ନମସ୍କାର ବନ୍ଧୁଗଣ । ପୁଣି ହେଲା ଟ୍ରେନ ଦୁର୍ଘଟଣା । ମରୁ ମରୁ ବଞ୍ଚିଗଲେ ଶହ ଶହ ଲୋକ । ରେଳ ଧାରଣରୁ ବାହାରି ପଡିଲା ଟ୍ରେନ । ଅଚାନକ ହେଲା ଦୁର୍ଘଟଣା । ଅଟେ ବଡ ଦୁର୍ଘଟଣା ହେଉ ହେଉ ବଞ୍ଚି ଯାଇଛି । ବାହାନଗା ଭଳି ଯାଇଥାନ୍ତା ସହ ସହ ଯାତ୍ରୀ ମାନଙ୍କର ଜୀବନ । ସଂପୂର୍ଣ୍ଣ ଟ୍ରେନ ଟି ଲାଇନ ଚ୍ୟୁତ ହୋଇ ଯାଇଛି । ଏଭଳି ଦୃଶ୍ୟ କୁ ଦେଖିଲେ ଭୟଭୀତ ଲାଗୁଛି । ରାତି ର ଅନ୍ଧାର ରେ ହୋଇଥିଲା ବିରାଟ ଦୁର୍ଘଟଣା ।
ରେଳ ଧାରଣରୁ ବାହାରକୁ ମାଡି ଆସିଥିଲା ଟ୍ରେନ । ବିରାଟ ଶବ୍ଦ କରି ବଡ ବଡ ଚିପ୍ସ ଉପରେ ଟ୍ରେନ ଟି ଗଡିଥିଲା । ହଁ ଦର୍ଶକ ବନ୍ଧୁ ଜୁନ 2ରେ ବାହାନଗା ଠାରେ ଟ୍ରେନ ଦୁର୍ଘଟନାର ଛାପ ଏ ଯାଏଁ ଲିଭି ନ ଥିବା ବେଳେ ଘଟି ଯାଇଛି ଆଉ ଏକ ଅଘଟଣ । ଯାହାକୁ ନେଇ ଏବେ ଚାରି ଆଡେ ଭୟର ଆତଙ୍କ ଖେଳି ଯାଇଛି । ଏମିତି ଦୁର୍ଘଟଣା ଦେଖିବାକୁ ମିଳିଛି ବାହାନଗା ଠାରୁ 140 କିମି ଦୂରରେ ଥିବା ଖରଗପୁର ଷ୍ଟେସନ ରେ ।
ହଁ ଦର୍ଶକ ବନ୍ଧୁ ଆପଣ ମାନେ ଏହି ଏ ଦୃଶ୍ୟ କୁ ଥରେ ନଜର ପକାନ୍ତୁ । କେମିତି ଟ୍ରେନ ଟି ପୁରା ଲାଇନ ବାହାର କୁ ଚାଲି ଆସିଛି । ଆଉ ଲେଉଟିବାରୁ ପୁରା ଅଳ୍ପକେ ବର୍ତ୍ତୀ ଯାଇଛି । ଅଟା କାଲୀ ରାତି ପ୍ରାୟ 9ଟା ରେ ପଶ୍ଚିମବଙ୍ଗ ପଶ୍ଚିମା ମେଦିନୀପୁର ଜିଲ୍ଲା ର ଖରଗପୁର ଷ୍ଟେସନ ରେ ମେଦିନୀପୁର ହାୱଡା ଲୋକାଲ ଟ୍ରେନ ଟି ଲାଇନ ଚ୍ୟୁତ ହୋଇ ଯାଇଥିଲା ।
ମେଦିନୀପୁର ରୁ ଲୋକ ମାନଙ୍କୁ ଖାଲି କରି ହାୱଡା କୁ ଯାଉଥିଲା ଟ୍ରେନ । ତେବେ ଲୋକାଲ ଟ୍ରେନ ଟି ପୁରା ଖାଲି ଥିଲା । ଯାହା ପାଇଁ କିଛି ବଡ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଯାତ୍ରୀ ମାନେ । ଯଦି ଟ୍ରେନ ରେ ଯାତ୍ରୀ ରହିଥାନ୍ତେ ତେବେ କଣ ହୋଇଥାନ୍ତା ତାହା କହି ହେବ ନାହିଁ । ଦୁର୍ଘଟଣା ପାଇଁ 30 ମିନିଟ ଯାଏଁ ଟ୍ରେନ ଚଳାଚଳ ସେହି ଲାଇନ ରେ ବନ୍ଦ ରହିଥିଲା ।
ଇଞ୍ଜିନ ପରେ 5 ଟି ବଗି କୁ ଲାଇନ ଉପରୁ କଢା ଗଲା । ତା ପରେ ଆରମ୍ଭ ହେଲା ଟ୍ରେନ ଚଳାଚଳ । ଏମିତି କିଛି ସୂଚନା ଦେଇଛନ୍ତି ରେଳ ଅଧିକାରୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।