ଘରେ କେହି ନଥିଲେ ଭାଇ ସବୁବେଳେ ମୋ ସହ ରଖୁଥିଲା ଶାରିରୀକ ସମ୍ପର୍କ, ମୁଁ ଏବେ ପ୍ରେଗନେଣ୍ଟ

ଏମିତିକା ଭାଇ କାହାକୁ ଦୁନିଆରେ ନ ମିଳୁ । ବାରମ୍ବାର ଭାଇ ନିଜ ଭଉଣୀ ସହ ଶାରୀରିକ ସମ୍ପର୍କ ରଖୁଥିଲା କିନ୍ତୁ ଭଉଣୀ ଜାଣିପାରୁ ନ ଥିଲା । ଆଉ ଏବେ ଭଉଣୀ ଗର୍ଭବତୀ ହେବା ପରେ କଥା ସାମନାକୁ ଆସିଲା । ଆଉ ଏହି ଯୁବକ ଏବେ ଗିରଫ ହୋଇଛନ୍ତି । ସମ୍ପର୍କରେ ଦୁଇ ଜଣ ଭାଇ ଭଉଣୀ । କିନ୍ତୁ ଭାଇ ହୋଇ ଅମଣିଷ ପରି ଭଉଣୀ ସହ ସମ୍ପର୍କ ରଖୁଥିଲା । ହଁ ଦର୍ଶକ ବନ୍ଧୁ ଏଭଳି ଲଜ୍ୟାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗା ଥାନା ଅଞ୍ଚଳରେ ।

ନିଜ ଭଉଣୀ ଯାହାର ବୟସ ମାତ୍ର 16 ବର୍ଷ ହେବ ଶାରୀରିକ ଓ ମାନସିକ ସ୍ତର ରେ ଭିନ୍ନ କ୍ଷମ । ସେ କିଛି ଜାଣି ପାରନ୍ତି ନାହିଁ ବୋଲି ନିଜ ଦାଦା ପୁଅ ଭାଇ ଘରକୁ ଆସି ସବୁବେଳେ ଶାରୀରିକ ସମ୍ପର୍କ ରଖୁଥିଲା । ଆଉ ଗର୍ଭବତୀ ହେବା ପରେ ଏବେ କଥା ବାହାରକୁ ଆସିଲା । ପୋଲିସର ସୂଚନା ଅନୁଯାୟୀ ନାବାଳିକା ଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ସମ୍ପର୍କ ରେ ହେଉଛନ୍ତି ଭାଇ ଭଉଣୀ ।

ଆଉ ସେପଟେ ପୀଡ଼ିତା ଙ୍କ ବାପା ଜନ୍ମ ରୁ ଅନ୍ଧ ଆଉ ମା ଅତି ନିରୀହ । ସେମାନଙ୍କର ପରିବାର ବହୁତ ଗରିବ ପାଇରବର । ଆଉ ଏହାର ଫାଇଦା ନେଇ ଭଳି ଦାଦା ପୁଅ ଭାଇ ସବୁବେଳେ ଘରକୁ ଯାଇ ଭଉଣୀ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଇନ୍ତୁ ଯେବେ ଭଉଣୀ ଅସୁସ୍ଥ ହୋଇ ପଡିଲା ବାରମ୍ବାର ବାନ୍ତି କରିଲା । ପରିବାର ଲୋକେ ସନ୍ଦେହ କରିଲେ ।

ଆଉ ମା ଗାଁ ର ଆଶା ଦିଦି ଙ୍କୁ ଜଣାଇ ଥିଲେ । ଶେଷରେ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ଦାଦା ପୁଅ ଭାଇ ଶାରୀରିକ ସମ୍ପର୍କ ରଖିକି ଭଉଣୀ କୁ କରି ଦେଇଛି ଗର୍ଭବତୀ । ତେବେ ଏହି ଘଟଣା ଟି ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ୟାଜନକ । ଗୋଟେ ଭାଇ ନିଜ ଭଉଣୀ ସହ ଏଭଳି କରି ପାରିଛି । ତେବେ ତୁରନ୍ତ ପୀଡ଼ିତା ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରା ଯାଇଥିଲା ଆଉ ଜଣା ପଡିଥିଲା ସେ 3 ମାସର ପ୍ରେଗନେଣ୍ଟ ଅଛନ୍ତି ।

ଶେଷରେ ଯୁବତୀଙ୍କର ଗର୍ଭପାତ କରାଗଲା । ଆଉ ଗର୍ଭପାତ ପରେ ଝିଅ ଟି ଗୁରୁତର ହେବାରୁ ତାଙ୍କୁ ପ୍ରାୟ 6 ଦିନ କାଳ ମେଡିକାଲ ରେ ଚିକିତ୍ସା କରାଗଲା । ସେପଟେ ଶିଶୁ ସୁରକ୍ଷା ତଦନ୍ତ ରୁ ଘଟଣାଟି ସତ ପ୍ରମାଣିତ ହେବା ପରେ ଝିଅର ପରିବାର ପକ୍ଷରୁ ଥାନାରେ ଲିଖିତ ଭାବେ ଏତାଲା ଦିଆ ଯାଇଥିଲା । ପରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ତପନ କୁମାର ନାହକ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ ।

ଏତାଲା ଦେବାର 6 ଦିନ ପରେ ଥାନା ଅଧିକାରୀ ଅଭିଯୁକ୍ତ ଆଶୁତୋଷ ରଣା ଙ୍କୁ ଫୁଲବାଣୀ ସଦର ଥାନା ଠାରୁ ଗିରଫ କରିଥିଲା । ଆଉ ଏପଟେ ଏହି ଘଟଣାକୁ ନେଇ ଚାରି ଆଡେ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।