ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଥିବା ବିଷୟଟି ହେଲା ରାସ୍ତାରେ ଯାଉଥିବାବେଳେ ଯଦି ଆପଣଙ୍କୁ ବେଲପତ୍ର ଟି ଦେଖାଯାଏ ତେବେ କଣ ଆପଣଙ୍କୁ ତାହା ଉଠାଇବା ଉଚିତ୍ ବା ତାହାକୁ ଛାଡିକି ପଳେଇବା ଉଚିତ୍ । ସାଧାରଣତ ଆପଣମାନଙ୍କୁ ରାସ୍ତାରେ ଯିବାବେଳେ ବେଲପତ୍ର ପଡିଥିବ ମାତ୍ର ଆପଣତାହାକୁ କେବେବି ନଜର କରିନଥିବେ ।

ତେବେ ଆଜିଠୁ ମନେ ରଖନ୍ତୁ ଯଦି ରାସ୍ତାରେ ବେଲପତ୍ର , ଗାୟିତ୍ରୀ ଫିତା ବା ତୁଲସୀ ପତତ୍ର ଦେଖାଯାଏ ତେବେ ଆପଣ ତାହାକୁ କିପରି ବ୍ୟବହାର କରିବା ଦ୍ଵାରା ଇଶ୍ଵରଙ୍କ ଦାୟା ପ୍ରାପ୍ତ କରିଥାନ୍ତି । ରାସ୍ତାରେ ବେଲପତ୍ର ମିଳିବାକୁ ବହୁତ ଶୁଭ ମାନାଯାଇଥାଏ ଏହାକୁ ଭଗବାନଙ୍କ ଆର୍ଶୀବାଦ ମନେକରାଯାଏ । ଏହା ଆପଣମାନଙ୍କ ଭାଗ୍ୟକୁ ବଦଳାଇଥାଏ ଏବଂ ଏହା ସମସ୍ତକୁ ମିଳିନଥାଏ ଶହେ ରୁ ଜଣେ ବ ଦୁଇ ଜଣକୁ ମିଳିଥାଏ ।
ମାତ୍ର କଦାଚିତ ଏହାକୁ ଯେଉଁ ବ୍ୟକ୍ତିକୁ ମିଳିଥାଏ ତାହାର ଜୀବନ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ । ତା ‘ ଜୀବନରେ ଥିବା ଧନର ଅଭାବ ସବୁ ଦିନ ପାଇଁ ଦୂର ହୋଇଯାଏ । ଯେଉଁମନେ ଦେବିଦେବତାଙ୍କ ପୂଜା ଆରାଧନା କରିଥାନ୍ତି ଓ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ କରିଥାନ୍ତି ସେମାନଙ୍କ ଜୀବନରେ ଭଗବାନ ଶିବଙ୍କ କୃପାକୁ ବେଲପତ୍ର,ତୁଳସୀପତ୍ର ,ଗାୟତ୍ରୀ ଫିତା ଆଦି ରାସ୍ତାରେ ମିଳେ ଏବଂ ତାହାକୁ ବ୍ୟବହାର କରିବା ଦ୍ଵାରା ସେମାନଙ୍କ ଜୀବନରେ ଥିବା ଧନଜନିତ ସମସ୍ୟା ଦୂର ହୋଇଯାଏ ।

ତେଣୁ ଭାଗ୍ୟ ବଶତ ଯଦି ଆପଣଙ୍କୁ ରାସ୍ତାରେ ବେଲପତ୍ର ଦେଖାଦିଏ ତେବେ ତାହାକୁ ଅଣଦେଖା କରି ଯାଆନ୍ତୁ ନାହିଁ । ଆପଣ ପତ୍ରକୁ ଅଣଦେଖା କରୁନାହାଁନ୍ତି ବରଂ ଆପଣଙ୍କ ଭାଗ୍ୟକୁ ଆଡେଇ ଦେଉଛନ୍ତି । ତେଣୁ ରାସ୍ତାରେ ମିଳିଥିବା ବେଲପତ୍ରକୁ ନେଇ ସେଥିରେ ଲାଲ ଚନ୍ଦନ ବା ହଳଦିଆ ଚନ୍ଦନରେ ନିଜର କେବଳ ଗୋଟାଏ ମନକାମନାକୁ ଲେଖି ନିକଟରେ ଥିବା ଶିବଲୀଙ୍ଗରେ ଛଡାଇବା ଦ୍ଵାରା ଆପଣଙ୍କ ମନର ଇଛା ନିଶ୍ଚୟ ପୂରଣ ହୁଏ ।

ମାତ୍ର ବିଶ୍ଵାସ ବିନା କୋଣସି ବିଷୟ ପୂରଣ ହେବା ଅସମ୍ଭବ ତେଣୁ ବିଶ୍ଵାସ ସହକାରେ ତାହାକୁ କରନ୍ତୁ ଦେଖିବେ ତାହା ପରଠାରୁ ଆପଣଙ୍କ ଜୀବନ ବଦଳିବାକୁ ଲାଗିବ ଆପଣ ଘରେ ଥିବା ଦୁଃଖକଷ୍ଟ ,ଧନ ସମସ୍ୟା ଆଦି ଦୂରିକୃତ ହୋଇଥାଏ । ଆପଣଙ୍କ ଭାଗ୍ୟ ସୁନା ପରି ଚମକିବାକୁ ଲାଗିବ । ଯଦି ଆପଣଙ୍କୁ ତୁଳସୀପତ୍ର ରାସ୍ତାରେ ମିଳିଥାଏ ତେବେ ତାହାକୁ ପାଣିରେ ଭଲଭାବରେ ଧୋଇ ଗୁଡ ଓ ଚଣା ସହ ଏହାକୁ ମିଶେଇ ଶନିବାର ଦିନ ଭଗବାନ ହନୁମାନଙ୍କୁ ଛଡେଇବା ଦ୍ଵାରା ଆପଣ ଭାଗ୍ୟ ଫୁଟିବାକୁ ଲାଗିଥାଏ ।

ହନୁମାନ ଆପଣଙ୍କ ଶତ୍ରୁଙ୍କ ବିନାଶ କରିଥାନ୍ତି । ଯଦି ଆପଣଙ୍କୁ ଗାୟତ୍ରୀ ଫିତା ମିଳିଥାଏ ତେବେ ତାହାକୁ ମାଟିରେ ପୋତି ଦେବା ଦ୍ଵାରା ଆପଣଙ୍କୁ ସବୁ ଦୋଷରୁ ମୁକ୍ତି ମିଳିଥାଏ । ରାସ୍ତାରେ ମିଳିଥିବା ପଇସାକୁ ମାତା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରି ବ୍ୟବହାର କରିବା ଉଚିତ୍ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗେ ତେବେ ଆମ ପେଜ୍ କୁ ଲାଇକ,ଶେୟାର ଆଉ କମେଣ୍ଟ କରନ୍ତୁ ।