ଇସ୍ରୋ ଦେଲା ବଡ ସୂଚନା । ଆଉ ମାତ୍ର 6 ଦିନରେ ମରିଯିବ ରୋଭର ପ୍ରଜ୍ଞାନ । ଏହି କାରଣ ପାଇଁ ମରିଯିବେ ପ୍ରଜ୍ଞାନ ଓ ବିକ୍ରମ ଲ୍ୟାଣ୍ଡର । ହଁ ଦର୍ଶକ ବନ୍ଧୁ 14 ଦିନ ରୁ ବୀତି ଯାଇଛି 8 ଦିନ ଆଉ ବାକି ଅଛି ମାତ୍ର 6 ଦିନ । ଏହି 6 ଦିନ ପରେ ଶେଷ ହୋଇଯିବେ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପାଇବନି ଆଉ ଚନ୍ଦ୍ର ପୃଷ୍ଠ କୁ ନେଇ କୌଣସି ତଥ୍ୟ । ମୁନ ମିସନ ହୋଇଯିବ ସମାପ୍ତ ।

ବର୍ତ୍ତମାନ ଚନ୍ଦ୍ର ରେ ଘୁରି ଘୁରି ନୂଆ ନୂଆ ତଥ୍ୟ ଦେଉଛି ଇସ୍ରୋ କୁ ରୋଭର ପ୍ରଜ୍ଞାନ । କେଉଁ କେଉଁ ଉପାଦାନ କେତେ ପରିମାଣରେ ରହିଛି ସବୁ କିଛି ଠିକ ତଥ୍ୟ ରୋଭର ପ୍ରଜ୍ଞାନ ଇସ୍ରୋ କୁ ଯୋଗାଉଛି । ହେଲେ ଏହି ସବୁ ତଥ୍ୟ ଆଉ ମାତ୍ର ଅଳ୍ପ ଦିନରେ ସମାପ୍ତ ହୋଇଯିବେ । ବିକ୍ରମ ଓ ପ୍ରଜ୍ଞାନ ଦୁଇ ଜଣ ଯାକ ମରିଯିବେ । ଅନେକଙ୍କ ମତରେ ଧାରଣା ରହିଛି କି ପ୍ରଜ୍ଞାନ ଓ ବିକ୍ରମ ତ ମଣିଷ ନୁହେଁ ଦୁହେଁ ରୋଭାର ।
ସେଥିପାଇଁ ସେମାନେ କେମିତି ମରି ପାରିବେ ? ଏଠାରେ କହି ରଖୁଛୁ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ର କୌଣସି ସନ୍ଧାନ ରେ ଯାନ ନାହିଁ । ଏମାନେ ସୋଲାର ଶକ୍ତି ଉପରେ ନିର୍ଭର କରିଥାନ୍ତି । ସୂର୍ଯ୍ୟ ଠାରୁ ଶକ୍ତି ନେଇ ଏମାନେ ତାଙ୍କର କାମ କରୁଛନ୍ତି । କିନ୍ତୁ ଚନ୍ଦ୍ର ଦିବସ ଅନୁଯାୟୀ ପୃଥିବୀ ରେ ଗୋଟେ ଦିନ ର ଅର୍ଥ ଚନ୍ଦ୍ର ପ୍ରୁଷ୍ଠ ରେ 14 ଦିନ ।

ଏହାର ଅର୍ଥ ପୃଥିବୀ ରେ ଗୋଟେ ଦିନ ସୂର୍ଯ୍ୟ ଙ୍କ ଆଲୋକ ପଡୁଥିବା ବେଳେ ଚନ୍ଦ୍ର ପୃଷ୍ଠ ରେ ଲଗାତାର 14 ଦିନ ଯାଏ ନ ସୂର୍ଯ୍ୟ ଆଲୋକ ପଡିଥାଏ । ଏହା ପରେ ବାକି 14 ଦିନ ପୁରା ଅନ୍ଧାର ହୋଇଯାଏ । ତେବେ ରୋଭର ଓ ଲ୍ୟାଣ୍ଡର ଏହି 14 ଦିନ ସୂର୍ଯ୍ୟ ଙ୍କ ଠାରୁ ଆଲୋକ ନେଇ ସୋଲାର ସାହାର୍ଯ୍ୟ ରେ ଇସ୍ରୋ କୁ ତଥ୍ୟ ଦେଉଛନ୍ତି । ମାତ୍ର ଆଉ 6 ଦିନ ପରେ ଚନ୍ଦ୍ର ପୃଷ୍ଠ ପୁରା ଅନ୍ଧାର ହୋଇଯିବ ।
ଯାହା ଫଳରେ ବିକ୍ରମ ଓ ପ୍ରଜ୍ଞାନ କାମ କରିବା ବନ୍ଦ କରି ଦେବେ । ଏହାର କାରଣ ହେଉଛି ଚନ୍ଦ୍ର ପୃଷ୍ଠ ରେ ଅନ୍ଧାର ହେଲେ ପୁରା ଥଣ୍ଡା ହୋଇଯାଏ । ଏଠାରେ ତାପମାତ୍ରା-250 ଡିଗ୍ରୀ କୁ ଚାଲିଯାଏ । ଫଳରେ ଲ୍ୟାଣ୍ଡର ଓ ରୋଭର ସିଷ୍ଟମ ପୁରା ବନ୍ଦ ହୋଇଯିବ । ଯଦି ଦେଖିବା 14 ଦିନ ପରେ ଅନ୍ଧାର ଗଲା ପରେ ଯେବେ ସୂର୍ଯ୍ୟ ଆସିବେ ସେତେବେଳେ ରୋଭର ଓ ପ୍ରଜ୍ଞାନ କାମ କରିବା କି ନାହିଁ ତାହ ବିଷୟରେ କୌଣସି ସୂଚନା ଦେଇନି ଇସ୍ରୋ । ସବୁଠୁ ଜରୁରୀ କଥା ଆଉ 6 ଦିନ ଯାଏଁ ଜରୁରୀ ତଥ୍ୟ ପଠାଇବା ପ୍ରଜ୍ଞାନ ଓ ବିକ୍ରମ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।