ନମସ୍କାର ବନ୍ଧୁଗଣ, ଆମ ଭାରତର ମାଟି ତଳ ଖୋଲିଲେ ଆମେ ପାଣି ପାଇଥାଉ । କିନ୍ତୁ କିଛି ଦେଶ ଅଛି ଯେଉଁଠାରେ ମାଟି ଖୋଳିଲେ ପାଣି ବଦଳରେ ତେଲ ବାହାରିଥାଏ । ସେହି ତେଲ ସବୁ ଦେଶକୁ ସେମାନେ ଆମଦାନୀ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଦୁନିଆର ସବୁଠାରୁ ବଡ ତେଲ ଭଣ୍ଡାର ଥିବା ୧୦ ଟି ଦେଶର ନାମ ସମ୍ପର୍କରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସବୁଠାରୁ ବଡ ତେଲ ଭଣ୍ଡାର ଥିବା ଦେଶଗୁଡିକର ନାମ ।
ଲିବ୍ୟା: ଏହିଠାରେ ପୁରା ଆଫ୍ରିକାର ସବୁଠାରୁ ଅଧିକ ତେଲ ମିଳିଥାଏ । ଲିବ୍ୟା ଗୋଟିଏ ଦିନରେ ଗୋଟିଏ ମିଲିୟନ ପ୍ୟାନେଲରୁ କମ ତେଲ ଉତ୍ପାଦନ କରିଥାଏ । ଲିବ୍ୟା ଏହି ୧୦ ଦେଶର ତେଲ ଆମଦାନୀରେ ସବୁଠାରୁ ପ୍ରଥମ ଏବଂ ଶେଷ ଯେଉଠାରେ ଏକ ମିଲିୟନରୁ କମ ତେଲ ଉତ୍ପାଦନ ହୋଇଥାଏ । ଲିବ୍ୟା ପାଖରେ ଦୁନିଆର ୨.୮% ତେଲ ରହିଛି ।
ଆମେରିକା: ଆମେରିକା ପାଖରେ ୬୮.୮ ବିଲିଅନ ବ୍ୟାରେଲ ତେଲ ରିଜର୍ଭ ରହିଛି । ତେଣୁ ଆମେରିକାକୁ ତେଲ ପାଇଁ ଅନ୍ୟ କେଉଁ ଦେଶର ଆବଶ୍ୟକତା ପଡେ ନାହିଁ । ଦୁନିଆର ୪% ତେଲ ଆମେରିକା ପାଖରେ ସବୁବେଳେ ମହଜୁଦ ରହିଛି । ୟୁନାଇଟେଡ଼ ଆରବ ଏମିରେଟସ: ଏହି ଦେଶ ପାଖରେ ହାରାହାରି ୯୭.୮ ବିଲିୟନ ବ୍ୟାରେଲ ତେଲ ସ୍ଥଗିତ ରହିଛି । କୁୱେଟ: ଏହି ଦେଶ ପାଖରେ ଦୁନିଆର ୬.୨% ତେଲ ରହିଛି । ଏହି ଦେଶ ଗୋଟିଏ ଦିନରେ ୧୦.୯ ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ ।
ଇରାକ: ଏହି ଦେଶ ପାଖରେ ହାରାହାରି ୧୪୫ ବିଲିୟନ ବ୍ୟାରେଲ ତେଲ ସ୍ଥଗିତ ରହିଛି । ଏହା ଦୁନିଆର ୮.୪% ତେଲ ନିଜ ପାଖରେ ରିଜର୍ଭ ରହିଛି । ଇରାନ: ଏହି ଦେଶ ପାଖରେ ଦୁନିଆର ୯.୧% ତେଲ ସ୍ଥଗିତ ରହିଛି । ଏହି ତେଲର ପରିମାଣ ହେଉଛି ୧୫୭.୮ ବିଲିୟନ ବ୍ୟାରେଲ । ଇରାନ ଗୋଟିଏ ଦିନରେ ୫ ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ ।
କାନାଡା: ଏହି ଦେଶ ପାଖରେ ୧୬୮.୧ ବିଲିଅନ ବ୍ୟାରେଲ ତେଲ ରିଜର୍ଭ ରହିଛି । ଏହି ତେଲର ପରିମାଣକୁ ଦୁନିଆର ୯.୭ ପ୍ରତିଶତ ମନାଯାଏ । ସାଉଦ ଅରବିଆ: ଏହି ଦେଶ ତେଲ ଉତ୍ପାଦନରେ ଦୁନିଆର ଦିତୀୟ ସ୍ଥାନରେ ରହିଛି । ଏହି ଦେଶ ପାଖରେ ୨୯୭.୫ ବିଲିଅନ ବ୍ୟାରେଲ ତେଲ ରିଜର୍ଭ ରହିଛି । ଏହି ତେଲର ପରିମାଣ ଦୁନିଆର ୧୭.୨ପ୍ରତିଶତ ଅଟେ ।
ଭେନେଜିଉଲା: ଏହି ଦେଶ ତେଲ ଉତ୍ପାଦନରେ ଦୁନିଆର ପ୍ରଥମ ସ୍ଥାନ ହାସଲ କରିଛି । ଦୁନିଆର ୧୭.୫ ପ୍ରତିଶତ ତେଲ ସ୍ଥଗିତ ରହିଛି । ଭେନେଜିଉଲା ପାଖରେ ଦୁନିଆର ସବୁଠାରୁ ଅଧିକ ୩୦୩.୮ ବ୍ୟାରେଲ ତେଲ ରିଜର୍ଭ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।