ଲୋକପାଇଲଟଙ୍କ ଭିଡିଓ କଲ୍ ହୋଯାଇଥାନ୍ତା ବଡ କାଳ ! ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରେନ ଯାତ୍ରୀ !

ସ୍ତ୍ରୀ ଙ୍କ ସହ କଥାବାର୍ତ୍ତା ହୋଇ ଚାଲାଉଥିଲେ ଟ୍ରେନ ! ସ୍ତ୍ରୀଙ୍କ ସହ ଭିଡିଓ ହୋଇଥାନ୍ତା କାଳ ! ଖବର ମୁତାବିକ ଏଭଳି କିଛି ଖବରକୁ ନେଇ ଏକ cc tv ଫୁଟେଜ ଭାଇରାଲ ହେବାରେ ଲାଗିଛି । ତେବେ ଟ୍ରେନର ଲୋକ ପାଇଲଟ ଜଣଙ୍କ ଏକ ବ୍ୟାଗ କାନ୍ଧରେ ପକାଇ ଟ୍ରେନ ଚାଳାଇବା ପାଇନ ଆସିଥିଲେ । ସେଠାରେ ତାଙ୍କ ହାତରେ ଏକ ଫୋନ ମଧ୍ୟ ଥିଲା । ତେବେ ଲୋକପାଇଲଟ ଜଣଙ୍କ ନିଜ ସ୍ତ୍ରୀଙ୍କ ସହ କଥା ହେବାରେ ବ୍ୟସ୍ତ ଥିଲେ ।

ସ୍ତ୍ରୀ ଙ୍କ ସହ ଲୋକପାଇଲଟ ଜଣଙ୍କ ଭିଡିଓ କଲ୍ ରେ କଥା ହେବାରେ ପୁରା ଭୋଳ ହୋଇ ରହିଥିଲେ । ଏହାପରେ ଏହି କଥାବାର୍ତ୍ତା ହେବା ମଧ୍ୟରେ ଟ୍ରେନଟିକୁ ନେଇ ପୁରା ପ୍ଲାଟଫର୍ମରେ ଚଢାଇ ଦେଇଥିଲେ ଲୋକପାଇଲଟ । ତେବେ ଟ୍ରେନ ଦୁର୍ଘଟଣାଟି ଏଭଳି ହୋଇଗଲା । ଯେ କେହି କିଛି ମଧ୍ୟ ବୁଝି ପାରିନଥିଲେ ।

ଟ୍ରେନ ଅଚାନକ ଭାବେ ଆସି ପ୍ଲାଟଫର୍ମ ଉପରେ ଚଢି ଗଲା । ହେଲେ ପରେ ପରେ ଯେତେବେଳେ ଲୋକ ପାଇଲଟ ରହିଥିବା ସ୍ଥାନର cc tv ଫୁଟେଜକୁ ଚେକ କରାଯାଇଥିଲା । ଟ୍ରେନ ଦୁର୍ଘଟଣା ହେବାର କାରଣଟି ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା ।

ଯାହାପରେ ବର୍ତ୍ତମାନ ଲୋକପାଇଲଟ ଜଣଙ୍କର ନିଜ ସ୍ତ୍ରୀ ସହ ଭିଡିଓ କଲ୍ ରେ କଥା ହେବ ଦୃଶ୍ୟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାପରେ ଟ୍ରେନଟି କ୍ଷିପ୍ର ବେଗରେ ଗତି କରି ଯାଇ ପ୍ଲାଟଫର୍ମ ଉପରେ ଚଢି ଯାଇଥିଲା । ଲୋକପାଇଲଟ ଏଭଳି ଦୁର୍ଘଟଣା ଘଟିବା ଦେଖି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ନିଜ ସ୍ତ୍ରୀ ଙ୍କ ସହ କଥା ହେବାରେ ପୁରା ମଜିକି ରହିଥିଲେ ।

ଦିଲ୍ଲୀରୁ ଆସି ମଥୁରା ଷ୍ଟେସନରେ ଛିଡା ହୋଇଥିଲା ମେମୁ ଟ୍ରେନ । ସୌଭାଗ୍ୟ ବଶତଃ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ସାରିଥିଲେ । ସେଥିପାଇଁ ଏଭଳି ଟ୍ରେନ ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନଥିଲା । ତେବେ ଲୋକପାଇଲଟ ସହିତ ଅନ୍ୟ ୫ ଜଣଙ୍କୁ ଟ୍ରେନ ଦୁର୍ଘଟଣା କାରଣର ଦର୍ଶାଇବାର ନୋଟିସ ମଗାଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ