ମୁଁ ଭାସି ଯାଉଛି ରେ ମୋତେ ବଞ୍ଚାଅ ! ବାପା ମୋତେ ବଞ୍ଚାଅ… ସାଙ୍ଗମାନେ ଟିକେ ସାହାଯ୍ୟ କର… ସମୁଦ୍ରରେ ହଜିଗଲା ସବୁ ମଜା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ସମୁଦ୍ରରେ ଭାସି ଯାଉଛି ବାପା ମୋତେ ବଞ୍ଚାଅ ! ହଁ ବନ୍ଧୁଗଣ ଏପରି କିଛି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲୀ ଗ୍ରାମରେ ଦେଖିବାକୁ ମିଳିଛି । ଖରା ହେଉଥିବା ଯୋଗୁ ୫ ଜଣ ଝିଅ ସାଙ୍ଗ ମିଶି ଗ୍ରାମ ନିକଟସ୍ଥ ସମୁଦ୍ର କୁଳକୁ ଗାଧାଇବା ପାଇଁ ଯାଉଥିଲେ । ତେବେ ସେଠାରେ ଗାଧାଉ ଗାଧାଉ ଏପରି କିଛି ଅଭାବନୀୟ ଘଟଣା ଘଟି ଯାଇଥିଲା ।

ତେବେ ମଜାମସ୍ତି କରି ପାଣିରେ ସାଙ୍ଗ ମାନେ ମିଶି କରି ଗାଧାଉ ଥିବା ସମୟରେ ଜଣେ ସାଙ୍ଗର ପାଣିରେ ବୁଡି ହଟାତ ମୃ-ତ୍ୟୁ ହୋଇଯାଇଥିଲା । ଅନ୍ୟ ଏକ ସାଙ୍ଗ ବର୍ତ୍ତମାନ ମଧ୍ୟ ମଧ୍ୟ ସମୁଦ୍ରରେ ନିଖୋଜ ଅଛନ୍ତି । ସାଙ୍ଗ ସାଙ୍ଗ ମଧ୍ୟରେ ଯେତେ ଯିଏ ଯାହାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ମଧ୍ୟ କେହି କାହାକୁ ବଞ୍ଚାଇବାରେ ସକ୍ଷମ ହୋଇପାରିନଥିଲେ । କେହି ପହଁରା ଯାନୀ ନଥିବାରୁ ୨ ଜଣ ସାଙ୍ଗ ସେହି ସମୁଦ୍ର ମଧ୍ୟରେ ଲହରୀ ଢେଉରେ ଭାଷୀ ଯାଇଥିଲେ ।

ତେବେ ସମୁଦ୍ର ପାଣିରେ ବୁଡି ମୃ-ତ୍ୟୁ ହୋଇଯାଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ସ୍ଵପନା ରାଣୀ ପଣ୍ଡିତ । ଅନ୍ୟ ଯେଉଁ ସାଙ୍ଗ ବର୍ତ୍ତମାନ ମଧ୍ୟ ସମୁଦ୍ର ମଧ୍ୟରେ ନିଖୋଜ ଅଛନ୍ତି । ସେ ହେଉଛନ୍ତି ପ୍ରଜ୍ଞା ରାଣୀ ତ୍ରିପାଠୀ । ତେବେ ଖବର ମୁତାବିକ ପ୍ରଜ୍ଞା ଯାତ୍ରା ଦେଖିବା ପାଇଁ ମାମୁଁ ଘରକୁ ବୁଲି ଯାଇଥିଲେ । ଖରା ଛୁଟିରେ ମାମୁଁ ଘର ବୁଲି ମଜା କରିବାକୁ ଯାଇଥିଲେ । ସତ କିନ୍ତୁ ତାଙ୍କର ସବୁ ମଜା ସେହି ସମୁଦ୍ର ମଧ୍ୟରେ ହିଁ ହଜି ଯାଇଥିଲା ।

କାରଣ ସେ ନିଜ ମାମୁଁ ଘର ପାଖରେ ଥିବା ସାଙ୍ଗସାଥିଙ୍କ ସହ ପାଖ ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ । ସମୁଦ୍ର ମଧ୍ୟରେ ସେ ଏପରି ଭାବେ ନିଖୋଜ ହୋଇ ଯାଇଥିଲେ । ଯେ ତାଙ୍କୁ ଖୋଜିବା ପାଇଁ ଓଡ୍ରାଫ ଟିମ ନିଜର ପ୍ରାଣପ୍ରଣେ ଉଦ୍ୟମ ଜାରୀ ରଖିଛି । ଏହା ସହିତ ସମୁଦ୍ର ଚାରି ପାଖରେ ଉଦ୍ଧାର କାର୍ଯ୍ୟ ପାଇଁ ଏୟାର କ୍ରାଫ୍ଟ ମଧ୍ୟ ନିୟାଜିତ କରାଯାଇଛି ।

ହେଲେ ଛାତ୍ରୀ ଜଣଙ୍କ ଗଭୀର ସମୁଦ୍ର ମଧ୍ୟରେ ହଜି ଯାଇଛନ୍ତି । ଯାହାଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ ବର୍ତ୍ତମାନ ଜାରୀ ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ସହ ଯୋଡି ହୋଇ ରହିବା ପାଇଁ ଆମ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ