ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ର ଫ୍ୟାମସ ଅଭିନେତ୍ରୀ ଛନ୍ଦିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଚାନ୍ଦୁଇତା ପ୍ରାୟତଃ ଖଳନାୟିକା ଚରିତ୍ରରେ ଅନେକ ସିରିଏଲର ନଜର ଆସିଥାନ୍ତି । ସେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ “ତୋ ଅଗଣାର ତୁଳସୀ ମୁଁ” ରେ ବେଶ ସୁନ୍ଦର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲେ ।

ବର୍ତ୍ତମାନ ସମୟରେ ଛନ୍ଦିତା ନିଜର ଓ ଅଭିନେତା ଚନ୍ଦନ ଙ୍କ ସମ୍ପର୍କ କୁ ନେଇ ଗଣମାଧ୍ୟମ ରେ ବଡ ଖୁଲାସା କରିଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଅଭିନେତ୍ରୀ ଛନ୍ଦିତା କହିଛନ୍ତି ଯେ “ଆମ ଭିତରେ ସେମିତି କିଛି ବି ନ ଥିଲା । ମୋତେ ଲୋକଙ୍କ କଥାରେ ଫରକ ପଡେନି । ଲୋକ ମୋତେ ଚଳେଇବେନି କି ତାଙ୍କ ପାଇଁ ମୁଁ ଚାଲିବିନି ।
ସମସ୍ତଙ୍କ ଲାଇଫରେ ଏମିତି କିଛି ହୁଏ । ମୋ ଲାଇଫରେ ହୋଇଥିବା ସବୁ ଘଟଣାକୁ ମୁଁ ବହୁତ ସମ୍ମାନ କରେ । କେଉନତା ମୋତେ ଖୁସି ଦେଇଛି ଆଉ କେଉଁଟା କଷ୍ଟ ଦେଲେ ବି ମୋତେ ଅଭିଜ୍ଞତା ମିଳିଛି ଜୀବନରେ ଆଗକୁ ଯିବା ପାଇଁ । ସମସ୍ତଙ୍କୁ ଲାଇଫରେ ସାଟିସଫେକସନ କରି ହେବନି ବେତରା ହେବ ନିଜକୁ ସାଟିସଫେକସନ କର ।

ମୋର ଓ ଚନ୍ଦନ ଙ୍କ ଯୋଡି କୁ ଆଜି ବି ଦର୍ଶକ ଏମାନେ ବହୁତ ଫାନ୍ଦ କରନ୍ତି । ଆମ ଭିତରେ ସେମିତି କିଛି କମେଣ୍ଟମେଣ୍ଟ ନ ଥିଲା କି ଆମେ ବାହା ହେବୁ । ଆମେ ଦୁହେଁ ଅନେକ ସମୟ ଧରି ଏକାଠି କାମ କରିଥିଲି ଯାହା ଇମୋସ୍ନାଲି କନେକ୍ଟ ହୋଇଯାଏ । ଆମ ଭିତରେ ସମ୍ପର୍କ ସେମିତି ହିଁ ଥିଲା । ଯାହା ହେଇଗଲା ହେଇଗଲା । କେତେ ଜଣ ତ ଭାବୁଥିଲେ ଆମେ ଦୁହେଁ ପରସ୍ପରକୁ ଭଲ ପାଉ ।
କିନ୍ତୁ ଆମ ଭିତରେ ସେମିତି କିଛି ନ ଥିଲା । ବର୍ତ୍ତମାନ ମୁଁ ମେନ୍ଟାଲୀ ଷ୍ଟ୍ରଙ୍ଗ ଅଛି ଯଦି କିଛି ଘଟନା ଘଟିଯାଏ ତେବେ କିଛି ଫରକ ପଡିବନି । ଆମ ଯୋଡି ଲୋକଙ୍କୁ ଏତେ ପପୁଲାର ଲାଗେ କି ଲୋକେ କୁହନ୍ତି ଆମେ ବାହା ହୋଇ ସାରିଛୁ । ମୁଁ ବର୍ତ୍ତମାନ କୁ ନେଇ ବଞ୍ଚେ । କାଲି କଣ ହେବ ମୁଁ କେବେ ଭାବିନି । ନିଜ ଲାଇଫ ପାର୍ଟନର କୁ ନେଇ ମୁଁ କିଛି ବି ଭାବି ନାହିଁ ।
ଇଣ୍ଡଷ୍ଟ୍ରି ରେ ସବୁ କଳାକାରଙ୍କର ସହ ମୋର ଭଲ ବଣ୍ଡିଙ୍ଗ ଅଛି । ମୁଁ ମୋ କାମକୁ ନେଇ ବହୁତ ସିରିଏସ ସବୁବେଳେ ବୀଜୀ ରହିବାକୁ ପସନ୍ଦ କରେ” । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଛନ୍ଦିତା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।