ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଏମିତି କେଉଁ ଟେବୁଲ ଆସି ଯାହାକୁ ଆମେ ଖାଇଥାଉ ?
ଉ: ଭେଜିଟେବୁଲ (ଭେଜିଟେବଲ) ।
୨- କାହାର ଡେଣା ନଥିଲେ ବି ସେ ଉଡିପାରେ ?
ଉ: ଗୁଡିର ।

୩- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ ଥରେ କିଣିଥାନ୍ତି ?
ଉ: ରାକ୍ଷୀ ।
୪- ଭାରତର କେଉଁ ରାଜ୍ୟ କେବେବି ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ?
ଉ: ଗୋଆ ।
୫- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ସବୁ ବନ୍ୟାପ୍ରାଣୀ ଦେଖିବାକୁ ମିଳନ୍ତି ?
ଉ: ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଓ ସେଠାରେ ହାତୀ, ଗୟଳ, ଶମ୍ବର, ହରିଣ, ଭାଲୁ ଓ ସାପ ଆଦି ଦେଖିବାକୁ ମିଳନ୍ତି ।
୪- ଭିତରକନିକା କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟାପ୍ରାଣୀ ଦେଖିବାକୁ ମିଳନ୍ତି ?
ଉ: କେନ୍ଦ୍ରପଡାରେ ଅଛି ଓ ସେଠାରେ କୁମ୍ଭୀର, ସାପ, ହରିଣ ଓ ଶମ୍ବର ଆଦି ଥାନ୍ତି ।
୫- ଏମିତି କେଉଁ ଜିନିଷ ଯିଏ ଆଲୋକରେ ତୁମ ସାଥିରେ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?
ଉ: ଛାଇ ।
୬- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ?
ଉ: ୮ ଗ୍ରାମ ।
୭- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ ?
ଉ: ବାବର ।
୮- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ /
ଉ: ପ୍ରଧାନମନ୍ତ୍ରୀ ।

୯- ବିଶ୍ଵର ସବୁଠାରୁ ଗରିବ ଦେଶ କେଉଁଟି ?
ଉ: ଭୁଟାନ ସବୁଠୁ ଗରିବ ଦେଶ ।
୧୦- ମିସ୍ ୟୁନିଭର୍ସ ବଣିଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉ: ସୁସ୍ମିତା ସେନ ।
୧୧- ଭରତରେ ସବୁଠାରୁ କମ୍ ଜନସଂଖ୍ୟା ଥିବା ରାଜ୍ୟ କେଉଁଟି ?
ଉ: ସିକ୍କିମ୍ ।
୧୨- ସାପ ମାନଙ୍କର ଦେଶ କାହାକୁ କୁହା ଯାଇଥାଏ ?
ଉ: ବ୍ରାଜିଲ କୁ ।
୧୩- କଇଁଛର ଜୀବନକାଳ କେତେ ହୋଇଥାଏ ?
ଉ: ୧୨୩ ବର୍ଷ ।
୧୪- ମନୁଷ୍ୟର କେଉଁ ଜିନିଷ ସବୁବେଳେ ବଢି ଚାଲିଥାଏ ?
ଉ: ବୟସ ।
୧୫- ମୋବାଇଲ ଫୋନ ର ଆବିଷ୍କାର କିଏ କରିଥିଲେ ?
ଉ: ମାର୍ଟିନ କୁପର୍ ।

୧୬- ଲୁହାରେ କାଳଙ୍କି ଲାଗିବାରୁ ଲାକ୍ଷା କରିବା ପାଇଁ କଣ ପ୍ରୟୋଗ କରା ଯାଇଥାଏ ?
ଉ: କ୍ରୋମିୟମ ।
୧୭- ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ଲାଗିଥିଲା ?
ଉ: ୨୨ ବର୍ଷ ।
୧୮- ସାବର ଶ୍ରୀକ୍ଷେତ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: କୋରାପୁଟ ରେ ।
୧୯- ଗିର ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?
ଉ: ଗୁଜୁରାଟରେ ଅବସ୍ଥିତ ।
୨୦- ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେବେ ତା ବୟସ 20 ବର୍ଷ । କହିଲା ଦେଖି କେମିତି ହେଲା ?
ଉ: କାରଣ ଝିଅଟି ୧୯୮୦ ମସିହାରେ ଜନ୍ମ ହୋଇଥିଲା ଓ ଯେଉଁ ରୁମ୍ ରେ ମଲା ସେହି ରୁମ୍ ନଂ ଥିଲା ୧୯୫୦ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।