ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯୋଡା ଶ୍ରାବଣ ମାସରେ ଏହି ୪ ଟି ରାଶିର ଭାଗ୍ୟ ଚମକିବା ପାଇଁ ଯାଉଅଛି । ଭଗବାନ ମହାଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟ ଏହି ପବିତ୍ର ଶ୍ରାବଣ ମାସରେ ଚମକିବା ପାଇଁ ଯାଉଛି । ତେବେ ରାଶି ମାନଙ୍କର ଗ୍ରହ, ନକ୍ଷତ୍ର ମାନଙ୍କର ସ୍ଥିତି ଅନୁଯାଇ ଏହି ଶ୍ରାବଣ ମାସରେ ହିଁ ଭାଗ୍ୟର ସପକ୍ଷ ତାଙ୍କ ଉପରେ ରହିବା ପାଇଁ ଯାଉଛି । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ସେହି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ଆଲୋଚନା କରିବା ।

ତୁଳା ରାଶି;- ତୁଳା ରାଶି ମାନଙ୍କ ପାଇଁ ଏହି ଶ୍ରାବଣ ମାସଟି ଅତ୍ୟନ୍ତ ଭଲ ରହିବା ପାଇଁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ଘରେ ସୁଖ, ସମୃଦ୍ଧି ଆସିବା ପାଇଁ ଯାଉଛି । ଏହି ତୁଳା ରାଶିର ବେରୋଜଗାରୀ ଯୁବକ ମାନେ ରୋଜଗାର କରିବାର ପନ୍ଥା ପାଇପାରିବେ । ନୂଆ କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା, ବିଘ୍ନ ମଧ୍ୟ ଦୂର ହେବ । ସାମାଜିକ କାର୍ଯ୍ୟରେ ମଧ୍ୟ ଆପଣ ମାନେ ମନୋନିବେଶ କରିବେ । ଅର୍ଥାଭାବ ମଧ୍ୟ ଦୂର ହୋଇଯିବ ।
ବୃଷ ରାଶି;- ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଏହି ମାସରେ ସୁଧାର ଆସିବା ପାଇଁ ଯାଉଛି । ବୃଷ ରାଶିର ଆଗାମୀ ସମୟ ବହୁତ ହିଁ ଭଲ ରହିବା ପାଇଁ ଯାଉଛି । ବ୍ୟାପାର, ବାଣିଜ୍ୟ ମଧ୍ୟ ଭଲ ରହିବା ପାଇଁ ଯାଉଛି । ଜୀବନରେ ଚାଲିଥିବା ଦୁଃଖତ୍ର ଅନ୍ତ ଘଟିବା ପାଇଁ ଯାଉଛି ।

ସିଂହ ରାଶି;- ସିଂହ ରାଶିର ବ୍ୟକ୍ତିବିଶେଷଙ୍କର ଉପରେ ଭଗବାନ ଶିବଙ୍କର ଅପାର କୃପା ରହିବା ପାଇଁ ଯାଉଛି । ଜୀବନରେ ସଫଳତା ମିଳିବାର ଯୋଗ ମଧ୍ୟ ବନୁଅଛି । ଆପଣଙ୍କ ଜୀବନରେ ଚାଲିଥିବା ଆର୍ଥିକ ସଙ୍କଟରୁ କିଛି ମାତ୍ରାରେ ଆଶ୍ବସ୍ଥି ପାଇବେ । ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ଫଳ କେବେବି ବୃଥା ଜୀବନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସନ୍ତାନ ପ୍ରାପ୍ତିର ଖୁସି ଖବର ଶୁଣିବାକୁ ପାଇପାରନ୍ତି ।
କନ୍ୟା ରାଶି;-ଏହି ରାଶିର ବ୍ୟକ୍ତିବିଶେଷଙ୍କର ଭାଗ୍ୟ ଏହି ଶ୍ରାବଣ ମାସରେ ଚମକିବା ପାଇଁ ଯାଉଛି । ଘରେ ଶାନ୍ତିର ବାତାବରଣ ରହିବ । ଚାକିରୀ ତଥା ବାଣିଜ୍ୟ କ୍ଷେତ୍ରରେ ଉନ୍ନତିର ମାର୍ଗ ପାଇପାରନ୍ତି । ପ୍ରେମ ଜୀବନରେ ପ୍ରେମ ନିବିଡ ହେବ । ଘରେ ବାହାଘର ପାଇଁ ପ୍ରସ୍ତାବ ମଧ୍ୟ ଆସିପାରେ । ଘରେ କୌଣସି ଧାର୍ମିକ କାର୍ଯ୍ୟର ଶୁଭାରମ୍ଭ କରିବେ । ଭାଇ, ଭଉଣୀଙ୍କ ସହ ଭଲ ସମ୍ପର୍କ ବଜାୟ ରହିବ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏହା ସହ କମେଣ୍ଟରେ ହର ହର ମହାଦେବ ଲେଖିକି ଆମକୁ ନିହାତି ଭାବେ ଜଣାନ୍ତୁ । ଧନ୍ୟବାଦ