ନମସ୍କାର ବନ୍ଧୁଗଣ, ଜାନୁୟାରୀ 14 ତାରିଖ ତଥା ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ସାରା ଭାରତରେ ପାଳନ ହେବାକୁ ଯାଉଛି । ଏହି ମକର ସଂକ୍ରାନ୍ତି କେବଳ ଆମ ଓଡିଶାରେ ନୁହେଁ ବରଂ ସାରା ଭାରତରେ ମନାଯାଇଥାଏ । ମକର ରାଶିକୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କରିବାକୁ ମକର ସଂକ୍ରାନ୍ତି ଭାବରେ ପାଳନ କରାଯାଏ । ତେବେ ଏହି ମକର ସଂକ୍ରାନ୍ତି ଭଳି ଶୁଭ ଦିନରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଆଲୋକିତ ହବାକୁ ଯାଉଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି 3ଟି ରାଶି ସମ୍ପର୍କରେ ।

ମକର ସଂକ୍ରାନ୍ତି ପରଠାରୁ ଆପଣ ନିଜ ଭାଗ୍ୟରେ ଅଚାନକ ଭାବରେ ହେଉଥିବା ପରିବର୍ତ୍ତନକୁ ପରିଲକ୍ଷିତ କରିପାରିବେ । ଆପଣଙ୍କୁ ଆଶାନୁରୂପୀ ଧନଲାଭ ହେବ । ବ୍ୟବସାୟରେ ଆପଣ ସଫଳତା ପାଇବେ । ଆପଣ ଏହିଦିନ ନୂଆ କାର୍ଯ୍ୟରେ ଲଗାଉଥିବା ପଇସା ଆପଣଙ୍କୁ ଦୁଇଗୁଣ ଲାଭ ଦେବ । ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ।
ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ଭଲ ରହିବ। କୌଣସି ପ୍ରକାର ଅସୁବିଧା ଆପଣ ଆଉ ଭୋଗ କରିବେ ନାହିଁ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହିଦିନଟି ବହୁତ ଶୁଭ ରହିବା ପାଇଁ ଯାଉଛି । ଆପଣ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ଏହି ମକର ସଂକ୍ରାନ୍ତି ପରଠାରୁ ମିଳିବାକୁ ଲାଗିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଥିଲେ ଗୁରୁଜନ ମାନଙ୍କ ଠାରୁ ପରମର୍ଶ ଏବଂ ଉପଦେଶ ଗ୍ରହଣ କରି ଆପଣ ଆରମ୍ଭ କରନ୍ତୁ ।

ଶତ୍ରୁ ମାନଙ୍କ ଖରାପ ନଜର ଆଉ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇବା ନାହିଁ ମକର ସଂକ୍ରାନ୍ତି ପରଠାରୁ । ଆପଣ କୌଣସି ନୂତନ ସ୍ଥାନକୁ ଏହି ମକର ସଂକ୍ରାନ୍ତି ଦିନ ଯାଇପାରନ୍ତି । କାରଣ ଆପଣଙ୍କ ଯାତ୍ରାର ଯୋଗ ବନୁଅଛି । ଏହାସହ ଆପଣଙ୍କର ଆପଣଙ୍କ ପୁରୁଣା ବନ୍ଧୁ ମାନଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି ।
ତାଙ୍କ ସହ କିଛି ଭଲ ସମୟ ଆପଣଙ୍କ ବିତାଇବେ ଯାହା ଆପଣଙ୍କ ପାଇଁ ସ୍ମୃତି ହୋଇ ରହିବ । ଆମ ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଦିନକୁ ବହୁତ ଶୁଭ ଦିନ ବୋଲି ମନାଯାଇଥାଏ । ଆପଣମାନେ ଏହିଦିନ ସକାଳୁ ସ୍ନାନ ସାରି ଭଗବାନ ଶିବଙ୍କ ସ୍ତୁତି ପାଠ କରିବା ଉଚିତ । କାରଣ ଏହି ମକର ସଂକ୍ରାନ୍ତି ନୂଆବର୍ଷର ପ୍ରଥମ ପର୍ବ ଅଟେ ।

ଏହିଦିନ ଗୁଡି ଉଡାଇବାର ପ୍ରଥା ରହିଛି । ତେଣୁ ଆପଣ ମାନେ ନିହାତି ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବା ଆବଶ୍ୟକ । ତେବେ ମକର ସଂକ୍ରାନ୍ତିର ଶୁଭ ସଂଯୋଗ ଫଳରେ ଭାଗ୍ୟଶାଳୀ ବନିବାକୁ ଯାଉଥିବା ତିନି ଗୋଟି ରାଶି ହେଉଛି, ତୁଳା ରାଶି, କୁମ୍ଭ ରାଶି ଓ ବୃଷ ରାଶି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।