ନମସ୍କାର ବନ୍ଧୁଗଣ । ହୀରାକୁଦ ରୁ ତଳିଆ ଅଞ୍ଚଳକୁ ମାଡି ଆସୁଛି ପାଣି । ସୁ ସୁ ଗର୍ଜନ କରି କ୍ୟୁ ସେକ କ୍ୟୁ ସେକ ଜଳ ପ୍ରଭାବିତ ହେଉଛି । ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ହୀରାକୁଦ ପାଣିରେ ଫୁଲିବ ମୁଣ୍ଡଳୀ । ମୁଣ୍ଡଳୀ ରେ ପ୍ରଭାବିତ ହେବ ବନ୍ୟା ଜଳ । ଅକାତ କାତ ପାଣି ମୁଣ୍ଡଳୀ ରେ ପ୍ରଭାବିତ ହେବ । ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଗତ 2 ଦିନ ଏବ ଉପର ମୁଣ୍ଡରେ ବର୍ଷା ତୁହାକୁ ତୁହା ଲାଗି ରହିଛି ।

ଯାହା କାରଣରୁ ହୀରାକୁଦ ରେ ଜଳ ସ୍ତର ବଢିବାରେ ଲାଗିଛି । ଫଳରେ ହୀରାକୁଦ ରେ ଏବେ ଗୋଟେ ପରେ ଗୋଟେ ଖୋଲିବାରେ ଲାଗିଛି । ଯାହା ପାଇଁ ତଳିଆ ଅଞ୍ଚଳ ବୁଡି ଜାଇପାରେ । ହୀରାକୁଦ ରେ ଏବେ ପ୍ରତି ସେକେଣ୍ଡ ରେ କ୍ୟୁ ସେକ କ୍ୟୁ ସେକ ବନ୍ୟା ଜଳ ପ୍ରଭାବିତ ହେବାରେ ଲାଗିଛି । ତେବେ ହୀରାକୁଦ ରେ ଏବେ ମୋଟ 10ଟି ଗେଟ ଖୋଲା ଯାଇଛି । ଏହି 10ଟି ଗେଟ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି ।
ସକାଳ 6ଟା ସୁଧା ହୀରାକୁଦ ର ଜଳ ସ୍ତର 628.71 ଫୁଟ ରହିଛି । ହୀରାକୁଦ କୁ ଏବେ ପ୍ରବେଶ କରୁଛି 1 ଲକ୍ଷ 42 ହଜାର 72 କ୍ୟୁ ସେକ ଜଳ । ଏହିଭଳି ନିଷ୍କାସିତ ହେଉଛି 72 ହଜାର 190 କ୍ୟୁ ସେକ ଜଳ ହୀରାକୁଦ ରୁ । ହୀରାକୁଦ ର ଜଳ ଆଉ ମାତ୍ର କିଛି ଘଣ୍ଟା ପରେ ମୁଣ୍ଡଳୀ ରେ ଆସି ପହଞ୍ଚିବ । ତେବେ କୁଣ୍ଡଳୀ ରେ ପହଞ୍ଚିବା ପରେ ମହାନଦୀ ରେ ଜଳ ସ୍ତର ବଢିପାରେ ।

ଅନ୍ୟ ପରେ ବଙ୍ଗୋପସାଗର ର କେନ୍ଦ୍ରିୟ ଅଞ୍ଚଳରେ ମଙ୍ଗଳବାର ଦିନ ହୋଇଥିବା ଘୂର୍ଣ୍ଣୀ ବଳୟ ପ୍ରଭାବ ରେ ଉତ୍ତର ବଙ୍ଗୋସପସାଗରର କେନ୍ଦ୍ରିୟ ଅଞ୍ଚଳରେ ବୁଧବାର ସକାଳେ ଏକ ଲଘୁଚାପ କ୍ଷେତ୍ର ରୁଷ୍ଟି ହୋଇଥିଲା । ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଲଗ୍ନ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳରେ ରହିଛି । ଯାହା ସମୁଦ୍ର ପତନ ଠାରୁ 7.6 କିମି ଉଚ୍ଚତା ବିଶିଷ୍ଟ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି ।
ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଗତ 3 ଦିନ ମଧ୍ୟରେ ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଫଳରେ ଆସନ୍ତା 3 ଦିନ ଯାଏଁ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।