ନମସ୍କାର ବନ୍ଧୁଗଣ, ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ ଗୋଟିଏ ଆଶା କିଭଳି ରାତା ରାତି ପଇସା କମେଇ ହେବେ ବଡଲୋକ । ତେଣୁ ସବୁବେଳେ କଷ୍ଟ ଓ ଚିନ୍ତାରେ ମଧ୍ୟ ରହୁଛନ୍ତି । କିନ୍ତୁ ଯେତେ କଷ୍ଟ ବା ପରିଶ୍ରମ କଲେ ମଧ୍ୟ ଭଗବାନ ଆମ ଉପରେ ଖୁସି ନଥାନ୍ତି । ତେଣୁ ଆମକୁ କଷ୍ଟର ଉଚିତ ଫଳ ମିଳେ ନାହିଁ । ଏଥିପାଇଁ ସବୁବେଳେ ପ୍ରଥମେ ଚେଷ୍ଟା କରନ୍ତୁ କର୍ମ ସହ ଭଗବାନଙ୍କ ନୀତି ନିୟମ ମାନି ତାଙ୍କୁ ଖୁସି କରିବା ପାଇଁ । ତେବେ ଆସନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ କେଉଁ 5ଟି ଜିନିଷ ଆଣିଲେ ଭଗବାନ ହୋଇଯିବେ ଖୁସି ।
ଧନତେରସ ଦିନ କିଣନ୍ତୁ ଏହି ପାଞ୍ଚଟି ଜିନିଷ ଏହଦ୍ଵାର ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଆପଣଙ୍କ ଉପରେ । ପ୍ରଥମ: ଧନତେରସ ଦିନ ଆପଣ ଚାନ୍ଦିର ମୁଦି ତିଆରି କରି ଯଦି ବିଶି ଆଙ୍ଗୁଠିରେ ପିନ୍ଧିବେ ତେବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଯଦି ଚାନ୍ଦିର କିଣି ପାରୁନାହାହନ୍ତୁ ତେବେ ପିତଳର ମଧ୍ୟ କିଣିପାରିବେ ।
ଦିତୀୟ: ଧନତେରସ ଦିନ ମା ଲକ୍ଷ୍ମୀ କିମ୍ବା ଗଣେଶଙ୍କର ଫଟୋ ବା ମୂର୍ତ୍ତି ଆଣନ୍ତୁ । ଏହାଦ୍ବାର ଆପଣଙ୍କର ଅନେକ ମଙ୍ଗଳ ହେବ । ତୃତୀୟ: ଏହିଦିନ ଆପଣ ମୟୁର ପଙ୍ଖ ଆଣି ଘରର ମୁଖ୍ୟ ଦ୍ଵାରାରେ ଲଗେଇ ଦିଅନ୍ତୁ । କିମ୍ବା ଆପଣଙ୍କ ଘରେ ଯେଉଁଠାରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ବା ଫଟୋ ରଖିଛନ୍ତି ସେହିଠାରେ ରଖିଦିଅନ୍ତୁ । ଏହାଫଳରେ ଆପଣଙ୍କ ଘରେ ଧନର ଆଗମନ ହେବ ।
ଚତୁର୍ଥ: ଧନତେରସ ଦିନ ଆପଣ ଶଙ୍ଖ ଘରକୁ ଆଣନ୍ତୁ । କାରଣ ଶଙ୍ଖକୁ ଅତ୍ୟନ୍ତା ଶୁଭ ମନାଯାଇଥାଏ । ପଞ୍ଚମ: ଧନତେରସ ଦିନ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆଣନ୍ତୁ । ଏହାକୁ ଆଣି ନିଜ ଘରର ପୂଜା ସ୍ଥାନରେ ରଖନ୍ତୁ । ବା ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦିଅନ୍ତୁ । ଏହାଫଳରେ ଘରେ ଧନର କମି କେବେ ମଧ୍ୟ ହେବ ନାହିଁ ।
ଏବଂ ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ପଦ୍ମ ଫୁଲ ନେଇଆସନ୍ତୁ । ଆପଣ ଧନତେରସ ଦିନ ଯେଉଁ ବି ଜିନିଷ ଆଣିବେ ତାହାକୁ ଦୀପାବଳି ଦିନ ନିଶ୍ଚିନ୍ତ ପୂଜା କରିବେ । ଦୋଉଡି ଥିବା 7ଟି ଘୋଡାର ଫଟୋ ଯଦି ଆପଣ ଘରକୁ ଆଣନ୍ତୁ । କାରଣ ଏହାଦ୍ବାର ଆପଣଙ୍କ ଘରେ କେବେ ଧନର ଅଭାବ ରହିବ ନାହିଁ ।
ଆପଣ ଏହିସବୁ ଜିନିଷ ଧନତେରସ ଦିନ ଘରକୁ ଆଣନ୍ତୁ । ଏହିସବୁ ଜିନିଷ ଗୁଡିକୁ ବହୁତ ଲାଭକାରୀ ବୋଲି ମନାଯାଇଥାଏ । ଏହାସବୁ ଆଣିବା ଦ୍ଵାରା ଘରେ ସୁଖ ଶାନ୍ତି ସମୃଦ୍ଧି ସବୁର ବୃଦ୍ଧି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।