ଯାଜପୁରରେ ଲାଞ୍ଜକୁ ଟେକି ଗୋଡ଼ାଇଲା ମଣିଷଖିଆ କୁମ୍ଭୀର, ପାଣି ଭିତରେ ଅପେକ୍ଷା କରିଛି ମଣିଷ ମାଂସ…

ନଦୀ ଭିତରେ ଲାଞ୍ଜ କୁ ଟେକି ଗୋଡାଇଲା କୁମ୍ଭୀର । ଗୋଡ କୁ ଧରୁ ଧରୁ ପାଣି ଉପରକୁ ଉଠି ଆସିଲେ ଲୋକେ । ପାଣି ଭିତରେ ଲୋକଙ୍କୁ ଖାଇବାକୁ ଜଗି ବସିଥିଲା କୁମ୍ଭୀର ଆଉ ସୁଯୋଗ ପାଇବା ମାତ୍ରେ କ୍ଷିପ୍ର ଗତିଆରେ ଲାଞ୍ଜ କୁ ଟେକି ବିଶାଳକାୟ କୁମ୍ଭୀର ଗୋଡାଇଲା । ଜୀବନ ବଞ୍ଚିଗଲା ପରେ ଲୋକେ କହିଲେ ଭଗବାନ ଆମକୁ ବଞ୍ଚାଇ ଦେଲେ । ହଁ ଦର୍ଶକ ବନ୍ଧୁ କୁମ୍ଭୀର ମୁହଁ ରେ ପଡୁ ପଡି ଆଜି ବଞ୍ଚି ଯାଇଛନ୍ତି ଲୋକେ ।

ସବୁ ରାଜ୍ୟରେ ନଦୀ ମାନଙ୍କରେ କୁମ୍ଭୀର ମାନଙ୍କର ଆତଙ୍କ ବଢିବାରେ ଲାଗିଛି । ପ୍ରଜନନ ସମୟ ହୋଇ ଥିବାରୁ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇ ଉଠିଛନ୍ତି । ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଖରସ୍ରୋତା ନଦୀ ରେ । ବିରୂପା ନଦୀ ରେ ଶିକାର କରିବା ପରେ ଏବେ ଖରସ୍ରୋତା ନଦୀ ରେ ମଧ୍ୟ ମଣିଷଖିଆ ଶିକାର କରିବା ପାଇଁ ପହଞ୍ଚି ଯାଇଛି ।

ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ କୁମ୍ଭୀର ଟି ତାର ଲାଞ୍ଜ କୁ ଟେକି ଗୋଡାଇ ଆସୁଛି । ପାଣି ଭିତର ଏ ଗୋଡ କୁ ଟାଣି ନେଉ ନେଉ ଶିକାର ରେ ବିଫଳ ହୋଇଛି କୁମ୍ଭୀର । ଲୋକେ କୁମ୍ଭୀର ର ଲାଞ୍ଜ ଦେଖି ଜୀବନ ବଞ୍ଚାଇ ଭୟରେ ପାଣି ଉପରକୁ ଉଠି ଆସିଥିଲେ । ଖବର ଅନୁଯାୟୀ ଆଜି ସକାଳୁ ସକାଳୁ ମାଛ ଧରିବା ପାଇଁ କିଛି ମଶ୍ଚ୍ୟଜୀବି ମାନେ ବାହାରିଥିଲେ ।

ହେଲେ ନଦୀ କୁ ଯାଉ ଯାଉ ବିରାଟ କୁମ୍ଭୀର ଲାଞ୍ଜ ଟେକି ପକାଇଥିଲା । ହେଲେ ଭାଗ୍ୟ ଭଲ ଥିବାରୁ କୁମ୍ଭୀର ମୁହଁ ରୁ ବଞ୍ଚି ଯାଇଥିଲେ ଗାଁ ଲୋକେ । କୁମ୍ଭୀର ଟି କୂଳରେ ଥିବାରୁ ଲୋକ ମାନେ ତାର ଭିଡିଓ ନେଇଥିଲେ । ଭିଡିଓ ରୁ ସ୍ପଷ୍ଟ ହେଉଛି ତାର ଆକାର କେତେ ଭୟାନକ । କୁମ୍ଭୀର ଯଦି କାହାକୁ ଶିକାର କରିଥାନ୍ତା ତେବେ ସେହି ବ୍ୟକ୍ତିରେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାନ୍ତା ।

ବିରୂପା ନଦୀ ପରେ ଖରସ୍ରୋତା ନଦୀ ହୋଇଥାନ୍ତା କୁମ୍ଭୀର ଆକ୍ରମଣ ର ଶିକାର । ହେଲେ ଜୀବନ ଯାଉ ଯାଉ ବଞ୍ଚିଗଲା । ଅନ୍ୟ ପରେ ରାଜ୍ୟର ବିଭିନ୍ନ ନଦୀ ରେ କୁମ୍ଭୀର ଆତଙ୍କ ଖେଳୁ ଥିବାରୁ ବନ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଖାଲି ନଦୀ କୁ ଯିବାକୁ ବାରଣ କରୁଛି । ତେବେ ପ୍ରଶ୍ନ ଉଠିଛି ଏତେ ଗୁଡାଏ କୁମ୍ଭୀର ଆସୁଛନ୍ତି କେଉଁଠୁ ? କେବଳ ଭିତରକନିକା ରେ କୁମ୍ଭୀର ମାନଙ୍କୁ ଚାଷ କରା ଯାଉଛି ।

କୁମ୍ଭୀର ମାନଙ୍କର ବିସ୍ତାର କରିବା ପାଇଁ ଭିତରକନିକା କୁ ସ୍ଥିର କରା ଯାଇଛି । କିନ୍ତୁ ଭିତରକନିକା ରେ ରହି ମଧ୍ୟ କେମିତି କୁମ୍ଭୀର ବାହାରକୁ ଆସୁଛନ୍ତି ଏଥିପ୍ରତି ଦ୍ରୁଷ୍ଟି କଣ ପାଇଁ ଦିଆ ଯାଉ ନାହିଁ ? ଏତେ ପରିମାଣରେ କୁମ୍ଭୀର ମାନଙ୍କର ବଂଶ ବିସ୍ତାର ମନୁଷ୍ୟ ଜାତି ପାଇଁ କେତେ ଦୂର ଠିକ ଏମିତି ନାନା ପ୍ରଶ୍ନ ଏବେ ଉଙ୍କି ମାରୁଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।