ନମସ୍କାର ବନ୍ଧୁଗଣ, ଜୀବନରେ ଐଶର୍ଯ୍ୟାର କାମନା ସମସ୍ତଙ୍କ ମନରେ ରହିଥାଏ । ଆଉ ଏହି ଶୁଭ ଘଡି ଆସିବାର ଅପେକ୍ଷା ମଧ୍ୟ ସମସ୍ତଙ୍କୁ ବ୍ୟସ୍ତ କରାଇଦେଇଥାଏ ଜୀବନରେ । ତେବେ ଆମ ଆଖି ସାମ୍ନାରେ କିଛି ଘଟଣା ଘଟିଥାଏ ଯାହାକୁ ଆମେ ଅଣଦେଖା କରିଦେଇଥାଉ । କିନ୍ତୁ ପ୍ରକୃତରେ ତାହା ଏକ ସଙ୍କେତ ହୋଇଥାଏ । ମାତା ଲକ୍ଷ୍ମୀ ଘରକୁ ଆଗମନ କରିବା ପୂର୍ବରୁ କିଛି ସଙ୍କେତ ଦେଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହିସବୁ ସଙ୍କେତ ଗୁଡିକ ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ପେଚା ଦେଖିବା ବହୁତ ଶୁଭ ହୋଇଥାଏ କାରଣ ପେଚାକୁ ମାତା ଲକ୍ଷ୍ମୀଙ୍କ ବାହନ ମନାଯାଏ । ଯଦି ଏହି ପକ୍ଷୀ ଆପଣଙ୍କୁ ଅଚାନକ ନଜର ଆସିଯାଏ ତେବେ ଜାଣି ରଖନ୍ତୁ କି ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ପଡିବାକୁ ଯାଉଛି । ଦିତୀୟ: ମାତା ଲକ୍ଷ୍ମୀଙ୍କ ଆଗମନ ଫଳରେ ଘରେ ବାସ କରୁଥିବା ସଦସ୍ୟ ମାନଙ୍କ ବ୍ୟବହାରରେ ଅନେକ ସଂସ୍କାର ଆସିଥାଏ । ପରସ୍ପର ମଧ୍ୟରେ ଭଲ ପାଇବା ବଢିଥାଏ ତେବେ ବୁଝିଯିବେ କି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆଗମନ କରିଛନ୍ତି ।
ତୃତୀୟ : ଆପଣ ଖାଉଥିବା ଖାଦ୍ୟ ଆପଣଙ୍କ ମନ ଏବଂ ପେଟକୁ ସନ୍ତୁଷ୍ଟି ପ୍ରଦାନ କରିଥାଏ । ଏଭଳି ଅନୁଭବ ହେବ ତ ଆପଣ ଜାଣିଯିବେ କି ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିସାରିଛନ୍ତି । ଚତୁର୍ଥ: ଯଦି ଆପଣ ଘରୁ ବାହାରୁଥିବା ବାରମ୍ବାର ତଥା ପ୍ରତିଦିନ କୌଣସି ମହିଳା ଝାଡୁ କରିବାର ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ ଏହାର ଅର୍ଥ ହୋଇଥାଏ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ବହୁତ ଶୀଘ୍ର ମାତା ଆପଣଙ୍କ ଘରକୁ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ବୁଝିଯିବେ ।

ପଞ୍ଚମ: ଯଦି ଆପଣ ସକାଳୁ ଉଠୁ ଉଠୁ କେଉଁଠାରୁ ଶଙ୍ଖର ଧ୍ଵନୀ ଶୁଣନ୍ତି ତେବେ ଏହାକୁ ଏକ ଶୁଭ ସଙ୍କେତ ମନାଯାଏ । ଯଦି ଆପଣ ସକାଳୁ ଶଙ୍ଖର ଧ୍ୱନି ଶୁଣନ୍ତି ତେବେ ଏହା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିବାର ସଙ୍କେତ ହୋଇଥାଏ । ଜୀବନରେ ଧନ ଧାନ୍ୟ ପରିପୂର୍ଣ ହେବାର ସମୟ ଆସିବାର ସଙ୍କେତ ଏହା ଆପଣଙ୍କୁ ଦେଇଥାଏ ।
ଷଷ୍ଠ: ଯଦି ଆପଣଙ୍କ ଘର ଅଗଣାକୁ ବାରମ୍ବାର ଗୋମାତା ଆସିଥାନ୍ତି ତେବେ ଏହା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଅଗମନର ଏକ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଏହା ବି ହୋଇଥାଏ କି ଆପଣଙ୍କର କୌଣସି ବଡ ମାନକାମାନ ପୁରା ହେବାକୁ ଯାଉଛି । ସପ୍ତମ: ଯଦି ଆପଣଙ୍କ ଘରର ଜଳାଶୟ ତଥା ଆପଣଙ୍କ ଘର ଆଖ ପାଖରେ ପଦ୍ମଫୁଲ ଅଚାନକ ଫୁଟିବାକୁ ଲାଗିଥାଏ ତେବେ ଏହା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିବାର ସଙ୍କେତ ହୋଇଥାଏ ।

ଅଷ୍ଟମ: ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସିବାକୁ ଲାଗନ୍ତି ତେବେ ଆପଣଙ୍କ ଜୀବନରେ ଧନ ଆସିବାର ଏହା ଏକ ବଡ ସଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।