ଚନ୍ଦ୍ରକୁ ଯାଇଥିବା ସର୍ବପ୍ରଥମ ଜୀବ କ’ ଣ ଅଟେ ? ଜାଣନ୍ତୁ… ଏହିଭଳି ବଛା ବଛା General Question with Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1; – ଅନ୍ତରିକ୍ଷରେ ସର୍ବ ପ୍ରଥମେ ମୂଷା କେଉଁ ଦେଶ ପଠାଇଥିଲା ?

ଉତ୍ତର;- ଅନ୍ତଋକ୍ଷରେ ସର୍ବ ପ୍ରଥମେ ମୂଷାକୁ ଫ୍ରାନ୍ସ ଦେଶ ପଠାଇ ଥିଲା ।

2; – ଏପରି କେଉଁ ଜୀବ ଅଛି, ଜିଏକି ସବୁଠାରୁ ଅଧିକ ଶୋଇଥାଏ ?

ଉତ୍ତର;- ସିଂହ ଜିଏକି ସବୁଠାରୁ ଅଧିକ ଶୋଇଥାଏ ।

3; – ତାଜମହଲ କେଉଁ ନଦୀରେ ଅବସ୍ଥିତ ?

ଉତ୍ତର;- ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ ।

4; – ଭାରତର ହୃଦୟ କେଉଁ ରାଜ୍ୟକୁ କୁହାଯାଇଥାଏ ?

ଉତ୍ତର;- ଭାରତର ହୃଦୟ ମଧ୍ୟପ୍ରଦେଶକୁ କୁହାଯାଇଥାଏ ।

5; – କେଉଁ ଧାତୁର ପ୍ରୟୋଗ ମନୁଷ୍ୟ ଦ୍ଵାରା ସର୍ବ ପ୍ରଥମେ କରା ଯାଇଥିଲା ?

ଉତ୍ତର;- ତମ୍ବା ଧାତୁର ପ୍ରୟୋଗ ସର୍ବ ପ୍ରଥମେ ମନୁଷ୍ୟ ଦ୍ଵାରା କରା ଯାଇଥିଲା ।

6; – କେଉଁ ଜୀବ, ଜିଏକି କଞ୍ଚାଲଙ୍କାକୁ ବହୁତ ଶ୍ରଦ୍ଧାରେ ଖାଇଥାଏ ?

ଉତ୍ତର;- ଶୁଆ କଞ୍ଚାଲଙ୍କାକୁ ବହୁତ ଶ୍ରଦ୍ଧାରେ ଖାଇଥାଏ ।

7; – ସୌରମଣ୍ଡଲର ଜନ୍ମଦାତା କାହାକୁ କୁହାଯାଇଥାଏ ?

ଉତ୍ତର;- ସୌରମଣ୍ଡଲର ଜନ୍ମଦାତା ସୂର୍ଯ୍ୟଙ୍କୁ କୁହାଯାଇଥାଏ ।

8; – ସର୍ବ ପ୍ରଥମେ କାଗଜର ନୋଟ କେଉଁ ଦେଶ ଛପାଇଥିଲା ?

ସର୍ବ ପ୍ରଥମେ କାଗଜର ନୋଟ ଚୀନ ଦେଶରେ ଛପା ଯାଇଥିଲା ।

9; – ସିଂହର ଗର୍ଜନ କେତେ ଦୂର ପର୍ଯ୍ୟନ୍ତ ଶୁଭା ଯାଇଥାଏ ?

ଉତ୍ତର;- ସିଂହର ଗର୍ଜନ ୮ କିଲୋମିଟର ପର୍ଯ୍ୟନ୍ତ ଶୁଭ ଯାଇଥାଏ ।

10; – ପ୍ରଧାନମନ୍ତ୍ରୀ ବନିବା ପାଇଁ କେତେ ବୟସ ହୋଇଥିବା ଦରକାର ?

ଉତ୍ତର;- ପ୍ରଧାନମନ୍ତ୍ରୀ ବନିବା ପାଇଁ ଅତି କମ୍ ରେ 25 ବର୍ଷ ବୟସ ହୋଇଥିବା ଦରକାର ।

11; – ଆକାଶରେ ଦେଖା ଯାଉଥିବା ତାରାରର କେତେ ରଙ୍ଗ ହୋଇଥାଏ ?

ଉତ୍ତର;- ଆକାଶରେ ଦେଖା ଯାଉଥିବା ତାରାର 3 ଟି ରଙ୍ଗ ରହିଥାଏ ।

12; – ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ରହିଅଛି । ?

ଉତ୍ତର;- ଭାରତର ତାମିଲନାଡୁ ରାଜ୍ୟର ସବୁଠାରୁ ଅଧିକ ମନ୍ଦିର ରହିଛି ।

13; – ଟମାଟରର ସନ୍ଧାନ ସର୍ବପ୍ରଥମେ କେଉଁ ଦେଶ କରିଥିଲା ?

ଉତ୍ତର;- ଟମାଟରର ସନ୍ଧାନ ପ୍ରଥମେ ଆମେରିକାରୁ ହିଁ ହୋଇଥିଲା ।

14; – ଭାରତର ରାଷ୍ଟ୍ରୀୟ ରଙ୍ଗ କ’ ଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ରଙ୍ଗ କ’ ଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ରଙ୍ଗ କେଶର ରଙ୍ଗ ଅଟେ ।

15; -ଚନ୍ଦ୍ରମାକୁ ଯିବା ପ୍ରଥମ ଜୀବ କିଏ ଅଟେ ?

ଉତ୍ତର;- ଚନ୍ଦ୍ରମାକୁ ଯାଇଥିବା ପ୍ରଥମ ଜୀବ ହେଉଛି କୁକୁର ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ