥିଲେ ଆଉ ଯଦି କେହି ଆଉଟ ହେବେ ପିଚରେ ଅଧିକ ସମୟ ଯାଏଁ ତିଷ୍ଠିବେ ନାହିଁ । ଏହାର ଉଦାହରଣ ପ୍ରଥମରୁ ଦେଖିବାକୁ ଲିଥିଲା । ଯାହା ଥିଲା ରୋହିତ ଶର୍ମା, ସୁମନ ଗିଲ, କେ ଏଲ ରାହୁଲଙ୍କ ୱିକେଟ ।

ଉପରୁ କୋଚଙ୍କ ପକ୍ଷରୁ ବିରାଟଙ୍କୁ ନିର୍ଦେଶ ଦିଆଯାଇଥିଲା କି ଉପର ସର୍ଟ ନ ଖେଳିବା ପାଇଁ ପୁରା ଶେଷ ଯାଏଁ ଖେଳିବାକୁ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ବିରାଟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଷ୍ଟ୍ରାଇକ ନୋଟେଡ କରି ହେଲିଥିଲେ । କିନ୍ତୁ ରୋହିତ ବିରାଟଙ୍କର ଏଭଳି ଖେଳ ଦେଖି ବିରକ୍ତ ହୋଇ ଯାଇଥିଲେ । ଆଉ ଆସି କହିଥିଲେ ଖେଳକୁ ସ୍ପିସ କରିବା ପାଇଁ ।

ହେଲେ ସେତେବେଳ ବେଳକୁ ପିଚ ରଙ୍ଗ ବଦଳାଇ ଦେଇଥିଲା । ବିରାଟ ଚାହିଁ ମଧ୍ୟ ସ୍ପିଡ ରେ ଖେଳିପାରି ନ ଥିଲେ । ଅନ୍ୟ ମାନେ କହୁଛନ୍ତି ବିରାଟ 2 ଥର ତରବର ହୋଇ 100 ରନ କରିବା ଆଉଟ ହୋଇଗଲେ । ସେଥିପାଇଁ ଏମିତି ସ୍ଟେପ ନେଇଥିଲେ । ବିନା ଛକା ମାରି ଶିଂଗଲ, ଡବଲ ରେ ମ୍ଯାଚକୁ ଆଗେଇ ନେବାର ଲକ୍ଷ୍ୟ ରଖିଥିଲେ ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।