ମରିଗଲେ ବି ଶନିବାର ଦିନ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 1 ଜିନିଷ, ଶନିଦେବ ହେବେ କ୍ରୋଧିତ 

ନମସ୍କାର ବନ୍ଧୁଗଣ, ସମସ୍ତ ବାରର ସ୍ଵାମୀ ଗ୍ରହ ରହିଛନ୍ତି । ଶନିବାରର ସ୍ଵାମୀ ଗ୍ରହ ଶନି ଗ୍ରହ ଅଟେ । ଶନି ଦେବ ନ୍ୟାୟର ଦେବତା ଅଟନ୍ତି । ସେ ମନୁଷ୍ୟର କର୍ମ ଆଧାରରେ ହିଁ ଫଳ ବା ଦଣ୍ଡ ଦେଇଥାନ୍ତି । ତେଣୁ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଶନିଙ୍କୁ ଡରିବା ଆବଶ୍ୟକ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଶନିବାର ଦିନ କେଉଁ କାର୍ଯ୍ୟ କଲେ ଶନି ମହାଦେବ କ୍ରୋଧିତ ହୋଇଥାନ୍ତି ଏବଂ କେଉଁ ଉପାୟ କଲେ କୃପା ଦ୍ରୁଷ୍ଟି ବର୍ଷା କରନ୍ତି ଜାଣନ୍ତୁ ।

ପ୍ରଥମ: ଶନିବାର ଦିନ ଓସ୍ତ ଗଛର ପୂଜା କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ଦିତୀୟ: ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଛି ତେବେ  ଆପଣଙ୍କୁ ଶନିବାର ଦିନ ଓସ୍ତ ଗଛ ମୂଳରେ କଳା ରାଶି  ଚଢାନ୍ତୁ ଏବଂ ଏହାପରେ ଜଳ ଚଢାନ୍ତୁ । ତୃତୀୟ: ଯଦି କୌଣସି ବ୍ୟକ୍ତିଙ୍କୁ ଚାକିରି ମିଳୁନାହିଁ ତେବେ ଆପଣ ଶନିବାର ଦିନ କଳା କୋଇଲା ଘରକୁ ଆଣନ୍ତୁ ଓ ଶନିଦେବଙ୍କ ସ୍ମରଣ କରି ତାହାକୁ ଜଳରେ ବିସର୍ଜନ କରିଦେବ ଉଚିତ ।

ଚତୁର୍ଥ: ଯଦି ଆପଣଙ୍କ ଜୀବନରେ ଧାନର ଘୋର ଅଭାବ ଲାଗି ରହିଛି ତେବେ ଶନିବାର ଦିନ ଶନୀଙ୍କ ମନ୍ଦିର ଯାଇ ସେଠାରେ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ  । ଏବଂ ସେହି ଦୀପରେ କିଛି କଳା ରାଶି ନିଶ୍ଚୟ ପକାନ୍ତୁ । ପଞ୍ଚମ: ଯଦି କୁଣ୍ଡଳୀ ଥିବା ଡୋସା କାରଣରୁ ଆପଣଙ୍କ ଜୀବନରେ ବହୁତ କଷ୍ଟରେ ଭାରି ରହିଛି ତେବେ ଶନିବାର ଦିନ କଳା କୁକୁରକୁ ସୋରିଷ ତେଲରେ ପ୍ରସ୍ତୁତ ରୁଟି ନିଶ୍ଚୟ ଖୁଆନ୍ତୁ । ଏହଦ୍ଵାରା କୁଣ୍ଡଳୀ ଥିବା ରହୁ କେତୁଙ୍କ ଦୋଷର ଅନ୍ତ ଘଟିଥାଏ ।

ଷଷ୍ଠ: ଶନି ଦେବଙ୍କ କୃପା ପାଇବା ପାଇଁ ଓସ୍ତ ଗଛରେ ଦୁଇ ହାତ ରାଖୀ ସାତ ଥର ପରିକ୍ରମା କରନ୍ତୁ । ଏବଂ ଶନି ଦେବଙ୍କ ମନ୍ତ୍ର ଉଚାରଣ କରନ୍ତୁ । ସପ୍ତମ: ଗୃହକୁ ସୁଖ,ସମୃଦ୍ଧି ଆଣିବାକୁ ଚାହୁଁଥିଲେ  ଶନିବାର ଦିନ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଚାରି ମୁଖ ଥିବା ଦୀପ ଜଳାନ୍ତୁ । ଅଷ୍ଟମ: ଶନିବାର ଦିନ କଳା ଘୋଡାର ନାଲ ଆଣି ନିଜ ଘରର ମୁଖ୍ୟ ଦ୍ଵାରା ରେ ରଖିଦିଅନ୍ତୁ ।

ଏହା କରିବା ଦ୍ଵାରା ଘରକୁ ଲୋକଙ୍କ ଖରାପ ନଜର ପଡିବାରୁ ଏହା ରକ୍ଷା କରିଥାଏ । ଶନିବାର ଦିନ ନାଲି ରଙ୍ଗର କପଡା ପିନ୍ଧିବା ଉଚିତ ନୁହେଁ । କଳା ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ । ନବମ: ଶନିବାର ଦିନ ନାଲି ରଙ୍ଗର ଖାଦ୍ୟ ଖାଇବା ଉଚିତ ନୁହେଁ । ଶନିବାର ଦିନ ମାଂସ ଖାଇବା ବର୍ଜନ କରନ୍ତୁ ।

ଶନିବାର ଦିନ ନିଶା କରନ୍ତୁ ନାହିଁ ଯେମତିକି ମଦ,ସିଗାରେଟ ଇତ୍ୟାଦି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।