ନମସ୍କାର ବନ୍ଧୁଗଣ ସୂଚନାଅନୁସାରେ ଏବେ ମୋବାଇଲ ରିଚାର୍ଜ କରିବା ଆବଶ୍ୟକ ନାହିଁ ,ବିନା ରିଚାର୍ଜରେ କଥା ହୁଅନ୍ତୁ ବନ୍ଧୁକ ସହ ଏହି ଡିଭାଇସ ଦେବ ରିଚାର୍ଜରୁ ମୁକ୍ତି ଜିଓ ହେଇ ବା ଏୟାରଟେଲ ରିଚାର୍ଜ କରିବା ସମୟରେ ବହୁତ ବିରକ୍ତି ହୋଇଥାଏ । ଆପଣମାନଙ୍କ ରିଚାର୍ଜ ତାରିଖ ଆସିଯାଇଥାଏ । କିନ୍ତୁ ଆପଣମାନେ ଜାଣି ନ ଥାନ୍ତି ଏହି ସମସ୍ୟାରୁ ମୁକ୍ତି ପାଇଁ ଏବେ ଆସିଯାଇଛି ଏକ ଚମତ୍କାରୀ ଡିଭାଇସ ।
ଏଥି ପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ କୁ କିଣିବାକୁ ପଡିବ । ଏହା ସାହାଯ୍ୟରେ ଆପଣ ବିନା ରିଚାର୍ଜ ରେ ଯେକୋଣସି ନମ୍ବର କୁ କଲ୍ଲ କରି ପାରିବେ ଓ ଏଥି ପାଇଁ ଆପଣଙ୍କୁ କିଛି ଅସୁବିଧା ହୋଇନଥାଏ । ଏହା ଏବେ ଖୁବ୍ ଟ୍ରେଣ୍ଡ ରେ ରହିଛି କିନ୍ତୁ ଏହାକୁ କେବଳ ଅନଲାଇନ ରେ ଖୁବ୍ ସହଜରେ ବୂକ କରିପାରିବେ । ଆପଣମାନଙ୍କ ମନରେ ସନ୍ଦେହ ହେଉଥିବ ଏହି ଡିଭାଇସ ର ଦାମ୍ ଅଧିକ ହୋଇଥିବ ଏହାର MRP କେବଳ 4000 ତାଙ୍କ ରହିଛି ।
ଆପଣ ଏହାକୁ 55 % ପତିଶତ discount ରେ କିଣିପାରିବେ । ଅଥାତ ଏକ ହଜାର ସାତ ଶହ ଅନେଶତ ଟଙ୍କାରେ କିଣିପାରିବେ ଏହାକୁ କେବଳ ସାତ ଦିନ ଭିତରେ ଏହି ଡିଭାଇସ ଆପଣଙ୍କ ଘରରେ ପହଞ୍ଚିଯିବ । ଏହାର ରେଞ୍ଜ 6 କିଲୋମିଟର ଥାଏ । ତେଣୁ କରି 6 କିଲୋମିଟର ଦୂରରେ ଥିବା ଯେକୋଣସି ବ୍ୟକ୍ତି ବା ନମ୍ବର ସହିତ ଆପଣ କଥା ହୋଇପାରିବେ ।
ଏହି ଡିଭାଇସ ସହାକରେ ଆମେ ଯଦି କୋଣସି କର୍ମ କ୍ଷେତ୍ରରେ କାମ କରୁ ଯଦି କୋଣସି ଆବଶ୍ୟକ କାମ କରିଥିବା ସମୟରେ ଯଦି ଆପଣଙ୍କ ରିଚାର୍ଜ ଶେଷ ହୋଇଯାଏ । ତେବେ ଆପଣଙ୍କ କାମ ରେ ବାଧା ହୋଇଯାଏ । କିନ୍ତୁ ଏପରି ସ୍ଥଳରେ ଏହି ଡିଭାଇସ ବହୁତ ଉପକାରୀ ଅଟେ ।
ଆଜି କ ଦିନରେ ଏହି ନୂତନ ଯନ୍ତ୍ର ର ଆବଶ୍ୟକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ସର୍ବ ଜଗତ ଆଜି ଉନତୀର ମାର୍ଗ କୁ ଆପେଣଇ ଚାଲୁଅଛି । ସେହି କ୍ଷେତ୍ରରେ ଏହା ଏଭଳି ଏକ ଡିଭାଇସ ଯାହା ଆପଣଙ୍କ କାର୍ଯ୍ୟ ଭାରକୁ କମ୍ କରିଥାଏ । ଏହି ଡିଭାଇସ ର ନାମ ହେଲା Baofeng BF-888S’ Walkie Talkie ।
ଏହି ଡିଭାଇସ ଦ୍ଵାରା ଆମେ ମାଗଣାରେ ବାର୍ତ୍ତାଳାପ କରିପାରୁ । ଏହି ଡିଭାଇସ ଦାମ୍ ପାଞ୍ଚ ହଜାର ନଅ ଶହ ଅନେଶତ ଥିଲା ବେଳେ ଏହାକୁ 35 % ପତିଶତ ଡିଶ୍କାଉଣ୍ଟ ରେ କିଣିପାରିବେ । ଏଥିରେ ସୋଲିଟ୍ ସେଲ୍ ଆଣ୍ଟି ଓଏର ଅଫର୍ର ,ମଧ୍ୟ ରହିଛି । ଏହାର ଶବ୍ଦ ପ୍ରକ୍ରିୟା ମଧ୍ୟ ଖୁବ୍ ଭଲ ଗାଡି ଚଲାଉଥିବା ସମୟରେ ମଧ୍ୟ ଭଲଭରେ ଶୁଣାଯାଇଥାଏ । ତେବେ ବନ୍ଧୁଗଣ ଏବେ ହିଁ ଏହାକୁ କିଣନ୍ତୁ ସାମାନ୍ୟ ଲୋକମାନକ ଚାହିଦା ଏହା ସହାକାରେ ପୂରଣ ହୋଇଥାଏ । ତା ‘ ହେଲେ ବନ୍ଧୁଗଣ ଆପଣମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ , ଧନ୍ୟବାଦ ।