ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ସକାରାତ୍ମକ ଶକ୍ତିର ପ୍ରଭାବ ଅଛି । ତେବେ ନକରାତ୍ମକ ଶକ୍ତି ମଧ୍ୟ ଦୁନିଆରେ ରହିଅଛି । ତେବେ ଆଜି ଆପଣ ମାନେ ଜାଣିବାକୁ ପାଇବେ । ଯଦି ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ରହିଥାଏ । ତେବେ ଏଥିପାଇଁ ଆପଣ ମାନେ କଣ କରିବେ । ଯଦି କାହା ଉପରେ କୌଣସି ଖରାପ ନଜର ଲାଗିଯାଇଥାଏ । ତେବେ ରଶୁଣ, ଶୁଖିଲା ଲଙ୍କା ଓ ଲୁଣକୁ ଏକାଠି ଧରି ସେହି ବ୍ୟକ୍ତି ମୁଣ୍ଡ ଚାରିପଟେ ୭ ଥର ବୁଲାଇ ଆଣିଲେ । ନଜର ଦୋଷ କଟିଯାଇଥାଏ ।
ଯେଉଁ ବ୍ୟକ୍ତି ଖରାପ ଦ୍ରୁଷ୍ଟି କିମ୍ବା ତନ୍ତ୍ରମନ୍ତ୍ରର ପ୍ରଭାବରୁ ବଞ୍ଚିବା ପାଇଁ ଚାହୁଁଥାନ୍ତି । ସେମାନଙ୍କୁ ନିଜ ହାତରେ କଳା ଫିଡା ବାନ୍ଧିବା ଉଚିତ । ଯଦି କୌଣସି ବ୍ୟକ୍ତିର କୌଣସି କୌଣସି ପ୍ରକାର ରୋଗ ନଥାଇ ମଧ୍ୟ ଦେହ ହାତରୁ ଅଯଥା ଝାଳ ବାହାରୁଥାଏ । ହାତ, ପାଦ ଶୁଖିଯାଉଥାଏ । ତେବେ ଏହା କୌଣସି ତନ୍ତ୍ରମନ୍ତ୍ରର କୁପ୍ରଭାବ ଆପଣଙ୍କ ଉପରେ ପଡିଥିବାର ସମ୍ଭାବନା ରହିଥାଏ । ତେବେ ନିଜ ଶୋଇବା ସମୟରେ ମୁଣ୍ଡ ପାଖରେ ଗୋଟିଏ ଗ୍ଳାସରେ ପାଣି ରଖି ଶୁଅନ୍ତୁ ।
ତାପରେ ସେହି ପାଣିକୁ ନେଇ ସକାଳେ କୌଣସି ଏକ ଗଛ ମୂଳରେ ଢାଳି ଦିଅନ୍ତୁ । ଯଦି ଗଛଟି ଶୁଖିଯାଇଥାଏ । ତେବେ ଜାଣିଯିବେ, ଆପଣଙ୍କ ଉପରେ କୌଣସି ଏକ କୁଶକ୍ତିର ପ୍ରଭାବ ରହିଥିଲା । ଯଦି କୌଣସି ବ୍ୟକ୍ତି ଘରେ ସବୁବେଳେ ଝଗଡା କରୁଥାଏ । ବା ସବୁବେଳେ ଅଶାନ୍ତିକର ପରିବେଶ ସୃଷ୍ଟି କରୁଥାଏ ।
ତେବେ ସେହି ବ୍ୟକ୍ତି ମୁଣ୍ଡ ଚାରିପଟେ ଗୋଟିଏ ଲେମ୍ବୁକୁ ୨୧ ଥର ବୁଲାଇ ଏକ ୪ ଚକିଆ ଛକରେ ରଖି ଦିଅନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଲକାରୀ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଉପରେ ଭୁତ କିମ୍ବା ପ୍ରେତଙ୍କର ଶାୟା ରାହୁଥାଏ । ତେବେ ଜୀରାକୁ ନିଆଁରେ ପକାଇ ତାର ବାସ୍ନାକୁ ସେହି ବ୍ୟକ୍ତିକୁ ଶୁଙ୍ଘାଇ ଦିଅନ୍ତୁ । ତେବେ ଭୁତ, ପ୍ରେତଙ୍କର ପ୍ରଭାବ କଟିଯାଇଥାଏ ।
ଘରର ଦ୍ଵାର ମୁହଁରେ ଧଳା ଅରକ୍ଷ ଗଛ ଲଗାଇବା ଦ୍ଵାରା ଘର ପାଇଁ ଭଲ ହୋଇଥାଏ । ଘରେ କୌଣସି ପ୍ରକାର ଅଶୁଭ ଶକ୍ତି ପ୍ରବେଶ କରିପାରିବେ ନାହିଁ । ଘରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ସହିତ ଘରେ ଶାନ୍ତିପାଠର ଏକ ହୋମଯଜ୍ଞ କରିବା ଦ୍ଵାରା ଘର ପାଇଁ ବହୁତ ହିଁ ମଙ୍ଗଳ ଦାୟକ ହୋଇଥାଏ ।
ଘରର ବାସ୍ତୁଦୋଷ ମଧ୍ୟ ଠିକ ରହିଥାଏ । ଘରେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ଘର ପାଇଁ ବହୁତ ହିଁ ଶୁଭଦାୟକ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ